ଅକ୍ଟୋବର ୩୧ରେ ଭାରତକୁ ଆସୁଛି Nokia 7: ଦେଖିନିଅନ୍ତୁ ଦାମ କେତେ ?

ନୂଆଦିଲ୍ଲୀ: ନିକଟରେ ନୋକିଆ ମୋବାଇଲ କମ୍ପାନୀ ପକ୍ଷରୁ ନୋକିଆ-୭ ମଡେଲ ଲଞ୍ଚ କରାଯାଇଥିଲେ ମଧ୍ୟ ଏହି ଫୋନ୍‌ ଭାରତରେ କେବେ ଉପଲବ୍ଧ ହେବ ସେ ସମ୍ପର୍କରେ ଅଫିସିଆଲି ଭାବେ ସ୍ପଷ୍ଟ କରାଯାଇ ନାହିଁ। ମୂଲ୍ୟ ଅନୁଶାରେ ଆକଳନ କଲେ ମଧ୍ୟମ ରେଞ୍ଜର କୁହାଯାଥିବା ଏହି ମୋବାଇଲ୍‌ ଆସନ୍ତା ଅକ୍ଟୋବର ୩୧ରେ (ଭାରତ)ଲଞ୍ଚ ହୋଇପାରେ। ଏନେଇ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ ହେବା ନେଇ ସୂଚନା ମିଳିଛି। ଗତ ସପ୍ତାହରେ ଚୀନ୍‌ରେ ନୋକିଆ-୭ ମଡେଲ ଫୋନ୍‌ର ଶୁଭାରମ୍ଭ କରାଯାଇଛି। […]

Rakesh Mallick
  • Published: Monday, 23 October 2017
  • Updated: 23 October 2017, 07:08 PM IST

Sports

Latest News

ନୂଆଦିଲ୍ଲୀ: ନିକଟରେ ନୋକିଆ ମୋବାଇଲ କମ୍ପାନୀ ପକ୍ଷରୁ ନୋକିଆ-୭ ମଡେଲ ଲଞ୍ଚ କରାଯାଇଥିଲେ ମଧ୍ୟ ଏହି ଫୋନ୍‌ ଭାରତରେ କେବେ ଉପଲବ୍ଧ ହେବ ସେ ସମ୍ପର୍କରେ ଅଫିସିଆଲି ଭାବେ ସ୍ପଷ୍ଟ କରାଯାଇ ନାହିଁ। ମୂଲ୍ୟ ଅନୁଶାରେ ଆକଳନ କଲେ ମଧ୍ୟମ ରେଞ୍ଜର କୁହାଯାଥିବା ଏହି ମୋବାଇଲ୍‌ ଆସନ୍ତା ଅକ୍ଟୋବର ୩୧ରେ (ଭାରତ)ଲଞ୍ଚ ହୋଇପାରେ। ଏନେଇ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ ହେବା ନେଇ ସୂଚନା ମିଳିଛି। ଗତ ସପ୍ତାହରେ ଚୀନ୍‌ରେ ନୋକିଆ-୭ ମଡେଲ ଫୋନ୍‌ର ଶୁଭାରମ୍ଭ କରାଯାଇଛି। ତେବେ ନୋକିଆ ପାଇଁ ଭାରତ ହେଉଛି ସବୁଠୁ ବଡ଼ ବଜାର।

ଏହି ଫୋନ୍‌ରେ ୪ଜିବି ରାମ, Qualcomm Snapdragon 630 ପ୍ରସେସର୍‌, 64ଜିବି ଇଣ୍ଟରନାଲ ମେମୋରି ଆଦି ଫିଚର ରହିଛି। ସେହିପରି ଆଉ ଗୋଟିଏ ୬ଜିବି ରାମ ମେମୋରି ସେଟ୍‌ ମଧ୍ୟ ଉପଲବ୍ଧ। ଏହି ୬ଜିବି ରାମ୍‌ରେ ୧୨୮ଜିବି  internal memory ଆସିବ। ଏହାର ଉଭୟ ରିଅର ଏବଂ ଫ୍ରଣ୍ଟ କ୍ୟାମେରା ମାଧ୍ୟମରେ ଫଟୋ ଏବଂ ଭିଡିଓ ସୁଟ୍‌ କରାଯାଇପାରିବ। ସେହିପରି ଫଟୋଗ୍ରାଫି ଦୃଷ୍ଟିରୁ ଏହି ସେଟ୍‌ଟି ବେଶ ଉନ୍ନତମାନର। କାରଣ ଏହାର ରିଅର କ୍ୟାମେରା 16-megapixel ଥିବା ବେଳେ ଫ୍ରଣ୍ଟରେ  5 megapixel କ୍ୟାମେରା ରହିଛି। ସେହିପରି aperture f / 1.8. ରହିଛି। ତେବେ ୪ଜିବି ରାମ୍ ଥିବା ଫୋନର ମୂଲ୍ୟ 25,538 ଟଙ୍କା ଥିବା ବେଳେ ୬ଜିବି ରାମ୍‌ ଥିବା ସେଟ୍‌ର ମୂଲ୍ୟ 26,502 ଟଙ୍କା ରହିଛି। ସେହିପରି ଭାରତରେ ନୋକିଆ ୮ ସ୍ମାର୍ଟଫୋନ୍‌ ଲଞ୍ଚ ହୋଇଥିଲେ ବି ଅକ୍ଟୋବର ୧୪ରୁ ଏହା ଆମାଜନ୍‌ରେ  ଉପଲବ୍ଧ ହେବ। ଯାହାର ମୂଲ୍ୟ ୩୬,୯୯୯ ଟଙ୍କାରୁ ଆରମ୍ଭ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story