ଜାତୀୟ ଦିବସ ଉପଲକ୍ଷେ ପାକିସ୍ତାନକୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ଆଜି ହେଉଛି ପାକିସ୍ତାନର ଜାତୀୟ ଦିବସ। ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନର ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଟ୍ୱିଟ୍ କରି ପାକିସ୍ତାନକୁ ଶୁଭେଚ୍ଛା ଜଣାଇଛନ୍ତି। ପାକିସ୍ତାନର ଜାତୀୟ ଦିବସ ପାଳନ ଉପଲକ୍ଷେ ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନ ଏକାଧିକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଗତକାଲି ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ମଧ୍ୟ ପାକିସ୍ତାନକୁ ଶୁଭେଚ୍ଛା ଜଣାଇଥିଲେ। ସେ ନିଜ ଶୁଭେଚ୍ଛା ବାର୍ତ୍ତାରେ କହିଥିଲେ,“ଭାରତ ସବୁବେଳେ ପାକିସ୍ତାନ ସହିତ ଶାନ୍ତିପୂର୍ଣ୍ଣ, ବନ୍ଧୁତ୍ୱପୂର୍ଣ୍ଣ ଓ ସମନ୍ୱୟର […]

modi

modi

Rakesh Mallick
  • Published: Wednesday, 23 March 2016
  • Updated: 23 March 2016, 07:16 AM IST

Sports

Latest News

ନୂଆଦିଲ୍ଲୀ: ଆଜି ହେଉଛି ପାକିସ୍ତାନର ଜାତୀୟ ଦିବସ। ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନର ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଟ୍ୱିଟ୍ କରି ପାକିସ୍ତାନକୁ ଶୁଭେଚ୍ଛା ଜଣାଇଛନ୍ତି।

ପାକିସ୍ତାନର ଜାତୀୟ ଦିବସ ପାଳନ ଉପଲକ୍ଷେ ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନ ଏକାଧିକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି।

ଗତକାଲି ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ମଧ୍ୟ ପାକିସ୍ତାନକୁ ଶୁଭେଚ୍ଛା ଜଣାଇଥିଲେ। ସେ ନିଜ ଶୁଭେଚ୍ଛା ବାର୍ତ୍ତାରେ କହିଥିଲେ,“ଭାରତ ସବୁବେଳେ ପାକିସ୍ତାନ ସହିତ ଶାନ୍ତିପୂର୍ଣ୍ଣ, ବନ୍ଧୁତ୍ୱପୂର୍ଣ୍ଣ ଓ ସମନ୍ୱୟର ସଂପର୍କ ରଖିବାକୁ ଚାହେଁ। ଭାରତ ଓ ପାକିସ୍ତାନ ମଧ୍ୟରେ ସମନ୍ୱୟ ରହିଲେ ଏହି ଦୁଇ ଅଞ୍ଚଳର ବିକାଶ ହେବ।”

ଅନ୍ୟପକ୍ଷରେ ଆଜି ପାକିସ୍ତାନ ଦିବସରେ ଜମ୍ମୁ ଓ କାଶ୍ମୀରର ରାଜଧାନୀ ଶ୍ରୀନଗରର ଅନେକ ସ୍ଥାନରେ ଉଡ଼ିଛି ପାକିସ୍ତାନୀ ପତାକା। ବିଚ୍ଛିନ୍ନତାବାଦୀ ନେତା ଆସିୟା ଅନ୍ଦ୍ରାବୀଙ୍କ ସଂଗଠନ ପକ୍ଷରୁ ଏହି ସବୁ ପତାକା ଉଡ଼ା ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story