୭୩ କୋଟି ଟଙ୍କାର ପାଣି ଚୋରି!

ମୁମ୍ୱାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇ ଖରାଦିନେ ପାଣି ସମସ୍ୟା ଦେଇ ଗତିକରେ। ଏବେ ସେହି ରାଜ୍ୟରେ ଭୂତଳ ଜଳ ଚୋରି ଅଭିଯୋଗ ଆସିଛି। ତାହା ପୁଣି ୭୩ କୋଟି ଟଙ୍କାର। ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ୧୧ ବର୍ଷ ତଳର ଏହି ଚୋରି ଘଟଣାରେ ମୁମ୍ୱାଇର ଆଜାଦ ମୈଇଦାନ ପୁଲିସ ଏବେ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ୬ ଜଣ ହେଲେ କାଲବାଦେବୀ ସ୍ଥିତ ବୋମନଜି ମାଷ୍ଟର ଲେନରେ ତିଆରି […]

WELL

WELL

Subhransu Sekhar
  • Published: Thursday, 17 October 2019
  • Updated: 17 October 2019, 02:21 PM IST

Sports

Latest News

ମୁମ୍ୱାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇ ଖରାଦିନେ ପାଣି ସମସ୍ୟା ଦେଇ ଗତିକରେ। ଏବେ ସେହି ରାଜ୍ୟରେ ଭୂତଳ ଜଳ ଚୋରି ଅଭିଯୋଗ ଆସିଛି। ତାହା ପୁଣି ୭୩ କୋଟି ଟଙ୍କାର। ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ୧୧ ବର୍ଷ ତଳର ଏହି ଚୋରି ଘଟଣାରେ ମୁମ୍ୱାଇର ଆଜାଦ ମୈଇଦାନ ପୁଲିସ ଏବେ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଏହି ୬ ଜଣ ହେଲେ କାଲବାଦେବୀ ସ୍ଥିତ ବୋମନଜି ମାଷ୍ଟର ଲେନରେ ତିଆରି ହୋଇଥିବା ପାଣ୍ଡ୍ୟା ମାନ୍‌ସନ୍‌ର ମାଲିକ ତ୍ରିପୁରା ପ୍ରସାଦ ନାନାଲାଲ ପାଣ୍ଡ୍ୟା ଏବଂ ଅନ୍ୟ ଦୁଇ ନିର୍ଦ୍ଦେଶକ ପ୍ରକାଶ ପାଣ୍ଡ୍ୟା, ମନୋଜ ପାଣ୍ଡ୍ୟା ଏବଂ ତିନି ଜଣ ପାଣି ଟ୍ୟାଙ୍କର ପରିଚାଳକ। ଏହି ୬ ଜଣ ବ୍ୟକ୍ତି ବେଆଇନ ଭାବରେ ଦୁଇଟି କୂଅ ଖୋଳି ପାଣି ବିକ୍ରି କରୁଥିଲେ ବୋଲି ଅଭିଯୋଗ ରହିଛି।

ଏଫଆଇଆର ଅନୁଯାୟୀ ଏମାନେ କୂଅରୁ ପାଣି ପମ୍ପ ସାହାଯ୍ୟରେ ୬.୧ ଲକ୍ଷ ଟ୍ୟାଙ୍କର ପାଣି ବାହାର କରି ବିକ୍ରି କରିଛନ୍ତି। ଏକ ଟ୍ୟାଙ୍କର ପିଛା ୧୦ ହଜାର ଲିଟର ହିସାବ ରହିଛି। ଦୀର୍ଘ ୧୧ ବର୍ଷରେ ପ୍ରତି ଟ୍ୟାଙ୍କର ପାଣିକୁ ୧୨୦୦ ଟଙ୍କାରେ ବିକ୍ରି କରିଛନ୍ତି ବୋଲି ଜଣାପଡ଼ିଛି। ପୂର୍ବରୁ ଏନଜିଟି ମଧ୍ୟ ଏହି ଦୁଇଟି ବେଆଇନ କୂଅକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା।

୨୦୧୮ରେ ମାଡ୍ରାସ ହାଇକୋର୍ଟ ରାଜ୍ୟରେ ଦେଖାଦେଇଥିବା ପାଣି ସଙ୍କଟକୁ ନେଇ ଏକ ଶୁଣାଣି କରିଥିଲେ। ଯେଉଁଥିରେ କୁହାଯାଇଥିଲା ବେଆଇନ ଭାବରେ ଭୂତଳ ଜଳ ଚୋରି କଲେ ଆଇପିସିର ଧାରା ଅନୁଯାୟୀ ଦଣ୍ଡିତ କରାଯିବ। ପୂର୍ବରୁ ସପ୍ଲାଇ ପାଣି ଚୋରି ଅଭିଯୋଗ ରହିଥିଲା। ହେଲେ ଏବେ ପ୍ରଥମ ଥର ପାଇଁ ଭୂତଳ ଜଳ ପାଣି ଚୋରି ଅଭିଯୋଗ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story