ନୋଟବନ୍ଦୀ ଚିନ୍ତା: ଲୋକଙ୍କ ମତ ଜାଣିବାକୁ ୟୁପିରେ ଲେଟର ବକ୍ସ ବସାଇଲା ବିଜେପି

ଲକ୍ଷ୍ନୌ: ନୋଟବନ୍ଦୀ ପରେ ୟୁପିରେ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ନେଇ ବିଜେପି ଚିନ୍ତାରେ ପଡିଯାଇଛି। ଆଗକୁ ନିର୍ବାଚନ ଥିବାରୁ ଲୋକଙ୍କ ଅସନ୍ତୋଷ ଦଳକୁ ଅସୁବିଧାରେ ପକାଇବା ଆଶଙ୍କା ପ୍ରକାଶ ପାଇଛି। ଏହାକୁ ଲକ୍ଷ୍ୟ କରି ବିଜେପି ୟୁପିରେ ଲୋକମତ ଜାଣିବା ପାଇଁ କିଛି ସହରରେ ଲେଟର ବକ୍ସ ଲଗାଇଛି। ଯେଉଁଥିରେ ଲୋକେ ଚିଠି ପକାଇ ନିଜର ମତ ଜଣାଇବାକୁ କୁହାଯାଇଛି। ୟୁପିରେ ବିଧାନସଭା ନିର୍ବାଚନ ୨୦୧୭ ମାର୍ଚ୍ଚରେ ହେବ। ୫୦ ଦିନ ମଧ୍ୟରେ ନୋଟବନ୍ଦୀ ସମସ୍ୟା […]

bjp

bjp

Rakesh Mallick
  • Published: Friday, 23 December 2016
  • Updated: 23 December 2016, 03:06 PM IST

Sports

Latest News

ଲକ୍ଷ୍ନୌ: ନୋଟବନ୍ଦୀ ପରେ ୟୁପିରେ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ନେଇ ବିଜେପି ଚିନ୍ତାରେ ପଡିଯାଇଛି। ଆଗକୁ ନିର୍ବାଚନ ଥିବାରୁ ଲୋକଙ୍କ ଅସନ୍ତୋଷ ଦଳକୁ ଅସୁବିଧାରେ ପକାଇବା ଆଶଙ୍କା ପ୍ରକାଶ ପାଇଛି। ଏହାକୁ ଲକ୍ଷ୍ୟ କରି ବିଜେପି ୟୁପିରେ ଲୋକମତ ଜାଣିବା ପାଇଁ କିଛି ସହରରେ ଲେଟର ବକ୍ସ ଲଗାଇଛି। ଯେଉଁଥିରେ ଲୋକେ ଚିଠି ପକାଇ ନିଜର ମତ ଜଣାଇବାକୁ କୁହାଯାଇଛି।

ୟୁପିରେ ବିଧାନସଭା ନିର୍ବାଚନ ୨୦୧୭ ମାର୍ଚ୍ଚରେ ହେବ। ୫୦ ଦିନ ମଧ୍ୟରେ ନୋଟବନ୍ଦୀ ସମସ୍ୟା ହଟିଯିବ ବୋଲି ମୋଦି ଘୋଷଣା କରିଥିଲେ। ଯଦି ଏହି ସମୟ ମଧ୍ୟରେ ଲୋକମାନଙ୍କ ସମସ୍ୟା ଦୂର ନ ହେଲେ ଏହାର ପ୍ରଭାବ ନିର୍ବାଚନ ଉପରେ ପଡିବା ଆଶଙ୍କା ମଧ୍ୟରେ ଦଳ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story