‘ଟିକା ନେବାର ଦୁଇ ମାସ ପର୍ଯ୍ୟନ୍ତ ମଦ ଛୁଇଁବା ଠିକ୍ ନୁହେଁ’

ମୋସ୍କୋ: ଋଷିଆ, ବ୍ରିଟେନରେ କରୋନା ଟିକାକରଣ ଆରମ୍ଭ ହୋଇଯାଇଛି। ନୂଆବର୍ଷରେ ଭାରତ ସମେତ ଅନେକ ଦେଶ ଟିକା ପାଇବ ବୋଲି କୁହାଯାଉଛି। ଋଷିଆରେ ସ୍ପୁଟନିକ୍ ଭି ଟୀକାକରଣ ଆରମ୍ଭ ହୋଇଛି। ଏହାରି ଭିତରେ ଋଷିଆ ସରକାରା ଟିକା ନେଉଥିବା ବ୍ୟକ୍ତିଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି। ଯାହାକୁ ନେଇ ଋଷିଆବାସୀ ନିରାଶ ହୋଇଯାଇଛନ୍ତି। ମୋସ୍କୋ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଋଷିଆ ସରକାରର ମନ୍ତ୍ରୀ ରୋପୋଟ୍ରେବନାଦଜୋର ଆନ୍ନା ପୋପୋଭା ରେଡିଓ କମସୋମୋଲସ୍କାୟାକୁ ସାକ୍ଷାତକାରରେ କହିଛନ୍ତି ଯେ ମଦ ପିଇଲେ […]

alcohol

alcohol

Subhransu Sekhar
  • Published: Thursday, 10 December 2020
  • Updated: 10 December 2020, 10:16 AM IST

ମୋସ୍କୋ: ଋଷିଆ, ବ୍ରିଟେନରେ କରୋନା ଟିକାକରଣ ଆରମ୍ଭ ହୋଇଯାଇଛି। ନୂଆବର୍ଷରେ ଭାରତ ସମେତ ଅନେକ ଦେଶ ଟିକା ପାଇବ ବୋଲି କୁହାଯାଉଛି। ଋଷିଆରେ ସ୍ପୁଟନିକ୍ ଭି ଟୀକାକରଣ ଆରମ୍ଭ ହୋଇଛି। ଏହାରି ଭିତରେ ଋଷିଆ ସରକାରା ଟିକା ନେଉଥିବା ବ୍ୟକ୍ତିଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି। ଯାହାକୁ ନେଇ ଋଷିଆବାସୀ ନିରାଶ ହୋଇଯାଇଛନ୍ତି।

ମୋସ୍କୋ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଋଷିଆ ସରକାରର ମନ୍ତ୍ରୀ ରୋପୋଟ୍ରେବନାଦଜୋର ଆନ୍ନା ପୋପୋଭା ରେଡିଓ କମସୋମୋଲସ୍କାୟାକୁ ସାକ୍ଷାତକାରରେ କହିଛନ୍ତି ଯେ ମଦ ପିଇଲେ ଶରୀର ଉପରେ ଚାପ ପଡ଼ିବ। ଯଦି ଆମେ ସୁସ୍ଥ ରହିବାକୁ ଚାହୁଁଛୁ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ହେଲେ ମଦ ପିଇବା ଠିକ୍ ନୁହେଁ। ଏହାକୁ ନେଇ ଋଷିଆ ନିରାଶ କାରଣ ଏହି ଦେଶର ପ୍ରତ୍ୟେକ ନାଗରିକ ପ୍ରାୟତଃ ମଦ ପିଇବାରେ ରୁଚି ରଖନ୍ତି। ଏକ ତଥ୍ୟ ଅନୁଯାୟୀ, ବିଶ୍ୱରେ ୧୪ ପ୍ରତିଶତ ମଦ କେବଳ ଋଷିଆ ଲୋକ ପିଇଥାନ୍ତି।

ଋଷିଆର ଉପପ୍ରଧାନମନ୍ତ୍ରୀ ତାତିଆନା ଗୋଲିକୋଭାଙ୍କ ମଧ୍ୟ କହିଛନ୍ତି ଯେ ସ୍ପୁଟନିକ୍ ଭି କରୋନା ଭାଇରସ୍ ଟିକା ପ୍ରଭାବଶାଳୀ ହେବା ପାଇଁ ଋଷିଆବାସୀଙ୍କୁ ସତର୍କ ରହିବାକୁ ହେବ। ଏଥିପାଇଁ ଅତିକମରେ ୪୨ ଦିନ ସତର୍କତା ଅବଲମ୍ବନ କରିବାକୁ ପଡିବ। ଏଥିସହ ଋଷିଆର ଲୋକଙ୍କୁ ଜନଗହଳି ପୂର୍ଣ୍ଣ ସ୍ଥାନକୁ ନଯିବା, ମୁହଁରେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ସାମାଜିକ ଦୂରତା ଅବଲମ୍ୱନ କରିବା ଏବଂ ମଦ୍ୟପାନରୁ ଦୂରେଇ ରହିବାକୁ ସେ କହିଛନ୍ତି।

ସୂଚନାଯୋଗ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ଋଷିଆରେ ମୁଣ୍ଡପିଛା ମଦ୍ୟପାନରେ ଚତୁର୍ଥ। ଏଠାରେ ହାରାହାରି ବର୍ଷକୁ ୧୫.୧   ଲକ୍ଷ ଲିଟର ମଦ ବିକ୍ରି ହୁଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story