ନେପାଳ ଭୂକମ୍ପ ପୀଡିତଙ୍କୁ ବିଗ୍ ବି ଦେଲେ ୧୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ବିଗ୍ ବି ଅମିତାଭ ବଚ୍ଚନ ନେପାଳ ଭୂକମ୍ପ ପୀଡିତଙ୍କ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଫାଣ୍ଡିକୁ୧୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରରେ ଅମିତାଭ ବଚ୍ଚନକୁ ଧନ୍ୟବାଦ ଦେଇଛନ୍ତି। ରିଲିଫ୍ ଓ ଭୂକମ୍ପ ପୀଡିତଙ୍କୁ ସହାୟତା କରିବାରେ  ଭାରତ ପ୍ରଶଂସା ପାଇଛି । ଏପ୍ରିଲ ୨୫ ତାରିଖରେ ନେପାଳରେ ହୋଇଥିବା ଭୟାବହ ଭୂକମ୍ପରେ ପ୍ରାୟ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ।

big-b

big-b

Rakesh Mallick
  • Published: Sunday, 24 May 2015
  • Updated: 24 May 2015, 12:39 PM IST

Sports

Latest News

ନୂଆଦିଲ୍ଲୀ: ବିଗ୍ ବି ଅମିତାଭ ବଚ୍ଚନ ନେପାଳ ଭୂକମ୍ପ ପୀଡିତଙ୍କ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଫାଣ୍ଡିକୁ୧୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରରେ ଅମିତାଭ ବଚ୍ଚନକୁ ଧନ୍ୟବାଦ ଦେଇଛନ୍ତି। ରିଲିଫ୍ ଓ ଭୂକମ୍ପ ପୀଡିତଙ୍କୁ ସହାୟତା କରିବାରେ  ଭାରତ ପ୍ରଶଂସା ପାଇଛି । ଏପ୍ରିଲ ୨୫ ତାରିଖରେ ନେପାଳରେ ହୋଇଥିବା ଭୟାବହ ଭୂକମ୍ପରେ ପ୍ରାୟ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos