ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସହିଦ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି,“ଏହି ତିନି ଜଣ ନିଜର ଯୁବାବସ୍ଥାରେ ଯେଉଁ ବଳିଦାନ ଦେଇଥିଲେ ତା’ରି ପରିଣାମ ସ୍ୱରୂପ ପରବର୍ତ୍ତୀ ପିଢ଼ି ସ୍ୱାଧୀନରେ ରହିଛି।” ଆଜିର ଦିନରେ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ଫାଶୀ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଡ. ରାମ ମନୋହର ଲୋହିଆଙ୍କୁ ବି ମନେ ପକାଇଛନ୍ତି। ଆଜି ହେଉଛି ଲୋହିଆଙ୍କ ଜନ୍ମବାର୍ଷିକୀ। […]

bhagat singh

bhagat singh

Rakesh Mallick
  • Published: Wednesday, 23 March 2016
  • Updated: 23 March 2016, 06:48 AM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସହିଦ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି,“ଏହି ତିନି ଜଣ ନିଜର ଯୁବାବସ୍ଥାରେ ଯେଉଁ ବଳିଦାନ ଦେଇଥିଲେ ତା’ରି ପରିଣାମ ସ୍ୱରୂପ ପରବର୍ତ୍ତୀ ପିଢ଼ି ସ୍ୱାଧୀନରେ ରହିଛି।”

ଆଜିର ଦିନରେ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ଫାଶୀ ଦିଆଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଡ. ରାମ ମନୋହର ଲୋହିଆଙ୍କୁ ବି ମନେ ପକାଇଛନ୍ତି। ଆଜି ହେଉଛି ଲୋହିଆଙ୍କ ଜନ୍ମବାର୍ଷିକୀ। ମୋଦି ନିଜ ଟ୍ୱିଟ୍‌ରେ ଲୋହିଆଙ୍କ ଏକ ଚିଠି ମଧ୍ୟ ପୋଷ୍ଟ କରିଛନ୍ତି। ଲୋହିଆ ଏହି ଚିଠିକୁ ୧୯୪୧ ଏପ୍ରିଲ ୩୦ ତାରିଖରେ ବରେଲି ସେଣ୍ଟ୍ରାଲ୍ ଜେଲ୍‌ରୁ ମହାତ୍ମା ଗାନ୍ଧିଙ୍କୁ ଲେଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story