ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ଆଜି ହେଉଛି ପାକିସ୍ତାନ ପ୍ରଧାନମମନ୍ତ୍ରୀ ନୱାଜ ସରିଫଙ୍କ ଜନ୍ମଦିନ। ସେ ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଟ୍ୱିଟ୍‌ରେ ଲେଖିଛନ୍ତି,“ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଜନ୍ମଦିନର ଶୁଭେଚ୍ଛା। ମୁଁ ତାଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରୁଛି।” ୧୯୪୯ ମସିହାରେ ଆଜିର ଦିନରେ ନୱାଜ ସରିଫ ପାକିସ୍ତାନର ଲାହୋରରେ ଜନ୍ମ ହୋଇଥିଲେ। ପ୍ରଧାନମନ୍ତ୍ରୀ ଭାବେ ଏହା ତାଙ୍କର ତୃତୀୟ […]

sharif

sharif

Rakesh Mallick
  • Published: Sunday, 25 December 2016
  • Updated: 25 December 2016, 11:14 AM IST

Sports

Latest News

ନୂଆଦିଲ୍ଲୀ: ଆଜି ହେଉଛି ପାକିସ୍ତାନ ପ୍ରଧାନମମନ୍ତ୍ରୀ ନୱାଜ ସରିଫଙ୍କ ଜନ୍ମଦିନ। ସେ ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ମୋଦି ଟ୍ୱିଟ୍‌ରେ ଲେଖିଛନ୍ତି,“ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଜନ୍ମଦିନର ଶୁଭେଚ୍ଛା। ମୁଁ ତାଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରୁଛି।”

୧୯୪୯ ମସିହାରେ ଆଜିର ଦିନରେ ନୱାଜ ସରିଫ ପାକିସ୍ତାନର ଲାହୋରରେ ଜନ୍ମ ହୋଇଥିଲେ। ପ୍ରଧାନମନ୍ତ୍ରୀ ଭାବେ ଏହା ତାଙ୍କର ତୃତୀୟ ଇନିଂସ। ସେ ପ୍ରଥମେ ୧୯୯୦ ନଭେମ୍ବରରୁ ୧୯୯୩ ଜୁଲାଇ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହୋଇଥିଲେ। ତା’ପରେ ୧୯୯୭ ଫେବୃଆରୀରୁ ୧୯୯୯ ଅକ୍ଟୋବର ପର୍ଯ୍ୟନ୍ତ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦରେ ବସିଥିଲେ। ୨୦୧୩ ଜୁନ୍‌ରୁ ସେ ପ୍ରଧାନମନ୍ତ୍ରୀ ଭାବେ ପୁଣି କାର୍ଯ୍ୟ କରିଆସୁଛନ୍ତି। ସେ ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ସେ ହେଉଛନ୍ତି ପାକିସ୍ତାନ ମୁସ୍‌ଲିମ୍ ଲିଗ୍ (ଏନ୍)ର ମୁଖ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story