୨୫ରେ ରୋଡ୍ ଶୋ, ୨୬ରେ ବାରଣାସୀରେ ନାମାଙ୍କନ ଭରିବେ ମୋଦି

ନୂଆଦିଲ୍ଲୀ: ୨୬ରେ ପ୍ରଧାନମନ୍ତ୍ରୀ ବାରଣାସୀ ଲୋକସଭା ଆସନ ପାଇଁ ନାମାଙ୍କନ ଭରିବେ ବୋଲି ସୂଚନା ଦେଇଛନ୍ତି ବିଜେପି ସଭାପତି ଅମିତ ଶାହ। ଏହାପୂର୍ବରୁ ୨୫ ତାରିଖରେ ମୋଦି ରୋଡ୍ ଶୋ କରିବାର କାର୍ଯ୍ୟକ୍ରମ ରହିଛି।
 
ନାମାଙ୍କନ ଭରିବା ବେଳେ ଏନଡିଏରେ ସାମିଲ ଥିବା ଦଳ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର, ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଏବଂ ଅକାଳି ଶିରୋମଣୀ ଦଳର ସଭାପତି ସୁଖବୀର ସିଂହ ବାଦଲ ପ୍ରମୁଖ ଉପସ୍ଥିତ ରହିବେ ବୋଲି ସୂଚନା ଦେଇଛନ୍ତି ଅମିତ୍ ଶାହ। 

 
ସୂଚନାଯୋଗ୍ୟ, ସପ୍ତମ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ବାରଣାସୀ ଆସନ ପାଇଁ ମତଦାନ ହେବ।

ଆହୁରି ପଢ଼ନ୍ତୁ

ପ୍ରିୟଙ୍କା ଗାନ୍ଧିଙ୍କ ଠାରୁ ନେଇ ଗଲେ, ବିଜେପି ମିଡିଆ ମୁଖ୍ୟଙ୍କୁ ବଙ୍ଗଳା ଦେଲେ ସରକାର

ସାମ୍ନାକୁ ଆସିଲା କରୋନାର ଆଉ ୩ ନୂଆ ଲକ୍ଷଣ, ଏମିତି ସମସ୍ୟା ହେଲେ କୋଭିଡ୍‌ ଟେଷ୍ଟ ଜରୁରୀ

୧୨ ଦିନରେ ତିଆରି ହେଲା ୧୦୦୦ ବେଡ୍ ବିଶିଷ୍ଟ କୋଭିଡ ହସ୍ପିଟାଲ

କରୋନାକୁ ହରାଇଲେ ୧୦୬ ବର୍ଷୀୟ ବୃଦ୍ଧ

ସୀତାରମଣଙ୍କୁ ‘କଳା ନାଗୁଣୀ’ ସହ ତୁଳନା କଲେ ଟିଏମସି ସାଂସଦ

୨୦୨୧ ପୂର୍ବରୁ ଆସିବନି କରୋନା ଟିକା

ଫେସବୁକକୁ ଟକ୍କର ଦେବା ପାଇଁ ଆସିଲା ସ୍ୱଦେଶୀ ଆପ ଏଲିମେଣ୍ଟ

ଭାରତୀୟ କମ୍ପାନୀରେ ଚୀନ୍ ଟଙ୍କା, ଜାଣନ୍ତୁ କେଉଁଠି କେତେ?

ବାଣ କାରଖାନାରେ ନିଆଁ ଲାଗି ୮ ମୃତ

ଚୌକିରେ ବସି ମାଙ୍କଡ଼ ପିଉଛି କଫି

ଚୀନ-ଭାରତ ତିକ୍ତତାକୁ ବାପ ଘର ସହ ଶ୍ୱଶୁର ଘର ଝଗଡ଼ା କହିଲେ ବିହାରର ବୋହୂ

ନିଜ କଫିନ୍‌ର ଟଙ୍କା ବି ଦେଇ ଯାଇଥିଲେ ସରୋଜ୍‌ ଖାନ୍‌ !