ମହନ୍ତଙ୍କ ମୃତ୍ୟୁର ଖୋଲୁଛି ଗୁମର, ସୁଇସାଇଡାଲ ନୋଟ୍‌ରେ ଭଣ୍ଡ ଶିଷ୍ୟର କାରନାମା

ପ୍ରୟାଗରାଜ: ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁର ଖୋଲୁଛି ଗୁମର। ମୃତ୍ୟୁ ପୂର୍ବରୁ ଲେଖା ଯାଇଥିବା ସୁଇସାଇଡାଲ ନୋଟ୍‌ରୁ ଆସିଛି ସାଂଘାତିକ୍‌ ତଥ୍ୟ। ମହନ୍ତ ନରେନ୍ଦ୍ର ଗିରିଙ୍କୁ ତାଙ୍କ ଶିଷ୍ୟ ତଥା ମୁଖ୍ୟ ଅଭିଯୁକ୍ତ ଆନନ୍ଦ ଗିରି  ବ୍ଲାକ ମେଲିଂ ପାଇଁ ଧମକ ଦେଇଥିବା ଚିଠିରେ ଉଲ୍ଲେଖ ରହିଛି। ଯେଉଁଥିପାଇଁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି। ତାଙ୍କ ଫଟୋକୁ ମହିଳାଙ୍କ ସହ ଯୋଡ଼ି ବଦନାମ କରିବା ଏବଂ ଏହି ଫଟୋକୁ ଭାଇରାଲ କରିବା ପାଇଁ ଆନନ୍ଦ ଧମକ ଦେଇଥିଲେ […]

79011

79011

Tapas Behera
  • Published: Tuesday, 21 September 2021
  • Updated: 21 September 2021, 07:23 PM IST

Sports

Latest News

ପ୍ରୟାଗରାଜ: ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁର ଖୋଲୁଛି ଗୁମର। ମୃତ୍ୟୁ ପୂର୍ବରୁ ଲେଖା ଯାଇଥିବା ସୁଇସାଇଡାଲ ନୋଟ୍‌ରୁ ଆସିଛି ସାଂଘାତିକ୍‌ ତଥ୍ୟ। ମହନ୍ତ ନରେନ୍ଦ୍ର ଗିରିଙ୍କୁ ତାଙ୍କ ଶିଷ୍ୟ ତଥା ମୁଖ୍ୟ ଅଭିଯୁକ୍ତ ଆନନ୍ଦ ଗିରି  ବ୍ଲାକ ମେଲିଂ ପାଇଁ ଧମକ ଦେଇଥିବା ଚିଠିରେ ଉଲ୍ଲେଖ ରହିଛି। ଯେଉଁଥିପାଇଁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି। ତାଙ୍କ ଫଟୋକୁ ମହିଳାଙ୍କ ସହ ଯୋଡ଼ି ବଦନାମ କରିବା ଏବଂ ଏହି ଫଟୋକୁ ଭାଇରାଲ କରିବା ପାଇଁ ଆନନ୍ଦ ଧମକ ଦେଇଥିଲେ ବୋଲି ଚିଠିରେ ଉଲ୍ଲେଖ ରହିଛି। ଅଖିଳ ପରିଷଦ ଆଖଡ଼ା ପରିଷଦ ଲେଟର ପ୍ୟାଡ୍‌ରେ ଏହି ତଥ୍ୟ ଉଲ୍ଲେଖ ଥିବା ଏକ ଚିଠିକୁ ପୁଲିସ ଜବତ କରିଛି। ସେଥିରେ ନରେନ୍ଦ୍ର ଆହୁରି ଲେଖିଛନ୍ତି ଯେ, ଥରେ ଆତ୍ମସମ୍ମାନ ଚାଲିଗଲେ ମତେ କେତେ ସ୍ପଷ୍ଠୀକରଣ ଦେବାକୁ ପଡ଼ିଥାନ୍ତା।

ଏ ପ୍ରକାର ଧମକ ମତେ ଖୁବ୍ ବାଧିଥିଲା। ତେଣୁ ସେପ୍ଟେମ୍ବର ୧୩ରେ ଜୀବନ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲି। ହେଲେ ସାହସ ଜୁଟାଇ ପାରି ନଥିଲି ବୋଲି ସେଥିରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ ଯେ,  ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆଖଡା ପରିଷଦର ସଭାପତି ନରେନ୍ଦ୍ର ଗିରିଙ୍କର ଗତକାଲି ଝୁଲନ୍ତା ଅବସ୍ଥାରେ ମୃତ ଦେହ ମିଳିଥିଲା।  ମହନ୍ତ ନରେନ୍ଦ୍ର ଗିରିଙ୍କୁ ଶେଷଥର ପାଇଁ ସୋମବାର ମଧ୍ୟାହ୍ନ ଭୋଜନ ସମୟରେ ଦେଖିବାକୁ ମିଳିଥିଲା। ତାଙ୍କ ଅନୁଗାମୀମାନେ ସନ୍ଧ୍ୟା ବେଳେ ତାଙ୍କ ରୁମର କବାଟ ବାଡ଼େଇ ଥିଲେ ମଧ୍ୟ ସେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନଥିଲେ। ଶେଷରେ ସେମାନେ କବଟା ଭାଙ୍ଗିଥିଲେ। ଏହି ସମୟରେ ରୁମ ମଧ୍ୟରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ତାଙ୍କ ରୁମରୁ ଗୋଟିଏ ସୁଇସାଇଟ ନୋଟ ମିଳିଛି।

ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ତାଙ୍କ ଶିଷ୍ୟ  ଆନନ୍ଦ ଗିରିଙ୍କ ସମେତ ୪ ଜଣଙ୍କୁ ପୁଲିସ ଗିରଫ କରିଛି। ଆନନ୍ଦ ଗିରିଙ୍କୁ ପଚରାଉଚରା ପାଇଁ ହରିଦ୍ୱାର ଯାଇଥିଲା ଉତ୍ତରପ୍ରଦେଶ ପୁଲିସ | ପଚରାଉଚୁରା ପରେ ତାଙ୍କୁ ଗିରଫ କରାଯାଇ ପ୍ରୟାଗରାଜ ଅଣାଯାଉଥିବାର ଜଣାପଡିଛି । ସେହିପରି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ଏହି ୪ ଜଣଙ୍କ ବ୍ୟତୀତ ଆଉ ୪ ଜଣଙ୍କର ଲାଇ ଡିଟେକ୍ଟର ଟେଷ୍ଟ କରାଯାଇପାରେ | ବର୍ତ୍ତମାନ ପୁଲିସ ସିସିଟିଭି ଫୁଟେଜ ସହ ସୁସାଇଡ ନୋଟକୁ ମଧ୍ୟ ଯାଞ୍ଚ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story