ଓୱେସି ‘ଭାରତ ମାତା କି ଜୟ’ ନ କହିବା ଲଜ୍ଜ୍ୟାଜନକ: ଭେଙ୍କେୟା ନାଇଡୁ

ନୂଆଦିଲ୍ଲୀ: ଏମ୍‌ଆଇଏମ୍‌ ନେତା ଅସଦୁଦ୍ଧିନ ଓୱେସି ‘ଭାରତ ମାତି କି ଜୟ’ କହିବାକୁ ମନା କରିବା ପରେ ରାଜନୀତି ଗରମ ହେବାରେ ଲାଗିଛି। ଓୱେସିଙ୍କୁ ଏଥିପାଇଁ ଲଜ୍ଜ୍ୟା ଆସିବା ଦରକାର ବୋଲି ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଭେଙ୍କେୟା ନାଇଡୁ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ନାଇଡୁ କହିଛନ୍ତି, “ଭାରତ ଆମ ମାତୃଭୂମି। ଆମ ସମସ୍ତଙ୍କୁ ଏହାର ପୂଜା କରିବା ଦରକାର। ଏହା ବାଧ୍ୟବାଧକତା ନ ହେଲେ ବି ଜଣେ ନାଗରିକ ହିସାବରେ ଭାରତ ମାତାଙ୍କ ପୂଜା କରିବା ଆମର କର୍ତ୍ତବ୍ୟ। ଭାରତ […]

owaisi

owaisi

Rakesh Mallick
  • Published: Tuesday, 15 March 2016
  • Updated: 16 March 2016, 05:36 AM IST

Sports

Latest News

ନୂଆଦିଲ୍ଲୀ: ଏମ୍‌ଆଇଏମ୍‌ ନେତା ଅସଦୁଦ୍ଧିନ ଓୱେସି ‘ଭାରତ ମାତି କି ଜୟ’ କହିବାକୁ ମନା କରିବା ପରେ ରାଜନୀତି ଗରମ ହେବାରେ ଲାଗିଛି। ଓୱେସିଙ୍କୁ ଏଥିପାଇଁ ଲଜ୍ଜ୍ୟା ଆସିବା ଦରକାର ବୋଲି ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଭେଙ୍କେୟା ନାଇଡୁ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ନାଇଡୁ କହିଛନ୍ତି, “ଭାରତ ଆମ ମାତୃଭୂମି। ଆମ ସମସ୍ତଙ୍କୁ ଏହାର ପୂଜା କରିବା ଦରକାର। ଏହା ବାଧ୍ୟବାଧକତା ନ ହେଲେ ବି ଜଣେ ନାଗରିକ ହିସାବରେ ଭାରତ ମାତାଙ୍କ ପୂଜା କରିବା ଆମର କର୍ତ୍ତବ୍ୟ। ଭାରତ ମାତାଙ୍କ ଜୟ କହିବାକୁ ଓୱେସି ମନା କରିବା ଲଜ୍ଜ୍ୟାଜନକ କଥା। ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ କଥା ଯେ ଦେଶକୁ ପୂଜା କରିବା ଦରକାର କି ନୁହେଁ କଥାକୁ ନେଇ ଭିନ୍ନ ଭିନ୍ନ ଟିପ୍ପଣୀ ଆସୁଛି।”

ସୂଚନାଯୋଗ୍ୟ, ସଂଘ ନେତାଙ୍କ କହିବାରେ ସେ ଭାରତ ମାତାଙ୍କ ଜୟ ସ୍ଲୋଗାନ ଦେବେ ନାହିଁ ବୋଲି ଓୱେସି ଏକ ସଭାରେ କହିଥିଲେ। ରବିବାର ଅନୁଷ୍ଠିତ ଉକ୍ତ ସଭାରେ ଓୱେସି କହିଥିଲେ, “ମୁଁ ଭାରତରେ ରହିବି, ହେଲେ ଭାରତ ମାତାଙ୍କ ଜୟ କହିବି ନାହିଁ। କାରଣ ଆମ ସମ୍ବିଧାନରେ ଭାରତ ମାତାଙ୍କ ଜୟ କହିବାକୁ ଉଲ୍ଲେଖ ନାହିଁ। ଏଥିପାଇଁ ମୋ ବେକରେ ଛୁରି ଲଗେଇ ଦେଲେ ବି ମୋ ଉପରେ କିଛି ପ୍ରଭାବ ପଡିବ ନାହିଁ।”

ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ସୁଧୀର ମୁଙ୍ଗଟିୱାର କହିଛନ୍ତି, “ମୁଁ ଆଲ୍ଲା ତାଲାଙ୍କୁ ଏହା ପ୍ରାର୍ଥନା କରିବି କି ଓୱେସିଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ। ସ୍ଥାନୀୟ ପ୍ରଶାସନ ଏହାର ତଦନ୍ତ କରିବ। ବକ୍ତବ୍ୟ ରଖିବାର ସ୍ୱାଧୀନତାକୁ ଆଧାର କରି କେହି ବି କିଛି ବୟାନ ଦେଇ ପାରିବେ ନାହିଁ।”

ଜେଏନ୍‌ୟୁରେ ଦେଶ ବିରୋଧୀ ସ୍ଲୋଗାନକୁ ନେଇ କିଛିଦିନ ପୂର୍ବରୁ ଆରଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗବତ କହିଥିଲେ ନୂଆପୀଢ଼ିଙ୍କୁ ଦେଶଭକ୍ତି ଶିକ୍ଷା ଦିଆଯିବା ଦରକାର। ଏହାକୁ ବିରୋଧ କରି ଓୱେସି ଏପରି ମନ୍ତବ୍ୟ ଦେଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story