ପୋମ୍ପିଓଙ୍କ କାବୁଲ ଗସ୍ତ ପୂର୍ବରୁ ରକେଟ୍ ମାଡ଼, ଅନେକଙ୍କ ମୃତ୍ୟୁ ଆଶଙ୍କା

କାବୁଲ୍: ଆଫଗାନିସ୍ତାନର ରାଜଧାନୀ କାବୁଲରେ ରକେଟ୍ ମାଡ଼ ହୋଇଛି। ରକେଟ୍ ମାଡ଼ ପରେ ଦୁଇଟି ବୋମା ବିସ୍ପୋରଣ ମଧ୍ୟ ହୋଇଛି। ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ରକେଟ୍ ମାଡ଼ ହୋଇଥିବା ସ୍ଥାନକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। କାରଣ ଯେଉଁ ସ୍ଥାନରେ ରକେଟ୍ ମାଡ଼ ହୋଇଛି ସେହି ସ୍ଥାନରେ ଅନେକ ଦେଶର ଦୂତାବାସ ଏବଂ ଅନ୍ତର୍ଜାତୀୟ କମ୍ପାନୀ ରହିଛି। ଅନ୍ୟପଟେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିଓ ମଧ୍ୟ କାବୁଲ ଆସିବାର […]

kabul attack

kabul attack

Subhransu Sekhar
  • Published: Saturday, 21 November 2020
  • Updated: 21 November 2020, 12:23 PM IST

Sports

Latest News

କାବୁଲ୍: ଆଫଗାନିସ୍ତାନର ରାଜଧାନୀ କାବୁଲରେ ରକେଟ୍ ମାଡ଼ ହୋଇଛି। ରକେଟ୍ ମାଡ଼ ପରେ ଦୁଇଟି ବୋମା ବିସ୍ପୋରଣ ମଧ୍ୟ ହୋଇଛି। ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ରକେଟ୍ ମାଡ଼ ହୋଇଥିବା ସ୍ଥାନକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। କାରଣ ଯେଉଁ ସ୍ଥାନରେ ରକେଟ୍ ମାଡ଼ ହୋଇଛି ସେହି ସ୍ଥାନରେ ଅନେକ ଦେଶର ଦୂତାବାସ ଏବଂ ଅନ୍ତର୍ଜାତୀୟ କମ୍ପାନୀ ରହିଛି।

ଅନ୍ୟପଟେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିଓ ମଧ୍ୟ କାବୁଲ ଆସିବାର ରହିଛି। ଏହି ସମୟରେ ପୋମ୍ପିଓ ତାଲିବାନ୍ ଏବଂ ଆଫଗାନିସ୍ତାନ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆଫଗାନିସ୍ତାନରୁ ଆମେରିକା ମଧ୍ୟ ନିଜର ସେନା ପ୍ରତ୍ୟାହାର କରିବାକୁ ପ୍ରସ୍ତୁତ ରହିଛି। ଏଭଳି ସ୍ଥିତିରେ କାବୁଲରେ ରକେଟ୍ ମାଡ଼କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ପରୋକ୍ଷରେ ଆମେରିକାକୁ ଏକ ପ୍ରକାର ଚେତାବନୀ ବୋଲି ମଧ୍ୟ କୁହାଯାଉଛି।

ସେପ୍ଟେମ୍ୱରରେ ତାଲିବାନ ଏବଂ ଆଫଗାନ ସରକାର ମଧ୍ୟରେ ଶାନ୍ତି ଚୁକ୍ତି ପାଇଁ ବାର୍ତ୍ତା ହୋଇଥିଲା। ହେଲେ ଏହାପରେ ଆଲୋଚନାରେ ସେତେଟା ଅଗ୍ରଗତି ଦେଖାଯାଇନି।

କାବୁଲ ପ୍ରଶାସନ କହିଛି, ତାଲିବାନ ମୁହଁରେ ଶାନ୍ତି ବାବଦରେ କଥା ହେଉଛି ହେଲେ ଆକ୍ରମଣ ପଛରେ ସେ ହିଁ ଦାୟୀ। ତେବେ କାବୁଲ ପୁଲିସ ଆକ୍ରମଣକାରୀ ବାବଦରେ କୌଣସି ମତ ରଖିନି। ସେହିପରି କୌଣସି ଆତଙ୍କୀ ସଂଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story