ଚିନ୍ତା ବଢ଼ାଉଛି ଏହି ରହସ୍ୟମୟ ରୋଗ, ୨୦୦ରୁ ଅଧିକ ରୋଗୀ ଆକ୍ରାନ୍ତ

ଅମରାବତୀ: ଆନ୍ଧ୍ର ପ୍ରଦେଶର ଏଲୁରୁ ସହରରେ ଏକ ରହସ୍ୟମୟ ରୋଗ ସାମ୍ନାକୁ ଆସିଛି। ଏହି ରହସ୍ୟମୟ ରୋଗ କାରଣରୁ ଲଗାତର ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ରାତିରୁ ଆଜି ପର୍ଯ୍ୟନ୍ତ ହସ୍ପିଟାଲରେ ଭର୍ତ୍ତି ଓ ଡିସଚାର୍ଜ ରୋଗୀଙ୍କ ସଂଖ୍ୟା ୨୦୦ ଟପିଛି। ଏଲୁରୁସ୍ଥିତ ସରକାରୀ ହସ୍ପିଟାଲର ସୁପରିଟେନଣ୍ଡେଣ୍ଟ ଡାକ୍ତର ଏହି ସୂଚନା ଦେଇଛନ୍ତି। ତେବେ ବଡ଼ କଥା ହେଉଛି ଏହି ରୋଗର କାରଣ କ’ଣ ଡାକ୍ତର ଖୋଜି ବାହାର କରିପାରୁନାହାନ୍ତି। ଶନିବାର ଏଲୁରୁ ସହରରେ ମୁଣ୍ଡ […]

ap

ap

Ranjit Kumar Jena
  • Published: Sunday, 06 December 2020
  • Updated: 06 December 2020, 09:51 PM IST

Sports

Latest News

ଅମରାବତୀ: ଆନ୍ଧ୍ର ପ୍ରଦେଶର ଏଲୁରୁ ସହରରେ ଏକ ରହସ୍ୟମୟ ରୋଗ ସାମ୍ନାକୁ ଆସିଛି। ଏହି ରହସ୍ୟମୟ ରୋଗ କାରଣରୁ ଲଗାତର ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ରାତିରୁ ଆଜି ପର୍ଯ୍ୟନ୍ତ ହସ୍ପିଟାଲରେ ଭର୍ତ୍ତି ଓ ଡିସଚାର୍ଜ ରୋଗୀଙ୍କ ସଂଖ୍ୟା ୨୦୦ ଟପିଛି। ଏଲୁରୁସ୍ଥିତ ସରକାରୀ ହସ୍ପିଟାଲର ସୁପରିଟେନଣ୍ଡେଣ୍ଟ ଡାକ୍ତର ଏହି ସୂଚନା ଦେଇଛନ୍ତି।

ତେବେ ବଡ଼ କଥା ହେଉଛି ଏହି ରୋଗର କାରଣ କ'ଣ ଡାକ୍ତର ଖୋଜି ବାହାର କରିପାରୁନାହାନ୍ତି। ଶନିବାର ଏଲୁରୁ ସହରରେ ମୁଣ୍ଡ ବୁଲାଇବା ଓ ବାନ୍ତି ଲାଗିବା ଲକ୍ଷଣ ପରେ ପିଲାଙ୍କ ସମେତ ମୋଟ ୧୮ଜଣ ଲୋକେ ହଠାତ୍ ଅଚେତ୍ ହୋଇପଡ଼ିଥିଲେ। ତେବେ ଅସୁସ୍ଥ ହେବାର କିଛି ମିନିଟ୍ ପରେ ସମସ୍ତେ ସ୍ୱାଭାବିକ ହୋଇଥିଲେ। ତେବେ ଏହି ରହସ୍ୟମୟ ରୋଗ ଖବର ବ୍ୟାପିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story