ଆତ୍ମହତ୍ୟାର ଧମକ ଦେଲା ପଳାତକ ନିରବ ମୋଦି

ଲଣ୍ଡନ: ପଳତାକ ଘୋଷିତ ହୀରା ବ୍ୟବସାୟୀ ନିରବ ମୋଦି ଲଣ୍ଡନ କୋର୍ଟରେ ନିଜର ସଞ୍ଜମତା ହରାଇଛି। ତାକୁ ଯଦି ଭାରତକୁ ପ୍ରତ୍ୟାର୍ପଣ କରାଯିବ ତା’ହେଲେ ସେ ଆତ୍ମହତ୍ୟା କରିବ ବୋଲି ଲଣ୍ଡନର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟରେ କହିଛି। ନିରବ ମୋଦିର ଜାମିନ ଆବେଦନ ୫ମ ଥର ପାଇଁ ଏହି କୋର୍ଟ ଖାରଜ କରିଦେବା ପରେ ଏଭଳି କହିଛି। ଜେଲରେ ସେ ଦୁଇ ଥର ମାଡ଼ ଖାଇଥିବା ନେଇ ମଧ୍ୟ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟର ମୁଖ୍ୟ ବିଚାରପତି ଏମ୍ମା […]

nirav

nirav

Subhransu Sekhar
  • Published: Thursday, 07 November 2019
  • Updated: 07 November 2019, 02:13 PM IST

Sports

Latest News

ଲଣ୍ଡନ: ପଳତାକ ଘୋଷିତ ହୀରା ବ୍ୟବସାୟୀ ନିରବ ମୋଦି ଲଣ୍ଡନ କୋର୍ଟରେ ନିଜର ସଞ୍ଜମତା ହରାଇଛି। ତାକୁ ଯଦି ଭାରତକୁ ପ୍ରତ୍ୟାର୍ପଣ କରାଯିବ ତା'ହେଲେ ସେ ଆତ୍ମହତ୍ୟା କରିବ ବୋଲି ଲଣ୍ଡନର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟରେ କହିଛି। ନିରବ ମୋଦିର ଜାମିନ ଆବେଦନ ୫ମ ଥର ପାଇଁ ଏହି କୋର୍ଟ ଖାରଜ କରିଦେବା ପରେ ଏଭଳି କହିଛି। ଜେଲରେ ସେ ଦୁଇ ଥର ମାଡ଼ ଖାଇଥିବା ନେଇ ମଧ୍ୟ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟର ମୁଖ୍ୟ ବିଚାରପତି ଏମ୍ମା ଅର୍ବୁଥନାଟଙ୍କ ଆଗରେ ତାଙ୍କ ଓକିଲ ହୁଗୋ କିଥ୍ କହିଛନ୍ତି। ଥରେ ଏପ୍ରିଲରେ, ଦ୍ୱିତୀୟ ଥର ଗତ ମଙ୍ଗଳବାର ନିରବ ମାଡ଼ ଖାଇଥିବା ନେଇ ହୁଗୋ କିଥ୍ କହିଛନ୍ତି। ଜେଲ ଅଧିକାରୀ କିନ୍ତୁ ଏ ବାବଦରେ କୌଣସି ପଦକ୍ଷେପ ନେଉନଥିବା ସେ ଅଭିଯୋଗ କରିଛନ୍ତି।

୪୮ ବର୍ଷୀୟ ବ୍ୟବସାୟୀ ନିରବ ମୋଦି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୧୩ ହଜାର ୫୦୦ କୋଟି ଟଙ୍କା ଠକେଇ କରି ଲଣ୍ଡନ ପଳାଇଛି। ରୂପ ବଦଳାଇ ଲୁଚିଥିବା ବେଳେ ଲଣ୍ଡନ ପୁଲିସ ତା'କୁ ଗିରଫ କରିଥିଲା। ନିରବ ଗିରଫ ହେବା ପରେ ଭାରତ ସରକାର ସ୍ୱଦେଶ ଆଣିବାକୁ ଉଦ୍ୟମ କରୁଛନ୍ତି। ଏଥିପାଇଁ ଲଣ୍ଡନ ସରକାରଙ୍କ ପାଖରେ ଭାରତ ସରକାର ଆବେଦନ କରିଛନ୍ତି। ଭାରତର ସରକାରଙ୍କ ଏହି ପ୍ରତ୍ୟାର୍ପଣ ଆବେଦନକୁ ଦୃଷ୍ଟିରେ ରଖି ଲଣ୍ଡନ କୋର୍ଟ ନିରବ ଭାରତ ଗଲେ କେଉଁ ଜେଲ୍‌ରେ ରହିବ, ସେକଥା ଭାରତ ସରକାରଙ୍କୁ ମଧ୍ୟ ପଚାରିଥିଲେ। ଏହାର ଉତ୍ତରରେ ଭାରତ ସରକାର କହିଥିଲେ, “ନିରବ ଭାରତ ଫେରିଲେ ତାଙ୍କୁ ଅର୍ଥର ରୋଡ୍‌ରେ ଥିବା ଜେଲ୍‌ର ବାରାକ ନଂ ୧୨ରେ ରଖାଯିବ। ଏହି ବାରାକରେ ୩ ଜଣରୁ ଅଧିକ କଏଦୀ ରହିବେ ନାହିଁ।ତେବେ ନିରବ ମୋଦି ଭାରତକୁ ପ୍ରତ୍ୟାର୍ପଣ ହେବ କି ନାହିଁ ସେ ବାବଦରେ ଆସନ୍ତା ବର୍ଷ ମେ୧୧ ପରେ ଜଣାପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story