SBI ଆଣିଲା ଏମିତି ସୁବିଧା: ଘରେ ବସି କରିପାରିବେ ଏସବୁ କାମ

ନୂଆଦିଲ୍ଲୀ: ଦୂର ହେବ ଏଟିଏମ୍ ଟେନ୍‌ସନ୍‌। ଏଣିକି ହଜିଗଲେ କି ନଷ୍ଟ ହୋଇଗଲେ ଆଉ ଚିନ୍ତା ନାହିଁ। କାରଣ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏସ୍‌ବିଆଇ ଆପଣଙ୍କ ପାଇଁ ଏମିତି ଏଟିଏମ କାର୍ଡ଼ ଆଣିଛି ଯାହାକୁ ଆପଣ ନିଜ ଅନୁଯାୟୀ ନିୟନ୍ତ୍ରଣ କରିପାରିବେ। ସବୁକିଛି ଆପଣ ଘରେ ବସି କରିପାରିବେ। ବ୍ୟାଙ୍କ ତା’ର ଆକାଉଣ୍ଟଧାରୀଙ୍କୁ ଏହି ଏଟିଏମ୍ କାର୍ଡ ଦେଉଛି। ଆସନ୍ତୁ ଜାଣିବା କ’ଣ ଏହି ନୂଆ ଏଟିଏମ୍ କାର୍ଡର ବିଶେଷତ୍ତ୍ୱ। ଏସବିଆଇ ଏହି ସୁବିଧା ନିଜର […]

SBI IMAGE

SBI IMAGE

Rakesh Mallick
• Published: Tuesday, 20 March 2018
• Updated: 20 March 2018, 07:15 PM IST

Sports

Latest News

ନୂଆଦିଲ୍ଲୀ: ଦୂର ହେବ ଏଟିଏମ୍ ଟେନ୍‌ସନ୍‌। ଏଣିକି ହଜିଗଲେ କି ନଷ୍ଟ ହୋଇଗଲେ ଆଉ ଚିନ୍ତା ନାହିଁ। କାରଣ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏସ୍‌ବିଆଇ ଆପଣଙ୍କ ପାଇଁ ଏମିତି ଏଟିଏମ କାର୍ଡ଼ ଆଣିଛି ଯାହାକୁ ଆପଣ ନିଜ ଅନୁଯାୟୀ ନିୟନ୍ତ୍ରଣ କରିପାରିବେ। ସବୁକିଛି ଆପଣ ଘରେ ବସି କରିପାରିବେ। ବ୍ୟାଙ୍କ ତା’ର ଆକାଉଣ୍ଟଧାରୀଙ୍କୁ ଏହି ଏଟିଏମ୍ କାର୍ଡ ଦେଉଛି। ଆସନ୍ତୁ ଜାଣିବା କ’ଣ ଏହି ନୂଆ ଏଟିଏମ୍ କାର୍ଡର ବିଶେଷତ୍ତ୍ୱ। ଏସବିଆଇ ଏହି ସୁବିଧା ନିଜର ଏକ ଆପ୍ ‘SBI quick’ ଜରିଆରେ ଦେବ। ଏହି ଆପରେ ଏଟିଏମ୍ କାର୍ଡ଼ କଣ୍ଟ୍ରୋଲ କରିବାର ବିଶେଷ ଫିଚର ଦିଆଯାଇଛି। ଏହି ଆପ୍‌ରେ ଆପଣ ନିଜ ଏଟିଏମ୍ କାର୍ଡ ବ୍ଲକ,  ଅନ୍,  ଅଫ୍, ଏଟିଏମ୍ ପିନ୍ ଜେନେରେଟ୍ କରିବାର ସୁବିଧା ପାଇବେ । ଏହି ଆଇଡି ଜରିଆରେ ଆପଣ ନିଜ କାର୍ଡର ସୁରକ୍ଷା ଘରେ ବସି ବସି ନିଜ ସ୍ମାର୍ଟ ଫୋନ ଜରିଆରେ କରିପାରିବେ। କିନ୍ତୁ ଏହି ଆପ୍‌ଟି ସେଇ ମୋବାଇଲ ନମ୍ବରରେ ଡାଉନଲୋଡ କରିବାକୁ ହେବ ଯାହା ବ୍ୟାଙ୍କରେ ପଞ୍ଜିକରଣ ହୋଇଥିବ।

