ଟିଆରପି ସ୍କାମ, ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ମୁମ୍ୱାଇ: ଟିଆରପି ସ୍କାମ୍ ମାମଲାରେ ମଙ୍ଗଳବାର ଦୁଇଟି ବଡ଼ ଅଗ୍ରଗତି ହୋଇଛି। ଗୋଟିଏ ହେଉଛି ଇଡି ହାଂସା ରିସର୍ଚ୍ଚ ଗ୍ରୁପର ଜେନେରାଲ ମ୍ୟାନେଜରଙ୍କୁ ସମନ୍ କରିଛି। ଆଉ ଗୋଟିଏ କ୍ରାଇମବ୍ରାଞ୍ଚ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଟିଆରପି ମାମଲାରେ ଟଙ୍କା ନେଣଦେଣର ଅଭିଯୋଗ ରହିଛି ତେଣୁ ଇଡି ଏକ ଇସିଆଇଆର ଦାଖଲ କରି ତଦନ୍ତ କରୁଛି। ତେଣୁ ବାର୍କର ସହଯୋଗୀ କମ୍ପାନୀ ହାଂସା ରିସର୍ଚ୍ଚର ମ୍ୟାନେଜର ନୀତୀନ ଦେଓକରଙ୍କୁ ସମନ କରିଛି। ଦେଓକର ହେଉଛନ୍ତି ମୂଳ ଅଭିଯୋଗକାରୀ। […]

trp

trp

Subhransu Sekhar
  • Published: Tuesday, 24 November 2020
  • Updated: 24 November 2020, 08:25 PM IST

Sports

Latest News

ମୁମ୍ୱାଇ: ଟିଆରପି ସ୍କାମ୍ ମାମଲାରେ ମଙ୍ଗଳବାର ଦୁଇଟି ବଡ଼ ଅଗ୍ରଗତି ହୋଇଛି। ଗୋଟିଏ ହେଉଛି ଇଡି ହାଂସା ରିସର୍ଚ୍ଚ ଗ୍ରୁପର ଜେନେରାଲ ମ୍ୟାନେଜରଙ୍କୁ ସମନ୍ କରିଛି। ଆଉ ଗୋଟିଏ କ୍ରାଇମବ୍ରାଞ୍ଚ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି।

ଟିଆରପି ମାମଲାରେ ଟଙ୍କା ନେଣଦେଣର ଅଭିଯୋଗ ରହିଛି ତେଣୁ ଇଡି ଏକ ଇସିଆଇଆର ଦାଖଲ କରି ତଦନ୍ତ କରୁଛି। ତେଣୁ ବାର୍କର ସହଯୋଗୀ କମ୍ପାନୀ ହାଂସା ରିସର୍ଚ୍ଚର ମ୍ୟାନେଜର ନୀତୀନ ଦେଓକରଙ୍କୁ ସମନ କରିଛି। ଦେଓକର ହେଉଛନ୍ତି ମୂଳ ଅଭିଯୋଗକାରୀ। ଯିଏକି କମ୍ପାନୀର ପୂର୍ବତନ କର୍ମଚାରୀ ବିଶାଲ ଭଣ୍ଡାରୀ ଟିଆରପି ସ୍କାମରେ ସାମିଲ୍ ଥିବା ନେଇ ଅଭିଯୋଗ କରିଥିଲେ। ଇଡି ସୁନୀଲଙ୍କ ବୟାନ ରେକର୍ଡ କରିବା କମ୍ପାନୀର ଅନ୍ୟ ଅଧିକାରୀଙ୍କୁ ସମନ୍ କରିବ ବୋଲି ଜଣାପଡ଼ିଛି। ମୁମ୍ୱାଇ ପୁଲିସ ପାଖରୁ ମଧ୍ୟ ଅନେକ ତଥ୍ୟ ନେଇଥିବା ସୂଚନା ରହିଛି।

ଅନ୍ୟପଟେ କ୍ରାଇମବ୍ରାଞ୍ଚ ଟିଆରପି ସ୍କାମ ମାମଲାରେ କୋର୍ଟରେ ତାର୍ଜସିଟ୍ ଦାଖଲ କରିଛି। ଏହି ମାମଲାରେ ପୁଲିସ ମୋଟ୍ 12 ଜଣଙ୍କୁ ଗିରଫ କରିଛି। ଯେଉଁଥିରେ ରିପବ୍ଲିକ୍ ଟିଭିର ବରିଷ୍ଠ ଅଧିକାରୀ ଘନଶ୍ୟାମ ଦିଲୀପ କୁମାର ସିଂହ ମଧ୍ୟ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story