ପାକିସ୍ତାନରେ ସଂଘର୍ଷ: ୧୯ ଆତଙ୍କୀ ଓ ୭ ଯବାନ ନିହତ

ଇସଲାମବାଦ: ପାକିସ୍ତାନ ସେନା ଓ ତାଲିବାନୀ ଆତଙ୍କବାଦୀଙ୍କ ମଧ୍ୟରେ ସୋମବାର ଘଟିଛି ଜୋରଦାର ସଂଘର୍ଷ। ଏଥିରେ ୧୯ ଜଣ ଆତଙ୍କୀ ନିହତ ହୋଇଥିବା ବେଳେ ୭ ଜଣ ଯବାନ ପ୍ରାଣ ହରାଇଥିଲେ। ଘଟଣାଟି ଘଟିଥିଲା ପାକିସ୍ତାନର ଉତ୍ତର ୱାଜିରିସ୍ତାନରେ। ଏହି ଅଞ୍ଚଳଟି ଆଫଗାନିସ୍ତାନ ସୀମା ନିକଟବର୍ତ୍ତୀ। ପାକିସ୍ତାନ ସେନାର ମେଜର ଜେନେରାଲ ଅସୀମ ସାଲୀମ ବାଜୱା କହିଛନ୍ତି ଯେ ଯବାନମାନଙ୍କ ଗୁଳିମାଡ଼ରେ ୧୯ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଯବାନମାନେ ଆତଙ୍କବାଦୀମାନଙ୍କୁ ପୂରା କୋଣଠେସା କରି ଦେଇଥିଲେ। […]

pakarmy

pakarmy

Rakesh Mallick
  • Published: Monday, 08 June 2015
  • Updated: 04 May 2017, 03:45 PM IST

Sports

Latest News

ଇସଲାମବାଦ: ପାକିସ୍ତାନ ସେନା ଓ ତାଲିବାନୀ ଆତଙ୍କବାଦୀଙ୍କ ମଧ୍ୟରେ ସୋମବାର ଘଟିଛି ଜୋରଦାର ସଂଘର୍ଷ। ଏଥିରେ ୧୯ ଜଣ ଆତଙ୍କୀ ନିହତ ହୋଇଥିବା ବେଳେ ୭ ଜଣ ଯବାନ ପ୍ରାଣ ହରାଇଥିଲେ। ଘଟଣାଟି ଘଟିଥିଲା ପାକିସ୍ତାନର ଉତ୍ତର ୱାଜିରିସ୍ତାନରେ। ଏହି ଅଞ୍ଚଳଟି ଆଫଗାନିସ୍ତାନ ସୀମା ନିକଟବର୍ତ୍ତୀ। ପାକିସ୍ତାନ ସେନାର ମେଜର ଜେନେରାଲ ଅସୀମ ସାଲୀମ ବାଜୱା କହିଛନ୍ତି ଯେ ଯବାନମାନଙ୍କ ଗୁଳିମାଡ଼ରେ ୧୯ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଯବାନମାନେ ଆତଙ୍କବାଦୀମାନଙ୍କୁ ପୂରା କୋଣଠେସା କରି ଦେଇଥିଲେ। ଆଉ କିଛି ଆତଙ୍କୀ ସେଠାକୁ ଦୌଡ଼ି ପଳାଇଥିଲେ। ସେମାନଙ୍କ ଧରିବା ପାଇଁ ଯବାନମାନେ ଗୋଡ଼ାଇ ଥିଲେ। ଏତିକି ବେଳେ ଜଣେ ଆତଙ୍କୀ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲା। ସେ ଏକ ବିସ୍ଫୋରକ ଭର୍ତ୍ତି ଜ୍ୟାକେଟ ପିନ୍ଧିଥିଲା ଓ ତାହାକୁ ଉଡ଼ାଇ ଦେଇଥିଲେ। ଫଳରେ ୭ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା।

ପାକିସ୍ତାନ ସେନା ଦାବି କରିଛି ଯେ ଉତ୍ତର ୱାଜିରସ୍ତାନରୁ ପାଖାପାଖି ୯୦% ତାଲିବାନୀ ଆତଙ୍କୀମାନଙ୍କୁ ସଫା କରାଯାଇସାରିଛି। ଏବେ କେବଳ ଉତ୍ତର ୱାଜିରସ୍ତାନର ଆଫଗାନ ସୀମା ନିକଟବର୍ତ୍ତୀ ଶାୱାଲରେ କିଛି ଆତଙ୍କୀ ଲୁଚି ରହିଛନ୍ତି। ଗତ ଜୁନ୍ ମାସରୁ ଉତ୍ତର ୱାଜିରସ୍ତାନରେ ପାକ୍ ସେନା ପକ୍ଷରୁ ଉଭୟ ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ କରାଯାଉଛି। ଫଳରେ ଲକ୍ଷ ଲକ୍ଷ ସାଧାରଣ ଲୋକ ବି ଏ ୟୋଚଳ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗତ ୧୦ ବର୍ଷରେ ଆତଙ୍କବାଦୀମାନେ ୫୫,୦୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story