ଏହା କେମିତି କରେ କାମ

୧) ଏହି ଆପ ଆରମ୍ଭ କରିବା ପାଇଁ ପ୍ରଥମେ ଆପଣଙ୍କୁ ପଞ୍ଜିକରଣ କରିବାକୁ ହେବ। ଏଥିପାଇଁ ଆପଣଙ୍କୁ ରେଜିଷ୍ଟ୍ରେସନ ଫିଚରକୁ ଯାଇ ଯେଉଁ ନମ୍ବରରେ ଆପ ଡାଉନଲୋଡ କରିଛନ୍ତି ସେଇ ନମ୍ବରଟି ଉଲ୍ଲେଖ କରିବାକୁ ପଡିବ।

୨) ଯଦି ଆପଣଙ୍କ କାର୍ଡ ବ୍ଲକ୍ ହେଇଯାଇଛି ଓ ଆପଣ ଏହାକୁ ବ୍ଲକ୍‌ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଆପର ଏଟିଏମ୍ ବା ଡେବିଟ୍ କାର୍ଡ଼ ଫିଚରକୁ ଯାଇ ଏଟିଏମ୍ କାର୍ଡ ବ୍ଲକିଂ ବିକଳ୍ପକୁ କ୍ଲିକ୍ କରିବାକୁ ହେବ। ଏହାପରେ ନିଜ କାର୍ଡ଼କ ଶେଷ ୪ଟି ନମ୍ବର ଏଣ୍ଟର କରି କଣ୍ଟିନ୍ୟୁ ବିକଳ୍ପ ଉପରେ କ୍ଲିକ୍ କରିବାକୁ ହେବ। ଏଥିପାଇଁ ଆପଣଙ୍କୁ କୌଣସି ଚାର୍ଜ ଦେବାକୁ ପଡ଼ିବନାହିଁ। ଏହା ସମ୍ପୂର୍ଣ୍ଣ ମାଗଣା।

୩) ଯଦି ଆପଣ ଏସ୍‌ଏମ୍‌ଏସ୍ ଜରିଆରେ କାର୍ଡ଼ ବ୍ଲକ କରିବାକୁ ଚାହୁଁଛନ୍ତି ତେବେ ଆପଣ BLOCK >> space >> ଏଟିଏମ୍ କାର୍ଡ଼ର ଶେଷ ଚାରିଟି ନମ୍ବର ଲେଖି ୫୬୭୬୭୬କୁ ମେସେଜ୍ କରନ୍ତୁ।

୪)  ଆପଣ  ନିଜ ଏଟିଏମ୍ କାର୍ଡ଼କୁ  ଯେ କୌଣସି ଏଟିଏମ୍ ମେସିନ୍, ପିଓଏସ୍ ମେସିନ୍, ଇ-କମର୍ସ, ଇଣ୍ଟରନ୍ୟାସନାଲ ଓ ଡୋମେସ୍ଟିକ ସେବା ପାଇଁ ସ୍ୱିଚ୍ ଅନ୍ ଅଫ୍ କରିପାରିବେ। ଏଥିପାଇଁ ଆପଣଙ୍କୁ ଏଟିଏମ୍ କମ୍ ଡେବିଟ କାର୍ଡ଼ ଫିଚରକୁ ଯାଇ ନିଜ କାର୍ଡ଼ର ଶେଷ ୪ଟି ନମ୍ବର ଏଣ୍ଟ୍ରି କରି ସ୍ୱିଚ୍ ଅନ୍ ବା ଅଫ୍ ଉପରେ କ୍ଲିକ୍ କରିବାକୁ ହେବ।

