ନେପାଳ ଓ ମାଲେସିଆରେ ଭୂକଂପ; ୧୧ ପର୍ବତାରୋହୀ ଆହତ

କାଠମାଣ୍ଡୁ/କୁଆଲାଲାମ୍ପୁର: ନେପାଳ ଓ ମାଲେସିଆରେ ଶୁକ୍ରବାର ଅନୁଭୁତ ହୋଇଛି ଭୂକଂପ। ନେପାଳ ଅପେକ୍ଷା ମାଲେସିଆରେ ଭୂକଂପର ଝଟକା ଅଧିକ ଥିଲା। ଏଥିଯୋଗୁ ମାଲେସିଆରେ ଥିବା ଦକ୍ଷିଣ-ପୂର୍ବ ଏସିଆର ସବୁଠୁ ଉଚ୍ଚ ଗିରିଶୃଙ୍ଗରେ୧୧ ଜଣ ପର୍ବତାରୋହୀ ଆହତ ହୋଇଥିବା ବେଳେ ୧୩୭ ଜଣ ପାହାଡ଼ରେ ଫସି ରହିଥିବା ଜଣାପଡ଼ିଛି। ମାଲେସିଆର ସାବାହ ରାଜ୍ୟରେ ଅନୁଭୁତ ହୋଇଥିବା ଏହି ଭୂକଂପର ତୀବ୍ରତା ରିକ୍ଟର ସ୍କେଲରେ ୫.୯ ରହିଥିଲା। ପ୍ରାୟ ୩୦ ସେକେଣ୍ଡ ଧରି ଏଠାରେ ଭୂକଂପ ଝଟକା ଅନୁଭୁତ ହୋଇଥିଲା। […]

mount

mount

Rakesh Mallick
  • Published: Friday, 05 June 2015
  • Updated: 04 May 2017, 03:45 PM IST

Sports

Latest News

କାଠମାଣ୍ଡୁ/କୁଆଲାଲାମ୍ପୁର: ନେପାଳ ଓ ମାଲେସିଆରେ ଶୁକ୍ରବାର ଅନୁଭୁତ ହୋଇଛି ଭୂକଂପ। ନେପାଳ ଅପେକ୍ଷା ମାଲେସିଆରେ ଭୂକଂପର ଝଟକା ଅଧିକ ଥିଲା। ଏଥିଯୋଗୁ ମାଲେସିଆରେ ଥିବା ଦକ୍ଷିଣ-ପୂର୍ବ ଏସିଆର ସବୁଠୁ ଉଚ୍ଚ ଗିରିଶୃଙ୍ଗରେ୧୧ ଜଣ ପର୍ବତାରୋହୀ ଆହତ ହୋଇଥିବା ବେଳେ ୧୩୭ ଜଣ ପାହାଡ଼ରେ ଫସି ରହିଥିବା ଜଣାପଡ଼ିଛି।

ମାଲେସିଆର ସାବାହ ରାଜ୍ୟରେ ଅନୁଭୁତ ହୋଇଥିବା ଏହି ଭୂକଂପର ତୀବ୍ରତା ରିକ୍ଟର ସ୍କେଲରେ ୫.୯ ରହିଥିଲା। ପ୍ରାୟ ୩୦ ସେକେଣ୍ଡ ଧରି ଏଠାରେ ଭୂକଂପ ଝଟକା ଅନୁଭୁତ ହୋଇଥିଲା। ଏଥିଯୋଗୁ ଅନେକ ଦୋକାନା କାଚ ଓ ପାଇପ ଲାଇନ ଗୁଡ଼ିକ ଭାଙ୍ଗି ଯାଇଛି।

ସେହିପରି ନେପାଳରେ ଅପରାହ୍ନ ଦୁଇଟାରେ ଭୂକଂପ ଝଟକା ଅନୁଭୁତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪ ରହିଥିଲା। ଏହା ପୂର୍ବରୁ ସକାଳ ପ୍ରାୟ ୧୦ଟା ବେଳେ ମଧ୍ୟ ଏଠାରେ ଭୂକଂପ ଝଟକା ଲାଗିଥିଲା। ଆଉ ଏହାର ତୀବ୍ରତା ୪.୧ ରହିଥିଲା। ଏହାର କେନ୍ଦ୍ର ସ୍ଥଳ ଥିଲା ତିବ୍ଦତ ସୀମା ନିକଟସ୍ଥ ସିନ୍ଧୁପାଳଚୌକ। ଗତ ଏପ୍ରିଲ ୨୫ ତାରିଖରେ ହୋଇଥିବା ବଡ଼ ଧରଣର ଭୂକଂପ ପରେ ନେପାଳରେ ଏଯାବତ ୩୦୦ରୁ ଅଧିକ ଭୂକଂପ ଝଟକା ଅନୁଭୁତ ହୋଇସାରିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story