ବଢ଼ିଲା ମୋଟର ଯାନ ଶୁଳ୍କ ପଇଠର ବୈଧତା ଓ ସମୟ ଅବଧି

ନୂଆଦିଲ୍ଲୀ: ଗାଡ଼ି କାଗଜପତ୍ର ନବୀକରଣ ସମେତ ବିଭିନ୍ନ କାର୍ଯ୍ୟ ପାଇଁ ଫେବୃଆରୀ ପହିଲା କିମ୍ବା ଏହା ପରେ ଦାଖଲ କରାଯାଇଥିବା ଶୁଳ୍କର ପ୍ରକ୍ରିୟାକରଣ ଯଦି ହୋଇପାରିନାହିଁ, ତା’ହେଲେ ଉକ୍ତ କାଗଜପତ୍ରର ବୈଧତା ବଜାୟ ରହିବ। ଏହାଛଡ଼ା ଫେବୃଆରୀ ପହିଲାରୁ ଲକଡାଉନ ସରିବା ପର୍ଯ୍ୟନ୍ତ ଯଦି ଶୁଳ୍କ ଦାଖଲ କରିବାରେ ବିଳମ୍ବ ହୋଇଛି ତା’ହେଲେ ଏହି ବିଳମ୍ବ ପାଇଁ ଜୁଲାଇ ୩୧, ୨୦୨୦ ପର୍ଯ୍ୟନ୍ତ କୌଣସି ବିଳମ୍ବିତ କିମ୍ବା ଅତିରିକ୍ତ ଶୁଳ୍କ ଲାଗୁ କରାଯିବ ନାହିଁ। ଆଜି କେନ୍ଦ୍ର […]

motor-vehicles-act

motor-vehicles-act

Subhransu Sekhar
  • Published: Sunday, 24 May 2020
  • Updated: 24 May 2020, 10:14 PM IST

ନୂଆଦିଲ୍ଲୀ: ଗାଡ଼ି କାଗଜପତ୍ର ନବୀକରଣ ସମେତ ବିଭିନ୍ନ କାର୍ଯ୍ୟ ପାଇଁ ଫେବୃଆରୀ ପହିଲା କିମ୍ବା ଏହା ପରେ ଦାଖଲ କରାଯାଇଥିବା ଶୁଳ୍କର ପ୍ରକ୍ରିୟାକରଣ ଯଦି ହୋଇପାରିନାହିଁ, ତା’ହେଲେ ଉକ୍ତ କାଗଜପତ୍ରର ବୈଧତା ବଜାୟ ରହିବ। ଏହାଛଡ଼ା ଫେବୃଆରୀ ପହିଲାରୁ ଲକଡାଉନ ସରିବା ପର୍ଯ୍ୟନ୍ତ ଯଦି ଶୁଳ୍କ ଦାଖଲ କରିବାରେ ବିଳମ୍ବ ହୋଇଛି ତା’ହେଲେ ଏହି ବିଳମ୍ବ ପାଇଁ ଜୁଲାଇ ୩୧, ୨୦୨୦ ପର୍ଯ୍ୟନ୍ତ କୌଣସି ବିଳମ୍ବିତ କିମ୍ବା ଅତିରିକ୍ତ ଶୁଳ୍କ ଲାଗୁ କରାଯିବ ନାହିଁ। ଆଜି କେନ୍ଦ୍ର ସରକାରଙ୍କ ପରିବହନ ବିଭାଗ ଏଭଳି ନିର୍ଦ୍ଦେଶ ଦେଇଛି।

ଲକଡାଉନ କାରଣରୁ ଯେଉଁ କାଗଜପତ୍ରର ବୈଧତା ସମ୍ପ୍ରସାରଣ ହୋଇପାରିନାହିଁ କିମ୍ୱା ସେଗୁଡ଼ିକର ବୈଧତା ଅବଧି ଫେବୃଆରୀ ପହିଲାରୁ ଶେଷ ହୋଇଯାଇଛି ସେପରି କାଗଜପତ୍ରର ବୈଧତାକୁ ଜୁନ ୩୦, ୨୦୨୦ ପର୍ଯ୍ୟନ୍ତ ଗ୍ରହଣ କରିବା ଲାଗି କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପ୍ରଥମେ ନିର୍ଦ୍ଦେଶ ଦେଇଥିଲା। ଏବେ ଆଉ ମାସେ ଏହାକୁ ବୃଦ୍ଧି କରିଛନ୍ତି ସରକାର।

ଲକଡାଉନ କାରଣରୁ ସରକାରୀ ପରିବହନ କାର୍ଯ୍ୟାଳୟଗୁଡ଼ିକ ବନ୍ଦ ରହିବା କାରଣରୁ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ, ୧୯୮୯ ଅଧୀନ ନିୟମ ୩୨ ଓ ୮୧ ଅନୁଯାୟୀ ବାଧ୍ୟତାମୂଳକ ଭାବେ ପଇଠ କରାଯିବାକୁ ଥିବା ବିଭିନ୍ନ ଶୁଳ୍କ ଓ ବିଳମ୍ବିତ ଶୁଳ୍କ ପରିଶୋଧ କରିବାରେ ଦେଶବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story