ଭୟଙ୍କର ଅଜଣା ବିଷାକ୍ତ ଗ୍ୟାସ୍‌ ଲିକ୍‌ରେ ୧୪ ଜଣଙ୍କ ଜୀବନ ଗଲା

କାରାଚି: ପାକିସ୍ତାନର କେମାରି ଅଞ୍ଚଳରେ ଅଜଣା ଗ୍ୟାସ୍‌ ଲିକ୍‌ ଆତଙ୍କ ଖେଳାଇ ଦେଇଛି। ଏହି ଭୟଙ୍କର ଗ୍ୟାସ୍‌ ଲିକ୍‌ରେ ଏଯାଏ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଲୋକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରବିବାର ରାତିରୁ ହିଁ ସମଗ୍ର ଅଞ୍ଚଳରେ ବିଷାକ୍ତ ଗ୍ୟାସ୍ ବ୍ୟାପୁ ଥିଲେ ହେଁ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିଲା। ଫଳରେ ଆଜି ଏଭଳି ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଅଞ୍ଚଳର ଲୋକମାନେ ଅଭିଯୋଗ କରିଛନ୍ତି। […]

eb

eb

Hemant Lenka
  • Published: Tuesday, 18 February 2020
  • Updated: 18 February 2020, 08:53 PM IST

Sports

Latest News

କାରାଚି: ପାକିସ୍ତାନର କେମାରି ଅଞ୍ଚଳରେ ଅଜଣା ଗ୍ୟାସ୍‌ ଲିକ୍‌ ଆତଙ୍କ ଖେଳାଇ ଦେଇଛି। ଏହି ଭୟଙ୍କର ଗ୍ୟାସ୍‌ ଲିକ୍‌ରେ ଏଯାଏ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଲୋକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ରବିବାର ରାତିରୁ ହିଁ ସମଗ୍ର ଅଞ୍ଚଳରେ ବିଷାକ୍ତ ଗ୍ୟାସ୍ ବ୍ୟାପୁ ଥିଲେ ହେଁ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିଲା। ଫଳରେ ଆଜି ଏଭଳି ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଅଞ୍ଚଳର ଲୋକମାନେ ଅଭିଯୋଗ କରିଛନ୍ତି।

କରାଚି କମିଶନର ଇଫତିକାର ଶାଲୱାନି କହିଛନ୍ତି, “ବିଷାକ୍ତ ଗ୍ୟାସ୍‌ ଲିକ୍‌ରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୩୦୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି। କେଉଁ ଗ୍ୟାସ୍‌ ଲିକ ହୋଇଛି, ତା’ର ତଦନ୍ତ କରାଯାଉଛି। ହେଲେ ଏଯାଏ ଏହା ଜଣାପଡ଼ିନାହିଁ।

କେମାରି କ୍ୟାମ୍ପସ ହସ୍ପିଟାଲରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଖୁଟିୟାନି ହସ୍ପିଟାଲରେ ୨ ଜଣ, ସିଭିଲ ହସ୍ପିଟାଲ କରାଚିରେ ୨ ଜଣ ଓ ବୁରହାନି ହସ୍ପିଟାଲରେ ଜଣଙ୍କ ଜୀବନ ଯାଇଛି।

୩୦୦ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ୨୫୦ ଜଣଙ୍କୁ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ୩୦୦ ଜଣଙ୍କ ମଧ୍ୟରୁ ୧୫୦ରୁ ଅଧିକ ଲୋକ ଆଇସିୟୁରେ ଅଛନ୍ତି। ଏହି ବିଷାକ୍ତ ଗ୍ୟାସ ଯୋଗୁ ଲୋକମାନେ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଆଖିରେ ପ୍ରବଳ ଯନ୍ତ୍ରଣା ହେବା ସହ ପୋଡ଼ିଗଲା ଭଳି ଅନୁଭବ ହେଉଥିବା ଲୋକମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story