ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ୧,୦୩,୯୨୭ କୋଟି

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ବଜେଟ୍‌ରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବ୍ୟୟ ଅଟକଳ ୧ ଲକ୍ଷ କୋଟିକୁ ଟପି ଯାଇଛି। ୨୦୧୯-୨୦ ଅନ୍ତରୀଣ ବଜେଟ୍‌ରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପାଇଁ ୧,୦୩,୯୨୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଗତବର୍ଷ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ମିଳିଥିବା ଅର୍ଥ ତୁଳନାରେ ଏହା ୧୦,୪୭୭ କୋଟି ଟଙ୍କା ଅଧିକ। ପୁଲିସ୍‌ ଫୋର୍ସ ଆଧୁନିକୀକରଣ, ପୁଲିସ୍‌ ବାହିନୀର ଭିତ୍ତିଭୂମି ବିକାଶ, ସୀମାରେ ଭିତ୍ତିଭୂମି ବିକାଶ ଓ ମ୍ୟାନେଜମେଣ୍ଟ, ସୀମାନ୍ତ ନିକଟବର୍ତ୍ତୀ ଅଞ୍ଚଳର ବିକାଶ, ସ୍ୱାଧୀନତା ସଂଗ୍ରାମୀଙ୍କ ପେନସନ […]

sa

sa

Hemant Lenka
  • Published: Friday, 01 February 2019
  • Updated: 01 February 2019, 07:05 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ବଜେଟ୍‌ରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବ୍ୟୟ ଅଟକଳ ୧ ଲକ୍ଷ କୋଟିକୁ ଟପି ଯାଇଛି। ୨୦୧୯-୨୦ ଅନ୍ତରୀଣ ବଜେଟ୍‌ରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପାଇଁ ୧,୦୩,୯୨୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଗତବର୍ଷ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ମିଳିଥିବା ଅର୍ଥ ତୁଳନାରେ ଏହା ୧୦,୪୭୭ କୋଟି ଟଙ୍କା ଅଧିକ।

ପୁଲିସ୍‌ ଫୋର୍ସ ଆଧୁନିକୀକରଣ, ପୁଲିସ୍‌ ବାହିନୀର ଭିତ୍ତିଭୂମି ବିକାଶ, ସୀମାରେ ଭିତ୍ତିଭୂମି ବିକାଶ ଓ ମ୍ୟାନେଜମେଣ୍ଟ, ସୀମାନ୍ତ ନିକଟବର୍ତ୍ତୀ ଅଞ୍ଚଳର ବିକାଶ, ସ୍ୱାଧୀନତା ସଂଗ୍ରାମୀଙ୍କ ପେନସନ ଓ ଅନ୍ୟାନ୍ୟ ସୁବିଧା ଓ ମହିଳାଙ୍କ ସୁରକ୍ଷା ଏବଂ ସଶକ୍ତିକରଣ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story