ମୋଦିଙ୍କ ବିମାନ ଉଡ଼ିବାକୁ ଅନୁମତି ଦେଲାନି ପାକିସ୍ତାନ, ଭାରତ ଉଠାଇଲା ଏହି ପଦକ୍ଷେପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଉଦି ଆରବ ଗସ୍ତ ପାଇଁ ପାକିସ୍ତାନ ତାର ଆକାଶପଥ ଦେଇ ଯିବା ପାଇଁ ଅନୁମତି ଦେଇନାହିଁ। ଏ ନେଇ ଅନ୍ତର୍ଜାତୀୟ ସିଭିଲ ଆଭିଏସନ ଅର୍ଗାନାଇଜେସନ ନିକଟରେ ଆପତ୍ତି ଉଠାଇଛି ଭାରତ। ପାକିସ୍ତାନର ଏଭଳି ନିଷ୍ପତ୍ତିକୁ ଭାରତ ଏକ ଛାଟିଆ ବୋଲି କହିଛି। ନିୟମାନୁଯାୟୀ ଭିଭିଆଇପିଙ୍କ ବିମାନ ପାଇଁ ସମସ୍ତ ଦେଶ ନିଜର ଆକଶପଥ ବ୍ୟବହାର କରିବାକୁ ଅନୁମତି ଦେବେ। ଆଇସିଏଓର ଦିଗ ନିର୍ଦ୍ଦେଶ ନିୟମରେ ଅନ୍ୟ ଦେଶ ଦ୍ୱାରା ଓଭର ଫ୍ଲାଇଟର […]

MODI IMRAN

MODI IMRAN

Subhransu Sekhar
  • Published: Monday, 28 October 2019
  • Updated: 28 October 2019, 03:52 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଉଦି ଆରବ ଗସ୍ତ ପାଇଁ ପାକିସ୍ତାନ ତାର ଆକାଶପଥ ଦେଇ ଯିବା ପାଇଁ ଅନୁମତି ଦେଇନାହିଁ। ଏ ନେଇ ଅନ୍ତର୍ଜାତୀୟ ସିଭିଲ ଆଭିଏସନ ଅର୍ଗାନାଇଜେସନ ନିକଟରେ ଆପତ୍ତି ଉଠାଇଛି ଭାରତ। ପାକିସ୍ତାନର ଏଭଳି ନିଷ୍ପତ୍ତିକୁ ଭାରତ ଏକ ଛାଟିଆ ବୋଲି କହିଛି।

ନିୟମାନୁଯାୟୀ ଭିଭିଆଇପିଙ୍କ ବିମାନ ପାଇଁ ସମସ୍ତ ଦେଶ ନିଜର ଆକଶପଥ ବ୍ୟବହାର କରିବାକୁ ଅନୁମତି ଦେବେ। ଆଇସିଏଓର ଦିଗ ନିର୍ଦ୍ଦେଶ ନିୟମରେ ଅନ୍ୟ ଦେଶ ଦ୍ୱାରା ଓଭର ଫ୍ଲାଇଟର ମଂଜୁରି ମଗାଯାଏ । ଭାରତ ଏହି ଭଳି ଓଭରପ୍ଲେ ମଞ୍ଜୁରି ଆଗକୁ ମଧ୍ୟ ନେବା ଜାରି ରଖିବ। ତେବେ ଇସଲାମାବାଦ କିନ୍ତୁ ଅନ୍ତର୍ଜାତୀୟ ସିଭିଲ ଆଭିଏସନ ନିୟମକୁ ପାଳନ କରନଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଭାରତ ଅସନ୍ତୋଷ ଜାହିର କରିଛି।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ଆରବ ଗସ୍ତ କରିବେ। ଏହି ଅବସରରେ ସେ ଏକ ଅନ୍ତର୍ଜାତୀୟ ବ୍ୟବସାୟ ସମ୍ମିଳନୀରେ ଯୋଗଦେବେ। ତେବେ ସାଉଦି ଆରବ ଯିବା ପାଇଁ ଭାରତ ଇସଲାମାବାଦ ଆକାଶପଥ ବ୍ୟବହାର କରିବ ପାକିସ୍ତାନକୁ ଅନୁମତି ମାଗିଥିଲା ହେଲେ ଏହାକୁ ଖାରଜ କରିଦିଆଯାଇଥିବା କହିଥିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ କୁରେଶୀ।

ଏହା ପୂର୍ବରୁ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ କରିଥିଲେ। ଏହି ସମୟରେ ମଧ୍ୟ ପାକିସ୍ତାନ ନିଜର ଆକାଶମାର୍ଗ ବ୍ୟବହାର କରିବାକୁ ଅନୁମତି ଦେଇନଥିଲା। ସେହିଭଳି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ ମଧ୍ୟ ଆକାଶମାର୍ଗ ଖୋଲିବାକୁ ମନା କରି ଦେଇଥିଲା ପାକିସ୍ତାନ। କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତ ଓ ପାକିସ୍ତାନ ଉଭୟ ଦେଶ ମଧ୍ୟରେ ସମ୍ପର୍କ ବାତିଲ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story