ଏହି ରାଜ୍ୟରେ କୋଟିଏରୁ ଅଧିକ ଲୋକ କେବେ ହେଲେ ଦେଇନାହାନ୍ତି ବିଜୁଳି ବିଲ୍‌

ଲକ୍ଷ୍ନୌ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ସତରେ କ’ଣ ବିଜୁଳି ସଂଯୋଗ ନେବା ଠାରୁ ୧ କୋଟିରୁ ଅଧିକ ଲୋକ କେବେ ହେଲେ ବିଲ୍‌ ପୈଠ କରିନାହାନ୍ତି? କଥାଟା ଏକଦମ ଠିକ୍‌। ଉତ୍ତର ପ୍ରଦେଶରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶ ସରକାର ଗ୍ରାହକଙ୍କୁ ୨୪ ଘଣ୍ଟିଆ ବିଜୁଳି ଯୋଗାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ପୂର୍ବାଞ୍ଚଳ ବିଜୁଳି ବିତରଣ କମ୍ପାନୀକୁ ଘରୋଇକରଣ କରିବାକୁ ଚାହୁଁଛନ୍ତି। ହେଲେ ୟୁପି ପାୱାର କର୍ପୋରେସନ ଲିଃର […]

g

g

Hemant Lenka
  • Published: Friday, 23 October 2020
  • Updated: 23 October 2020, 03:42 PM IST

Sports

Latest News

ଲକ୍ଷ୍ନୌ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ସତରେ କ’ଣ ବିଜୁଳି ସଂଯୋଗ ନେବା ଠାରୁ ୧ କୋଟିରୁ ଅଧିକ ଲୋକ କେବେ ହେଲେ ବିଲ୍‌ ପୈଠ କରିନାହାନ୍ତି? କଥାଟା ଏକଦମ ଠିକ୍‌। ଉତ୍ତର ପ୍ରଦେଶରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ଉତ୍ତର ପ୍ରଦେଶ ସରକାର ଗ୍ରାହକଙ୍କୁ ୨୪ ଘଣ୍ଟିଆ ବିଜୁଳି ଯୋଗାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ପୂର୍ବାଞ୍ଚଳ ବିଜୁଳି ବିତରଣ କମ୍ପାନୀକୁ ଘରୋଇକରଣ କରିବାକୁ ଚାହୁଁଛନ୍ତି। ହେଲେ ୟୁପି ପାୱାର କର୍ପୋରେସନ ଲିଃର ତଥ୍ୟ ଅନୁଯାୟୀ, ୩୮%ରୁ ଅଧିକ ଗ୍ରାହକ ବିଜୁଳି ନେବା ଦିନ ଠାରୁ ଥରେ ହେଲେ ବି ଏ ବାବଦରେ ବିଲ୍‌ ପୈଠ କରିନାହାନ୍ତି।

ୟୁପି ପାୱାର କର୍ପୋରେସନ ଲିଃର ଅଧ୍ୟକ୍ଷ ଓ ଅତରିକ୍ତ ମୁଖ୍ୟ ସଚିବ(ଶକ୍ତି) ଅରବିନ୍ଦ କୁମାର ଏକାଧିକ ଟ୍ୱିଟ ଜରିଆରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨.୮୩ ବିଜୁଳି ଉପଭୋକ୍ତାଙ୍କ ମଧ୍ୟରୁ ୧.୦୯ କୋଟି ଗ୍ରାହକ ସେମାନଙ୍କ ବିଲ୍‌ ଦେଇନାହାନ୍ତି। ଏମାନଙ୍କ ମଧ୍ୟରୁ ୯୬% ଗ୍ରାହକ ଗ୍ରାମାଞ୍ଚଳର। ଏମାନଙ୍କ ଉପରେ ୟୁପି ପାୱାର କର୍ପୋରେସନ ଲିଃର ପ୍ରାୟ ୬୮,୦୦୦ କୋଟି ଟଙ୍କା ବାକି ରହିଛି।

ସେହିପରି ବିଲ୍‌ ପୈଠ କରି ନଥିବା ୧ କୋଟି ଲୋକଙ୍କ ମଧ୍ୟରୁ ୪୩ ଲକ୍ଷ ଲୋକ ପୂବାଞ୍ଚଳ ଡାଇକମର। ଏଠାରେ ମୋଟ ୮୩ ଲକ୍ଷ ଗ୍ରାହକ ରହିଛନ୍ତି। ପୂର୍ବାଞ୍ଚଳ ବିତରଣ କମ୍ପାନୀ ଅଧୀନରେ ଆଜମଗଡ଼, ବାରାଣସୀ, ଗୋରଖପୁର, ବସ୍ତି ଓ ପ୍ରୟାଗରାଜ ରହିଛି।

ପୂବାଞ୍ଚଳ ପଛକୁ ମଧ୍ୟମ ଅଞ୍ଚଳ ରହିଛି। ଏଠାରେ ୩୩.୪୫ ଲକ୍ଷ ଗ୍ରାହକ ସଂଯୋଗ ନେବା ଦିନ ଠାରୁ କେବେ ହେଲେ ବିଜୁଳି ବିଲ୍‌ ପ୍ରଦାନ କରିନାହାନ୍ତି। ଦକ୍ଷିଣାଞ୍ଚଳରେ ୫୫ ଲକ୍ଷ ଗ୍ରାହକ ଥିବା ବେଳେ ଏମାନଙ୍କ ମଧ୍ୟରୁ ୨୨ ଲକ୍ଷ ଲୋକ ବିଲ୍‌ ଦେଉନାହାନ୍ତି। ତେବେ ପଶ୍ଚିମାଞ୍ଚଳରେ ମାତ୍ର ୧୦ ଲକ୍ଷରୁ ସାମାନ୍ୟ ଅଧିକ ଲୋକ ବିଲ୍‌ ପୈଠ କରୁନାହାନ୍ତି। ଏଠାରେ ଗ୍ରାହକଙ୍କ ସଂଖ୍ୟା ୬୫ ଲକ୍ଷ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story