'ଭାରତ ବନ୍ଦ'କୁ ସମର୍ଥନ କରିବେ ୧୮ ବିରୋଧୀ ଦଳ!

ନୂଆଦିଲ୍ଲୀ: ନିଜ ଦାବିକୁ ନେଇ ଦିଲ୍ଲୀ ରାଜରାସ୍ତାରେ ବିରୋଧ କରୁଥିବା ଚାଷୀ ସଂଗଠନ ଡିସେମ୍ବର ୮ ତାରିଖରେ ଭାରତ ବନ୍ଦ ଆହ୍ୱାନ ଦେଇଛି। ଏଥିରେ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ ସମେତ ଅନେକ ରାଜ୍ୟର ଚାଷୀ ସାମିଲ୍ ହୋଇଛନ୍ତି। କିଛି ରାଜନୀତିକ ଦଳ ମଧ୍ୟ ଏହି ବନ୍ଦକୁ ସମର୍ଥନ କରିଛନ୍ତି। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମଧ୍ୟ ବନ୍ଦର ସମର୍ଥନ କରିଛି। ତେବେ ବଡ଼ କଥା ହେଉଛି, କଂଗ୍ରେସ ବ୍ୟତୀତ ୧୮ ବିରୋଧୀ ଦଳ […]

bharat-band

bharat-band

Ranjit Kumar Jena
  • Published: Sunday, 06 December 2020
  • Updated: 06 December 2020, 09:05 PM IST

Sports

Latest News

ନୂଆଦିଲ୍ଲୀ: ନିଜ ଦାବିକୁ ନେଇ ଦିଲ୍ଲୀ ରାଜରାସ୍ତାରେ ବିରୋଧ କରୁଥିବା ଚାଷୀ ସଂଗଠନ ଡିସେମ୍ବର ୮ ତାରିଖରେ ଭାରତ ବନ୍ଦ ଆହ୍ୱାନ ଦେଇଛି। ଏଥିରେ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ ସମେତ ଅନେକ ରାଜ୍ୟର ଚାଷୀ ସାମିଲ୍ ହୋଇଛନ୍ତି। କିଛି ରାଜନୀତିକ ଦଳ ମଧ୍ୟ ଏହି ବନ୍ଦକୁ ସମର୍ଥନ କରିଛନ୍ତି। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମଧ୍ୟ ବନ୍ଦର ସମର୍ଥନ କରିଛି। ତେବେ ବଡ଼ କଥା ହେଉଛି, କଂଗ୍ରେସ ବ୍ୟତୀତ ୧୮ ବିରୋଧୀ ଦଳ ଭାରତ ବନ୍ଦକୁ ସମର୍ଥନ କରିବେ ବୋଲି ଜଣାପଡ଼ିଛି।

କଂଗ୍ରେସ ବ୍ୟତୀତ କଶ୍ମୀରରେ ଗଠନ ହୋଇଥିବା ଗୁପକାର ମହାମେଣ୍ଟ, ବାମ ଦଳ, ଆରଏସପି, ଡିଏମକେ, ଆରଜେଡି, ତୃଣମୂଳ କଂଗ୍ରେସ, ଟିଆରଏସ, ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟି (ଆପ୍) ମଧ୍ୟ ଚାଷୀଙ୍କ ସମର୍ଥନରେ ଆଗକୁ ଆସିଛନ୍ତି। ସେହିପରି ଭିସିକେ, ଏମଏମକେ, ଆଇଜେକେ, କେଏନଏମଏନକେ, ଏମଡିଏମକେ, ଆଇୟୁଏମଏଲ୍ ପାର୍ଟିଗୁଡ଼ିକ ମଧ୍ୟ ଚାଷୀଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏ ନେଇ କଂଗ୍ରେସ ମୁଖପାତ୍ର ପବନ ଖେଡା କହିଛନ୍ତି, କଂଗ୍ରେସ ଭାରତ ବନ୍ଦକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ଆମେ ନିଜ ପାର୍ଟି କାର୍ଯ୍ୟାଳୟ ଆଗରେ ପ୍ରଦର୍ଶନ କରିବୁ। ଭାରତ ବନ୍ଦ କିପରି ସଫଳ ହେବ, ତାହା ଆମେ ସୁନିଶ୍ଚିତ କରିବାକୁ ଚାହୁଁଛୁ। ସେହିପରି ତେଲେଙ୍ଗାନାରେ କ୍ଷମତାସୀନ ଟିଆରଏସ୍ ମୁଖ୍ୟମନ୍ତ୍ରୀ କେସିଆର୍ କହିଛନ୍ତି, ପାର୍ଟି ବନ୍ଦକୁ ପୂରା ସମର୍ଥନ କରିବ। ଅନ୍ୟପକ୍ଷରେ ତାମିଲନାଡୁରେ ବିରୋଧୀ ଦଳର ଭୂମିକା ତୁଲାଉଥିବା ଡିଏମକେ ମଧ୍ୟ କହିଛି ଯେ 'ଚାଷୀଙ୍କ ଦାବି ସମ୍ପୂର୍ଣ୍ଣ ନ୍ୟାୟୋଚିତ ଏବଂ ସେମାନଙ୍କ ପ୍ରତି ଆମର ପୂରା ସମର୍ଥନ ରହିଛି।

ବିରୋଧ ଦଳଗୁଡ଼ିକ ବ୍ୟତୀତ କିଛି ସେଲିବ୍ରିଟୀ ମଧ୍ୟ ଚାଷୀଙ୍କ ସମର୍ଥନରେ ଓହ୍ଲାଇଛନ୍ତି। ବଲିଉଡ୍ ଅଭିନେତା ତଥା ପଞ୍ଜାବ ଗାୟକ ଦିଲଜିତ୍ ଦୋସାଞ୍ଜଙ୍କ ସମେତ ନିର୍ଦ୍ଦେଶକ ହଂସଲ ମେହଟ୍ଟା, ଅଭିନେତା ରିତେଶ ଦେଶମୁଖ ଚାଷୀଙ୍କୁ ସମର୍ଥନ କରିଛନ୍ତି। ଏହାବ୍ୟତୀତ ଅଭିନେତା ସୋନୁ ସୁଦ୍, ପଞ୍ଜାବୀ ସିଙ୍ଗର୍ ସୁଖବୀର, ଗୁରଦାସ ମାନ୍, ଏମସି ୱାର୍କ ମଧ୍ୟ ସମର୍ଥନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story