ମୋଦିଙ୍କୁ ଭେଟିଲେ ମେହବୁବା; କହିଲେ ସରକାର ଗଠନ ନେଇ ଗୁରୁବାର ହେବ ଆଲୋଚନା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଚାଲିଥିବା ରାଜନୈତିକ ସଙ୍କଟ ଦୂର କରିବା ପାଇଁ ମଙ୍ଗଳବାର ପିଡିପି ଅଧ୍ୟକ୍ଷ ମେହବୁବା ମୁଫତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଦୀର୍ଘ ସମୟ ଧରି ଏହି ଦୁଇ ନେତା ଆଲୋଚନା କରିଥିଲେ। ବୈଠକ ପରେ ମୋଦିଙ୍କ ସହ ସାକ୍ଷାତକାର ସକାରାତ୍ମକ ଥିବା ମେହବୁବା କହିଛନ୍ତି। ସେ କହିଛନ୍ତି, “ରାଜ୍ୟର ଜନତାଙ୍କ ହିତ ପାଇଁ ଦୁଇ ଦଳ ଏକାଠି ଅଛନ୍ତି। ମୋଦିଙ୍କ ସହ ଆଲୋଚନା ସକାରାତ୍ମକ ରହିଛି। ଗୁରୁବାର ପିଡିପି ବିଧାୟକ ଦଳର ବୈଠକ […]

modi

modi

Rakesh Mallick
  • Published: Tuesday, 22 March 2016
  • Updated: 22 March 2016, 11:13 AM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଚାଲିଥିବା ରାଜନୈତିକ ସଙ୍କଟ ଦୂର କରିବା ପାଇଁ ମଙ୍ଗଳବାର ପିଡିପି ଅଧ୍ୟକ୍ଷ ମେହବୁବା ମୁଫତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଦୀର୍ଘ ସମୟ ଧରି ଏହି ଦୁଇ ନେତା ଆଲୋଚନା କରିଥିଲେ। ବୈଠକ ପରେ ମୋଦିଙ୍କ ସହ ସାକ୍ଷାତକାର ସକାରାତ୍ମକ ଥିବା ମେହବୁବା କହିଛନ୍ତି।

ସେ କହିଛନ୍ତି, “ରାଜ୍ୟର ଜନତାଙ୍କ ହିତ ପାଇଁ ଦୁଇ ଦଳ ଏକାଠି ଅଛନ୍ତି। ମୋଦିଙ୍କ ସହ ଆଲୋଚନା ସକାରାତ୍ମକ ରହିଛି। ଗୁରୁବାର ପିଡିପି ବିଧାୟକ ଦଳର ବୈଠକ ପରେ ସରକାର ଗଠନ ନେଇ ଆଲୋଚନା ହେବ।”

ଗତ ସପ୍ତାହରେ ମେହବୁବା ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟି ଆଲୋଚନା କରିଥିଲେ। ସେତେବେଳେ ସେ କହିଥିଲେ, “ମଙ୍ଗଳବାର ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଉକ୍ତ ଦିନ ସରକାର ଗଠନ ନେଇ କୌଣସି ବଡ଼ ନିଷ୍ପତ୍ତି ନିଆଯାଇପାରେ।”

ଜମ୍ମୁ-କାଶ୍ମୀରରେ ସରକାର ଗଠନ ପାଇଁ କୌଣସି ପ୍ରକାର ସର୍ତ୍ତ ମାନିବୁ ନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏକ ବର୍ଷ ତଳେ ବିଜେପି ଓ ପିଡିପି ମିଶି ରାଜ୍ୟରେ ସରକାର ଗଠନ କରିବାକୁ ବୁଝାମଣା କରିଥିଲେ।

ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଗତ ସୋମବାର ରାଜ୍ୟପାଳଙ୍କୁ ଭେଟିବା ପରେ କହିଥିଲେ, “ଆମ ଦଳ ପୁଣି ଥରେ ରାଜ୍ୟରେ ନିର୍ବାଚନ ସପକ୍ଷରେ ନାହିଁ। ବିଜେପି ଓ ପିଡିପି ହଁ ଅବା ନାଁ କିଛି ନିଷ୍ପତ୍ତି ନିଅନ୍ତୁ। ରାଜ୍ୟବାସୀ ଅଢ଼େଇ ମାସ ହେଲା ସରକାର ଗଠନକୁ ଅନାଇ ବସିଛନ୍ତି। ବିଜେପି, ପିଡିପି ସରକାର ଗଠନ କଲେ, ଆମେ ବିରୋଧୀ  ଦଳରେ ବସିବାକୁ ପ୍ରସ୍ତୁତ ଅଛୁ। ଯଦି ଏହି ଦୁଇ ଦଳ ସରକାର ଗଠନ ନ କରନ୍ତି କିମ୍ୱା ପିଡିପି କଂଗ୍ରେସର ମଧ୍ୟ ସମର୍ଥନ ନ ନିଏ ତେବେ ନିର୍ବାଚନ ଅନ୍ତିମ ବିକଳ୍ପ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story