ୟୁପି ପରେ ମଧ୍ୟପ୍ରଦେଶ: ଗୋ-ହତ୍ୟା ପାଇଁ ଏନ୍‌ଏସ୍‌ଏ

ଭୋପାଲ: ଦେଶର ନିରାପତ୍ତା ପ୍ରତି ବିପଦ ସୃଷ୍ଟି ଓ ଗୁରୁତର ଅପରାଧ ପାଇଁ ଅଭିଯୁକ୍ତଙ୍କ ବିରୋଧରେ ଲାଗୁ ହେଉଥିବା ଜାତୀୟ ନିରାପତ୍ତା ଆଇନ୍(ଏନ୍ଏସ୍ଏ) ଏବେ ଗୋହତ୍ୟା ପାଇଁ ଲାଗୁ ହୋଇଛି। ପୂର୍ବରୁ ଏନ୍ଏସ୍ଏରେ ୩ ଜଣ ଗୋ ହତ୍ୟାକାରୀଙ୍କୁ ଉତ୍ତର ପ୍ରଦେଶରେ ଗିରଫ କରାଯାଇଥିବା ବେଳେ ଆଜି ମଧ୍ୟପ୍ରଦେଶରେ ଏହାର ପୁନରାବୃତ୍ତି ଘଟିଛି। ଆଜି ମଧ୍ୟପ୍ରଦେଶ ପୁଲିସ୍ ୩ ଜଣ ଗୋ-ହତ୍ୟାକାରୀଙ୍କୁ ଏନ୍ଏସ୍ଏ ଆଇନ୍ ବଳରେ ଗିରଫ କରିଛି। ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତା ଦଖଲ କରିବା ପରେ […]

da

da

Hemant Lenka
  • Published: Tuesday, 05 February 2019
  • Updated: 05 February 2019, 10:03 PM IST

Sports

Latest News

ଭୋପାଲ: ଦେଶର ନିରାପତ୍ତା ପ୍ରତି ବିପଦ ସୃଷ୍ଟି ଓ ଗୁରୁତର ଅପରାଧ ପାଇଁ ଅଭିଯୁକ୍ତଙ୍କ ବିରୋଧରେ ଲାଗୁ ହେଉଥିବା ଜାତୀୟ ନିରାପତ୍ତା ଆଇନ୍(ଏନ୍ଏସ୍ଏ) ଏବେ ଗୋହତ୍ୟା ପାଇଁ ଲାଗୁ ହୋଇଛି। ପୂର୍ବରୁ ଏନ୍ଏସ୍ଏରେ ୩ ଜଣ ଗୋ ହତ୍ୟାକାରୀଙ୍କୁ ଉତ୍ତର ପ୍ରଦେଶରେ ଗିରଫ କରାଯାଇଥିବା ବେଳେ ଆଜି ମଧ୍ୟପ୍ରଦେଶରେ ଏହାର ପୁନରାବୃତ୍ତି ଘଟିଛି।

ଆଜି ମଧ୍ୟପ୍ରଦେଶ ପୁଲିସ୍ ୩ ଜଣ ଗୋ-ହତ୍ୟାକାରୀଙ୍କୁ ଏନ୍ଏସ୍ଏ ଆଇନ୍ ବଳରେ ଗିରଫ କରିଛି। ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତା ଦଖଲ କରିବା ପରେ ଏଭଳି ଗିରଫଦାରୀ ପ୍ରଥମ ଘଟଣା।

ଖଣ୍ଡୱା ସ୍ଥିତ ମୋଘାଟଠାରେ ଗୋ-ହତ୍ୟା ଚାଲିଥିବା ପୁଲିସ୍ ଖବର ପାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଈମାନଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା। କିନ୍ତୁ ସେଠାରେ ଥିବା ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ।

ପୁଲିସ୍ ପରେ ପ୍ରଥମେ ନଦୀମ ଓ ଶକିଲ ନାମକ ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିଲା। ଏହାପରେ ଆଜାମ ନାମକ ଆଉ ଜଣଙ୍କୁ ମଧ୍ୟ ଗିରଫ କରିବାକୁ ସକ୍ଷମ ହୋଇଥିଲା। ଖଣୱା ଏକ ସମ୍ବେଦନଶୀଳ ଅଞ୍ଚଳ ଅଟେ। ଏଠାରେ ଅଭିଯୁକ୍ତମାନେ ଗୋ-ହତ୍ୟା କରିଥିବାରୁ ସେମାନଙ୍କ ବିରୋଧରେ ଏନ୍‌ଏସ୍‌ଏ ଲାଗୁ ହୋଇଛି।

ପୂର୍ବରୁ ଉତ୍ତର ପ୍ରଦେଶ ବୁଲନ୍ଦଶହରରେ ୨୫ଟି ଗାଈଙ୍କ ମୃତଦେହ ମିଳିଥିବାରୁ ୩ ଜଣଙ୍କ ବିରୋଧରେ ଏନ୍ଏସ୍ଏ ଲାଗୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story