ଇସ୍ତଫା ଜିଦରେ ଅଟଳ ବିରୋଧୀ, କ'ଣ କରିବେ ଇମ୍ରାନ୍ ଖାନ୍?

ଇସଲାମାବାଦ: ପାକିସ୍ତାନର ଇମ୍ରାନ ସରକାରଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଥିବା ଦକ୍ଷିଣ ପନ୍ଥୀ ସଂଗଠନ ଜାମିଅତ୍‌ ଉଲେମା ଇ ଇସ୍‌ଲାମ ଫଜଲ ମୁଖ୍ୟ ମୌଲାନା ଫଜଲୁର ରେହମାନଙ୍କ ସହ ଆଲୋଚନା କରିଛନ୍ତି ପାକିସ୍ତାନ ସରକାର। ହେଲେ ସୋମବାର ହୋଇଥିବା ଆଲୋଚନା ବିଫଳ ହୋଇଛି। ଯାହାକୁ ନେଇ ଏବେ ଇମ୍ରାନ୍ ସରକାର ଚିନ୍ତାରେ। କାରଣ ଏବେ ବିରୋଧୀ ମୁସଲିମ୍‌ ଲିଗ୍‌-ନୱାଜ୍‌ (ପିଏମ୍‌ଏଲ୍‌-ଏନ୍‌) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଜାମିଅତ୍‌ ଉଲେମା ଇ ଇସ୍‌ଲାମ ଫଜଲକୁ ସମର୍ଥନ […]

PROTEST AGAINST IMRAN

PROTEST AGAINST IMRAN

Subhransu Sekhar
  • Published: Tuesday, 05 November 2019
  • Updated: 05 November 2019, 05:47 PM IST

Sports

Latest News

ଇସଲାମାବାଦ: ପାକିସ୍ତାନର ଇମ୍ରାନ ସରକାରଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଥିବା ଦକ୍ଷିଣ ପନ୍ଥୀ ସଂଗଠନ ଜାମିଅତ୍‌ ଉଲେମା ଇ ଇସ୍‌ଲାମ ଫଜଲ ମୁଖ୍ୟ ମୌଲାନା ଫଜଲୁର ରେହମାନଙ୍କ ସହ ଆଲୋଚନା କରିଛନ୍ତି ପାକିସ୍ତାନ ସରକାର। ହେଲେ ସୋମବାର ହୋଇଥିବା ଆଲୋଚନା ବିଫଳ ହୋଇଛି। ଯାହାକୁ ନେଇ ଏବେ ଇମ୍ରାନ୍ ସରକାର ଚିନ୍ତାରେ। କାରଣ ଏବେ ବିରୋଧୀ ମୁସଲିମ୍‌ ଲିଗ୍‌-ନୱାଜ୍‌ (ପିଏମ୍‌ଏଲ୍‌-ଏନ୍‌) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଜାମିଅତ୍‌ ଉଲେମା ଇ ଇସ୍‌ଲାମ ଫଜଲକୁ ସମର୍ଥନ କରିଛନ୍ତି। ଉଭୟ ମିଶି ଏବେ ଇମ୍ରାନଙ୍କ ଇସ୍ତଫା ଦାବି କରୁଛନ୍ତି।

ଆନ୍ଦୋଳନାକାରୀଙ୍କ ସହ ଆଲୋଚନା କରିବା ପାଇଁ ପାକିସ୍ତାନ ସରକାର ଦୁଇଟି ଅଲଗା ଅଲଗା ପ୍ରତିନିଧି ଟିମ୍ କରିଛନ୍ତି। ଗୋଟିଏ ଟିମ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଚୈଧୁରୀ ଶୁଜାତ୍ ହୁସେନଙ୍କ ନେତୃତ୍ୱରେ ଯାଇ ସୋମବାର ରାତିରେ ଫଜଲୁରଙ୍କୁ ଭେଟିଥିଲେ। ଏହାର କିଛି ଘଣ୍ଟା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ପରଭେଜ ଖତ୍ତାକଙ୍କ ନେତୃତ୍ୱରେ ଏକ ଟିମ୍ ଜେୟୁଆଇ-ଏଫ ନେତା ଅକରମ ଖାନ ଦୁରାନୀଙ୍କ ରହବର ସମିତି ସହ ଆଲୋଚନା କରିଥିଲେ। ତେବେ ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଦୁଇଟି ଯାକ ଟିମ୍ କୌଣସି ସକରାତ୍ମକ ଆଲୋଚନା କରିନଥିବା ସୂଚନା ରହିଛି। ଆଜି ପୁଣିଥରେ ଖତ୍ତାକ ଏବଂ ରହବର ସମିତି ସହ ଅପରାହ୍ନରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

୨୦୧୮ ମସିହାର ସାଧାରଣ ନିର୍ବାଚନରେ ଇମ୍ରାନ୍‌ ଓଲଟପାଲଟ କରି କ୍ଷମତାକୁ ଆସିଛନ୍ତି ବୋଲି ଆନ୍ଦୋଳନକାରୀ କହିଛନ୍ତି। ତେଣୁ ଇମ୍ରାନ୍ ଖାନଙ୍କ ଇସ୍ତଫା ସେମାନେ ଦାବି କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଶାସନ କରିବାର ଦକ୍ଷତା ନଥିବା ଆନ୍ଦୋଳନକାରୀ କହିଛନ୍ତି। ଗତ ମାସ ୨୭ ତାରିଖରେ ‘ଆଜାଦି ଶୋଭାଯାତ୍ରା’ ଆୟୋଜନ କରି ମୌଲାନା ଫଜଲୁର ଇମ୍ରାନଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story