୫) ଯଦି ଆପଣ ଏସ୍‌ଏମ୍‌ଏସ୍‌ ଜରିଆରେ ଏଟିଏମ୍ ଅନ୍ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ SWONATM ସ୍ପେସ୍ ନିଜ କାର୍ଡ଼ର ଶେଷ ୪ଟି ନମ୍ବର
> ଲେଖି ୦୯୨୨୩୫୮୮୮୮୮ରେ ଏସ୍‌ଏମ୍‌ଏସ୍ କରିବାକୁ ହେବ। ସେହିପରି ସ୍ୱିଚ୍ ଅଫ୍ ପାଇଁ ଆପଣଙ୍କୁ SWOFFATM ସ୍ପେସ୍ କାର୍ଡ଼ର ଶେଷ ୪ଟି ନମ୍ବର
>  ଲେଖି ୦୯୨୨୩୫୮୮୮୮୮ରେ ଏସ୍‌ଏମ୍‌ଏସ୍ କରିବାକୁ ହେବ।

୬) ପିଓଏସ୍ ସ୍ୱିଚ୍ ଅନ୍ ପାଇଁ ଆପଣଙ୍କୁ SWONPOS ସ୍ପେସ୍ କାର୍ଡ଼ର ଶେଷ ୪ଟି ନମ୍ବର
> ଓ ସ୍ୱିଚ୍ ଅଫ୍‌ ପାଇଁ ଆପଣଙ୍କୁ SWOFFPOS ସ୍ପେସ୍ କାର୍ଡ଼ର ଶେଷ ୪ଟି ନମ୍ବର

୭) ଇ-କମର୍ସ ସେବା ଅନ୍ କରିବା ପାଇଁ SWONECOM ସ୍ପେସ୍ କାର୍ଡ଼ର ଶେଷ ୪ଟି ନମ୍ବର
> ଓ ସେବା ଅଫ୍ କରିବା ପାଇଁ SWOFFECOM ସ୍ପେସ୍ କାର୍ଡ଼ର ଶେଷ ୪ଟି ନମ୍ବର

୮) ଇଣ୍ଟରନ୍ୟାସନାଲ ଟ୍ରାଞ୍ଜାକ୍‌ସନ୍ ସ୍ୱିଚ୍‌ ଅନ୍‌ ପାଇଁ SWONINTL ସ୍ପେସ୍ କାର୍ଡ଼ର ଶେଷ ୪ଟି ନମ୍ବର
> ଓ ସ୍ୱିଚ୍ ଅଫ୍ ପାଇଁ SWOFFINTL ସ୍ପେସ୍ କାର୍ଡ଼ର ଶେଷ ୪ଟି ନମ୍ବର

୯) ଡୋମେସ୍ଟିକ  ଟ୍ରାଞ୍ଜାକ୍ସନ୍ ସ୍ୱିଚ୍ ଅନ୍ ପାଇଁ  SWONDOM ସ୍ପେସ୍ କାର୍ଡ଼ର ଶେଷ ୪ଟି ନମ୍ବର
>  ଓ ସ୍ୱିଚ୍ ଅଫ୍ ପାଇଁ  SWOFFDOM ସ୍ପେସ୍ କାର୍ଡ଼ର ଶେଷ ୪ଟି ନମ୍ବର

ଏହି ଆପ୍‌ରେ ଏଟିଏମ୍ ନିୟନ୍ତ୍ରଣ ବ୍ୟତୀତ ଆପଣ ବାଲାନ୍ସ ଇନ୍‌କ୍ୱାରୀ, ମନିସ୍ଟେଟ୍‌ମେଣ୍ଟ, କାର ଲୋନ୍, ହୋମ୍ ଲୋନ୍‌ର ସବିଶେଷ ତଥ୍ୟ ପାଇବା ସହ ଆହୁରି ନେକ ସୁବିଧା ପାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story