ନଜୀବ ଜଙ୍ଗଙ୍କୁ ଭେଟିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ନଜୀବ ଜଙ୍ଗ ଦିଲ୍ଲୀ ଉପରାଜ୍ୟପାଳ ପଦରୁ ହଠାତ ଇସ୍ତଫା ଦେଇ ଦେବା ପରେ ଆଜି ସକାଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ ରାଜଭବନ ଯାଇ ତାଙ୍କ ସହ ଆଲୋଚନା କରିଛନ୍ତି। ଗତକାଲି ଜଙ୍ଗ ଇସ୍ତଫା ଦେଇଥିଲେ। ଏହି ସମୟରେ କ୍ରେଜିୱାଲ୍‌ ରାଞ୍ଚିରେ ନୋଟବନ୍ଦୀ ପ୍ରତିବାଦରେ ଜନସଭା ସମ୍ବୋଧିତ କରୁଥିଲେ। ଜଙ୍ଗଙ୍କ ଇସ୍ତଫା ଖବର ଶୁଣିବା ପରେ କ୍ରେଜିୱାଲ ସଙ୍ଗେ ସଙ୍ଗେ ତାଙ୍କ ସହିତ କଥା ହେବା ସହ ତାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଶୁଭକାମନା ଦେଇଥିଲେ। ବର୍ତ୍ତମାନ […]

najeeb

najeeb

Rakesh Mallick
  • Published: Friday, 23 December 2016
  • Updated: 23 December 2016, 12:00 PM IST

Sports

Latest News

ନୂଆଦିଲ୍ଲୀ: ନଜୀବ ଜଙ୍ଗ ଦିଲ୍ଲୀ ଉପରାଜ୍ୟପାଳ ପଦରୁ ହଠାତ ଇସ୍ତଫା ଦେଇ ଦେବା ପରେ ଆଜି ସକାଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ ରାଜଭବନ ଯାଇ ତାଙ୍କ ସହ ଆଲୋଚନା କରିଛନ୍ତି। ଗତକାଲି ଜଙ୍ଗ ଇସ୍ତଫା ଦେଇଥିଲେ। ଏହି ସମୟରେ କ୍ରେଜିୱାଲ୍‌ ରାଞ୍ଚିରେ ନୋଟବନ୍ଦୀ ପ୍ରତିବାଦରେ ଜନସଭା ସମ୍ବୋଧିତ କରୁଥିଲେ। ଜଙ୍ଗଙ୍କ ଇସ୍ତଫା ଖବର ଶୁଣିବା ପରେ କ୍ରେଜିୱାଲ ସଙ୍ଗେ ସଙ୍ଗେ ତାଙ୍କ ସହିତ କଥା ହେବା ସହ ତାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଶୁଭକାମନା ଦେଇଥିଲେ।

ବର୍ତ୍ତମାନ ଦିଲ୍ଲୀ ଉପରାଜ୍ୟପାଳ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ୧୯୬୯ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଅନୀଲ ବୋଜେଲଙ୍କୁ ଦିଲ୍ଲୀର ପରବର୍ତ୍ତୀ ଉପ ରାଜ୍ୟପାଳ କରାଯିବା ନେଇ ଚର୍ଚ୍ଚା ହେଉଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବାର ୨ ବର୍ଷ ମଧ୍ୟରେ ଜଙ୍ଗ ଓ କ୍ରେଜିୱାଲଙ୍କ ମଧ୍ୟରେ ସଂପର୍କ ଭଲ ନ ଥିଲା। ଦ୍ୱିତୀୟ ଥର କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଜଙ୍ଗ୍ ଆମଆଦମୀ ପାର୍ଟି ଓ କ୍ରେଜିୱାଲଙ୍କ ଟାର୍ଗେଟରେ ରହିଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story