ନାଗପୁରରେ ଗଡ଼କରୀ: ସମାଧାନ ହେବ ବିଜେପି-ଶିବସେନା ବିବାଦ!

ନୂଆଦିଲ୍ଲୀ/ମୁମ୍ୱାଇ: ଆସନ୍ତାକାଲି ଶେଷ ହେଉଛି ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ। ଏହା ପୂର୍ବରୁ ବିଜେପି-ଶିବସେନା ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଆରମ୍ଭ ହୋଇଛି ସମସ୍ତ ପ୍ରସ୍ତୁତି। କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଏବେ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ କରି ନାଗପୁର ଆସିଛନ୍ତି। ସେ ଆରଏସଏଏସ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ସହ ଗଡ଼କରୀଙ୍କ ଭଲ ସମ୍ପର୍କ ରହିଥିବାରୁ ଏବେ ଦୁଇ ଦଳର ସମାଧାନ ପାଇଁ ଗଡ଼କରୀ ହିଁ […]

Nitin-gadkari

Nitin-gadkari

Subhransu Sekhar
  • Published: Thursday, 07 November 2019
  • Updated: 07 November 2019, 12:20 PM IST

Sports

Latest News

ନୂଆଦିଲ୍ଲୀ/ମୁମ୍ୱାଇ: ଆସନ୍ତାକାଲି ଶେଷ ହେଉଛି ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ। ଏହା ପୂର୍ବରୁ ବିଜେପି-ଶିବସେନା ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଆରମ୍ଭ ହୋଇଛି ସମସ୍ତ ପ୍ରସ୍ତୁତି। କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଏବେ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ କରି ନାଗପୁର ଆସିଛନ୍ତି। ସେ ଆରଏସଏଏସ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ସହ ଗଡ଼କରୀଙ୍କ ଭଲ ସମ୍ପର୍କ ରହିଥିବାରୁ ଏବେ ଦୁଇ ଦଳର ସମାଧାନ ପାଇଁ ଗଡ଼କରୀ ହିଁ ଏକମାତ୍ର ବିକଳ୍ପ ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଶିବସେନାର ଅନେକ ଦାବିକୁ ଖାରଜ କରିଥିବାରୁ ଶିବସେନା ଏ ନେଇ ଅସନ୍ତୋଷ ପ୍ରକାଶ କରିସାରିଛି। ଅନ୍ୟପଟେ ଗଡ଼କରୀ ନାଗପୁର ସାଂସଦ ସହିତ ମହାରାଷ୍ଟ୍ର ପୂର୍ବତନ ମନ୍ତ୍ରୀ। ରାଜ୍ୟର ଜଣେ ବରିଷ୍ଠ ନେତା ଭାବେ ଶିବସେନା ମଧ୍ୟ ଅନେକ ପ୍ରସଙ୍ଗରେ ଗଡ଼କରୀଙ୍କ କଥାକୁ ସମ୍ମାନ ଦେଇଥାଏ। ତେଣୁ ସମାଧାନ ପାଇଁ ଗଡ଼କରୀ ହିଁ ଏକମାତ୍ର ଭରସା ବୋଲି ଆରଏସଏଏସ ବିଚାର କରିଛି ବୋଲି ଜଣାପଡ଼ିଛି।

ଗତ ସପ୍ତାହରେ ମଧ୍ୟ ଶିବସେନା ନେତା ତଥା ଗଡ଼କରୀଙ୍କ ନିକଟତମ ବ୍ୟକ୍ତି କିଶୋ ତିଓ୍ୱାରୀ ମଧ୍ୟ ଦୁଇ ଦଳର ସମାଧାନ ପାଇଁ ଆରଏସଏଏସକୁ ଚିଠି ଲେଖିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ମଧ୍ୟ ଆରଏସଏସ ପ୍ରମୁଖଙ୍କୁ ସାକ୍ଷାତ କରିଥିଲେ।

ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ବିଜେପି ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ଜିତିଛନ୍ତି। ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ୱର ୧୪୫ ରହିଛି। କଂଗ୍ରେସ ଓ ଏନସିପି ମିଶି ୯୮ ଆସନ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story