୩୪୯ ଟଙ୍କା ରିଚାର୍ଜ କଲେ ମିଳିବ ୧୦୦ % କ୍ୟାସବ୍ୟାକ୍‌

ନୂଆଦିଲ୍ଲୀ: ଜିଓକୁ ଟକ୍କର ଦେବାକୁ ଏୟାରଟେଲ ଓ ଭୋଡ଼ାଫୋନ୍ ବାରମ୍ୱାର ନୂଆ ପ୍ଲାନ୍ ଲଞ୍ଚ କରିବାରେ ଲାଗିଛନ୍ତି। ଏହି କ୍ରମରେ ଏୟାରଟେଲ୍ ଫେଷ୍ଟିଭ୍‌ ସିଜିନ୍‌ରେ ୧୦୦ ପ୍ରତିଶତ କ୍ୟାସବ୍ୟାକ୍‌ ଅଫର୍ ଲଞ୍ଚ କରିଛନ୍ତି। ଏହି ଅଫର୍ ୩୪୯ ଟଙ୍କା ପ୍ଲାନ ଉପରେ ଭାଲିଡ୍‌ ହେବ। ଏହି ଅଫରର ସମୟସୀମା ଖୁବ୍‌ କମ୍ ରହିଛି । ଏହାପୂର୍ବରୁ ଏପରି ଏକ ଅଫର୍ ଜିଓ ମଧ୍ୟ ଲଞ୍ଚ୍‌ କରିଥିଲା। ଯାହା ୩୯୯ ଟଙ୍କାର ପ୍ଲାନ୍‌ ପାଇଁ ଥିଲା। ପ୍ରିପେଡ୍‌ ଗ୍ରାହକଙ୍କ […]

airtel

airtel

Rakesh Mallick
  • Published: Friday, 27 October 2017
  • Updated: 27 October 2017, 02:03 PM IST

ନୂଆଦିଲ୍ଲୀ: ଜିଓକୁ ଟକ୍କର ଦେବାକୁ ଏୟାରଟେଲ ଓ ଭୋଡ଼ାଫୋନ୍ ବାରମ୍ୱାର ନୂଆ ପ୍ଲାନ୍ ଲଞ୍ଚ କରିବାରେ ଲାଗିଛନ୍ତି। ଏହି କ୍ରମରେ ଏୟାରଟେଲ୍ ଫେଷ୍ଟିଭ୍‌ ସିଜିନ୍‌ରେ ୧୦୦ ପ୍ରତିଶତ କ୍ୟାସବ୍ୟାକ୍‌ ଅଫର୍ ଲଞ୍ଚ କରିଛନ୍ତି। ଏହି ଅଫର୍ ୩୪୯ ଟଙ୍କା ପ୍ଲାନ ଉପରେ ଭାଲିଡ୍‌ ହେବ। ଏହି ଅଫରର ସମୟସୀମା ଖୁବ୍‌ କମ୍ ରହିଛି । ଏହାପୂର୍ବରୁ ଏପରି ଏକ ଅଫର୍ ଜିଓ ମଧ୍ୟ ଲଞ୍ଚ୍‌ କରିଥିଲା। ଯାହା ୩୯୯ ଟଙ୍କାର ପ୍ଲାନ୍‌ ପାଇଁ ଥିଲା।

ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ଏହା ହୋଇଛି। ଗୋଟିଏ ଥରରେ ଏହି କ୍ୟାସବ୍ୟାକ ମିଳି ନଥାଏ। ପ୍ରଥମେ ଆପଣ ୩୪୯ ଟଙ୍କା ଦେଇ ରିଚାର୍ଜ କରିବେ। ଏହାପରେ କ୍ୟାସବ୍ୟାକ୍‌ରେ ୩୪୯ ଟଙ୍କା ଫେରାଇ ଦିଆଯିବ। ଏହା ୭ଟି ଇନ୍‌ଷ୍ଟାଲମେଣ୍ଟରେ ମିଳିବ। ଆଉ ଏଥିପାଇଁ ୭ ମାସ ମଧ୍ୟ ସମୟ ମିଳିବ। ଏହି ଅଫର୍ ପାଇଁ ଉପଭୋକ୍ତାଙ୍କୁ ଏୟାର ଟେଲ୍‌ ଆପ୍‌ ବ୍ୟବହାର କରି ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କରେ ରିଚାର୍ଜ କରିବାକୁ ପଡ଼ିବ।

ପ୍ରଥମ ମାସରେ ଗ୍ରାହକଙ୍କୁ କୌଣସି ରିଫଣ୍ଡ୍‌ ମିଳିବ ନାହିଁ। ଦ୍ୱିତୀୟ ମାସ ଠାରୁ ଅର୍ଥ ଫେରି ପାଇବେ। ଗୋଟିଏ ଥରରେ ମାତ୍ର ୫୦ ଟଙ୍କା କ୍ୟାସବ୍ୟାକ୍‌ ହେବ। ୭ ମାସରେ ଆପଣଙ୍କୁ ୩୪୯ ଟଙ୍କାର ସଂପୂର୍ଣ୍ଣ କ୍ୟାସବ୍ୟାକ୍‌ ମିଳିବ। ଏହି ଅଫର୍ ଏୟାରଟେଲ୍‌ର ‘ମାଇଁ ଆପ୍‌’ରେ ଉପଲବ୍ଧ ହୋଇଛି।

ଏୟାରଟେଲ୍‌ର ଏହି ପ୍ଲାନ୍ ଅନୁସାରେ ଉପଭୋକ୍ତାଙ୍କୁ ୨୮ ଦିନ ପର୍ଯ୍ୟନ୍ତ ପ୍ରତି ଦିନ 1GB 4G ଡାଟା ମିଳିବ। ଏହା ବ୍ୟତୀତ କୌଣସି ବି ନେଟ୍‌ୱାର୍କରେ ଲୋକାଲ ଓ ଏସ୍‌ଟିଡିର ଅନ୍‌ଲିମିଟେଡ୍‌ ଭଏସ୍‌ କଲିଙ୍ଗ୍‌ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story