ନେପାଳ: ଭୂସ୍ଖଳନ ଯୋଗୁଁ କାଲୀ ଗଣ୍ଡକୀ ନଦୀର ଗତିପଥ ଅବରୋଧ,ବନ୍ୟା ଆଶଙ୍କା

କାଠମାଣ୍ଡୁ: ନେପାଳ ରାଜଧାନୀ କାଠମାଣ୍ଡୁ ଠାରୁ ପ୍ରାୟ ୧୪୦ କିଲୋମିଟର ପଶ୍ଚିମମାଞ୍ଚଳରେ ଥିବା ରାମଚି ଗାଁରେ ଶନିବାର ରାତିରେ ଭୂସ୍ଖଳନ ହେବାରୁ କାଲୀ ଗଣ୍ଡକୀ ନଦୀର ଗତିପଥ ଅବରୋଧ ହୋଇଯାଇଛି। ଫଳରେ ନେପାଳ ଓ ଭାରତରେ ବନ୍ୟା ଆସିବାର ଆଶଙ୍କା କରାଯାଉଛି । ନେପାଳ ପ୍ରଶାସନ ଏଥିପାଇଁ ମାୟାଗଦୀ ଜିଲ୍ଲାରେ ରାମଚି ଗାଁର ଏକ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହା ସହିତ ବନ୍ୟା ସମ୍ଭାବନା ରହିଥିବା ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ […]

nepal

nepal

Rakesh Mallick
  • Published: Sunday, 24 May 2015
  • Updated: 04 May 2017, 03:45 PM IST

Sports

Latest News

କାଠମାଣ୍ଡୁ: ନେପାଳ ରାଜଧାନୀ କାଠମାଣ୍ଡୁ ଠାରୁ ପ୍ରାୟ ୧୪୦ କିଲୋମିଟର ପଶ୍ଚିମମାଞ୍ଚଳରେ ଥିବା ରାମଚି ଗାଁରେ ଶନିବାର ରାତିରେ ଭୂସ୍ଖଳନ ହେବାରୁ କାଲୀ ଗଣ୍ଡକୀ ନଦୀର ଗତିପଥ ଅବରୋଧ ହୋଇଯାଇଛି। ଫଳରେ ନେପାଳ ଓ ଭାରତରେ ବନ୍ୟା ଆସିବାର ଆଶଙ୍କା କରାଯାଉଛି । ନେପାଳ ପ୍ରଶାସନ ଏଥିପାଇଁ ମାୟାଗଦୀ ଜିଲ୍ଲାରେ ରାମଚି ଗାଁର ଏକ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହା ସହିତ ବନ୍ୟା ସମ୍ଭାବନା ରହିଥିବା ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ନେପାଳ ସରକାର ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିଭଳି ଏହି ନଦୀ ଗତିପଥ ଅବରୋଧ ହୋଇଥିବାରୁ  ଭାରତରେ ବି ବନ୍ୟା ଆଶଙ୍କା ଦେଖାଦେଇଛି । କାରଣ ଏହି ନଦୀ ଭାରତର ସୀମା ଦେଇ ପ୍ରବାହିତ ହେଉଛି। ଭାରତରେ ଏହି ନଦୀକୁ ଗଣ୍ଡକ ନଦୀ  ବୋଲି କୁହାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story