ନେପାଳ ଭୂକଂପ: ମୃତକଙ୍କ ସଂଖ୍ୟା ୭,୫୦୦ ଟପିଲା

କାଠମାଣ୍ଡୁ: ଗତ ଏପ୍ରିଲ ୨୫ ତାରିଖରେ ନେପାଳରେ ହୋଇଥିବା ଭୟାବହ ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୭,୫୫୭ରେ ପହଞ୍ଚିଛି। ମଙ୍ଗଳବାର ନେପାଳର ଗୃହ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସବୁଠୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ସିନ୍ଧୁପାଲଚୌକ ଜିଲ୍ଲାରେ। ଏଠାରେ ଏଯାବତ ୨,୯୧୧ଟି ମୃତଦେହ ମିଳିସାରିଛି। କାଠମାଣ୍ଡୁରେ ୧,୨୦୨ ଜଣଙ୍କ ପ୍ରାଣହାନୀ ଘଟିଛି। ସେହିପରି ନୂୱାକୋତରେ ୯୦୪ ଜଣ ଲୋକଙ୍କ ପ୍ରାଣହାନୀ ଘଟିଛି। ଗୃହ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ଭୂକଂପରେ ମୋଟ ୧୦,୭୧୮ଟି […]

buildings

buildings

Rakesh Mallick
  • Published: Tuesday, 05 May 2015
  • Updated: 04 May 2017, 03:45 PM IST

Sports

Latest News

କାଠମାଣ୍ଡୁ: ଗତ ଏପ୍ରିଲ ୨୫ ତାରିଖରେ ନେପାଳରେ ହୋଇଥିବା ଭୟାବହ ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୭,୫୫୭ରେ ପହଞ୍ଚିଛି। ମଙ୍ଗଳବାର ନେପାଳର ଗୃହ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସବୁଠୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ସିନ୍ଧୁପାଲଚୌକ ଜିଲ୍ଲାରେ। ଏଠାରେ ଏଯାବତ ୨,୯୧୧ଟି ମୃତଦେହ ମିଳିସାରିଛି। କାଠମାଣ୍ଡୁରେ ୧,୨୦୨ ଜଣଙ୍କ ପ୍ରାଣହାନୀ ଘଟିଛି। ସେହିପରି ନୂୱାକୋତରେ ୯୦୪ ଜଣ ଲୋକଙ୍କ ପ୍ରାଣହାନୀ ଘଟିଛି।

ଗୃହ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ଭୂକଂପରେ ମୋଟ ୧୦,୭୧୮ଟି କୋଠା ଭାଙ୍ଗିଛି। ୧୪,୭୪୧ଟି ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି।

ଗତକାଲିଠାରୁ ନେପାଳରେ ଉଦ୍ଧାର କାର୍ଯ୍ୟକୁ ବନ୍ଦ ରଖାଯାଇଛି। ଧ୍ୱଂସାବଶେଷ ତଳେ ଆଉ କେହି ଜୀବିତ ଥିବାର କୌଣସି ସମ୍ଭାବନା ନାହିଁ ବୋଲି କହି ନେପାଳ ସରକାର ଉଦ୍ଧାର କାର୍ଯ୍ୟକୁ ବନ୍ଦ କରି ଦେଇଥିଲେ। ଏବେ ଥଇଥାନ ଓ ପୁନଃନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏହା ସହିତ ନେପାଳରେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ୩୪ଟି ଦେଶର ଯବାନଙ୍କୁ ସ୍ୱଦେଶ ଫେରିଯିବାକୁ କହିଥିଲେ। ଥଇଥାନ ଓ ପୁନଃନିର୍ମାଣ କାର୍ଯ୍ୟ ପାଇଁ ଭାରତର ସହଯୋଗ ଲୋଡ଼ିଛନ୍ତି ନେପାଳ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story