ମୋଦି ବୁଲାଇବଙ୍କାଇ ଉତ୍ତର ଦେଉଛନ୍ତି: ରାହୁଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସରକାର କୌଣସି ପ୍ରଶ୍ନର ଉତ୍ତର ସିଧାସଳଖ ଦେଉ ନାହାନ୍ତି। ସବୁବେଳେ ବୁଲାଇବଙ୍କାଇ ଉତ୍ତର ଦେଉଛନ୍ତି। ଗୁରୁବାର ଏହି ଅଭିଯୋଗ ଆଣିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ସେ ସରକାରଙ୍କୁ ପଚାରିଥିବା ୩/୪ଟି ପ୍ରଶ୍ନର ଉତ୍ତର ତାଙ୍କୁ ମିଳି ନାହିଁ ବୋଲି ଅଭିଯୋଗ କରି ରାହୁଲ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,“ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଂସଦର ଉଭୟ ଗୃହରେ ଘଣ୍ଟା ଘଣ୍ଟା ଧରି କହିବାର ଦେଖିଛି। କିନ୍ତୁ […]

Rahul

Rahul

Rakesh Mallick
  • Published: Thursday, 10 March 2016
  • Updated: 10 March 2016, 10:13 AM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସରକାର କୌଣସି ପ୍ରଶ୍ନର ଉତ୍ତର ସିଧାସଳଖ ଦେଉ ନାହାନ୍ତି। ସବୁବେଳେ ବୁଲାଇବଙ୍କାଇ ଉତ୍ତର ଦେଉଛନ୍ତି। ଗୁରୁବାର ଏହି ଅଭିଯୋଗ ଆଣିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ସେ ସରକାରଙ୍କୁ ପଚାରିଥିବା ୩/୪ଟି ପ୍ରଶ୍ନର ଉତ୍ତର ତାଙ୍କୁ ମିଳି ନାହିଁ ବୋଲି ଅଭିଯୋଗ କରି ରାହୁଲ ଏଭଳି ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି,“ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଂସଦର ଉଭୟ ଗୃହରେ ଘଣ୍ଟା ଘଣ୍ଟା ଧରି କହିବାର ଦେଖିଛି। କିନ୍ତୁ ମୋର ଗୋଟିଏ ବି ପ୍ରଶ୍ନର ଉତ୍ତର ମିଳି ନାହିଁ।”

ସେହିପରି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ଉପରେ ଆକ୍ରମଣ କରି ରାହୁଲ କହିଛନ୍ତି,“ ମୁଁ ତାଙ୍କୁ ବିଜୟ ମାଲ୍ୟାଙ୍କ ସଂପର୍କରେ ସିଧା ପ୍ରଶ୍ନ ପଚାରିଥିଲି। କିନ୍ତୁ ସେ ବୁଲାଇବଙ୍କାଇ ଉତ୍ତର ଦେଇଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story