ନେସଲେ କମ୍ପାନୀ ବଜାରରୁ ହଟାଇଲା ମ୍ୟାଗି

ନୂଆଦିଲ୍ଲୀ: ବିବାଦ ପରେ ଭାରତୀୟ ବଜାରରୁ ମ୍ୟାଗି ନୁଡୁଲ୍ସକୁ ପ୍ରତ୍ୟାହାର କରିନେଲା କମ୍ପାନି। ମ୍ୟାଗି ନୁଡୁଲ୍ସର ଉତ୍ପାଦନକାରୀ କମ୍ପାନୀ ନେସଲେ ଇଣ୍ଡିଆ ପକ୍ଷରୁ ଆଜି ଏନେଇ ଘୋଷଣା କରାଯାଇଛି। ଏକ ପ୍ରେସ୍ ରିଲିଜରେ କମ୍ପାନି ପକ୍ଷରୁ କୁହାଯାଇଛି ଯେ ମ୍ୟାଗି ବାବାଦରେ ଖାଉଟିଙ୍କ ଭିତରେ ଦେଖାଦେଇଥିବା ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି। ମାତ୍ରାଧିକ ସୀସା ସାଙ୍ଗକୁ ଖାଦ୍ୟ ଅନୁପଯୋଗୀ ମିଶ୍ରଣ ଥିବାରୁ ଗତ କିଛି ଦିନ ହେଲା ମ୍ୟାଗିକୁ ନେଇ ସାରା ଦେଶରେ ହଇଚଇ […]

nestel

nestel

Rakesh Mallick
  • Published: Friday, 05 June 2015
  • Updated: 06 June 2015, 01:19 AM IST

Sports

Latest News

ନୂଆଦିଲ୍ଲୀ: ବିବାଦ ପରେ ଭାରତୀୟ ବଜାରରୁ ମ୍ୟାଗି ନୁଡୁଲ୍ସକୁ ପ୍ରତ୍ୟାହାର କରିନେଲା କମ୍ପାନି। ମ୍ୟାଗି ନୁଡୁଲ୍ସର ଉତ୍ପାଦନକାରୀ କମ୍ପାନୀ ନେସଲେ ଇଣ୍ଡିଆ ପକ୍ଷରୁ ଆଜି ଏନେଇ ଘୋଷଣା କରାଯାଇଛି। ଏକ ପ୍ରେସ୍ ରିଲିଜରେ କମ୍ପାନି ପକ୍ଷରୁ କୁହାଯାଇଛି ଯେ ମ୍ୟାଗି ବାବାଦରେ ଖାଉଟିଙ୍କ ଭିତରେ ଦେଖାଦେଇଥିବା ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି। ମାତ୍ରାଧିକ ସୀସା ସାଙ୍ଗକୁ ଖାଦ୍ୟ ଅନୁପଯୋଗୀ ମିଶ୍ରଣ ଥିବାରୁ ଗତ କିଛି ଦିନ ହେଲା ମ୍ୟାଗିକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଏପରିକି ଏହା ଭିତରେ କେରଳ, ଦିଲ୍ଲୀ, ଉତ୍ତରାଖଣ୍ଡ, ଗୁଜୁରାଟ୍ ଓ ତାମିଲନାଡୁ ଭଳି ରାଜ୍ୟ ସରକାର ନିଜ ନିଜ ରାଜ୍ୟରେ ମ୍ୟାଗି ବିକ୍ରି ଉପରେ କଟକଣା ଲଗାଇଛନ୍ତି। ସେହିପରି ଭାରତୀୟ ସେନା ଦ୍ୱାରା ପରିଚାଳିତ ସମସ୍ତ କ୍ୟାଣ୍ଟିନ ଗୁଡ଼ିକରେ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମ୍ୟାଗି ବିକ୍ରି ବ୍ୟାନ୍ କରାଯାଇଛି। ଓଡ଼ିଶା ସରକାର ମଧ୍ୟ ୧୪ଟି ଜିଲ୍ଲାରୁ ୨୫ଟି ମ୍ୟାଗି ସାମ୍ପଲ ସଂଗ୍ରହ କରି ପୁନେସ୍ଥିତ ସେଣ୍ଟ୍ରାଲ୍ ଫୁଡ୍ ଲାବୋରେଟୋରୀକୁ ପଠାଇଛନ୍ତି। ଅପରପକ୍ଷେ ବିବାଦ ପରେ ୧୫ ଦିନ ଭିତରେ ଭାରତୀୟ ବଜାରରୁ ମ୍ୟାଗିର ସମସ୍ତ ଷ୍ଟକ୍ ଫେରାଇନେବାକୁ ଗତକାଲି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ନିର୍ଦ୍ଦେଶର ଦିନକ ପରେ ନେସଲେ ଇଣ୍ଡିଆ ପକ୍ଷରୁ ମ୍ୟାଗି ନୁଡୁଲ୍ସକୁ ଭାରତୀୟ ବଜାରରୁ ପ୍ରତ୍ୟାହାର କରି ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story