ପାକିସ୍ତାନକୁ ୧୦୦ମିଲିୟନ ଡଲାର ଋଣ ଖାରଜ କଲା ବିଶ୍ୱ ବ୍ୟାଙ୍କ

ଇସଲାମାବାଦ୍‌: ପାକିସ୍ତାନକୁ ବିଶ୍ୱ ବ୍ୟାଙ୍କ ଏକ ବଡ଼ ଝଟକା ଦେଇଛି। ୧୦୦ ମିଲିୟନ ଡଲାରର ‘ନାଚୁରାଲ ଗ୍ୟାସ୍‌ ଏଫିସିଏନ୍ସି ପ୍ରୋଜେକ୍ଟ’ ପାଇଁ ଦିଆଯିବାକୁ ଥିବା ଋଣକୁ ଖାରଜ କରିଛି ବିଶ୍ୱ ବ୍ୟାଙ୍କ। କରାଚୀରେ ସଦର୍ଣ୍ଣ ଗ୍ୟାସ୍‌ ନାମକ କମ୍ପାନୀ ଆରମ୍ଭର ଯୋଜନା କରିଥିଲା ପାକିସ୍ତାନ। ପାଇପଲାଇନ୍‌ ଜରିଆରେ ନଷ୍ଟ ହୋଇଯାଉଥିବା ଗ୍ୟାସକୁ କମ୍‌ କରିବା ସହ ପ୍ରାକୃତିକ ଗ୍ୟାସ ସପ୍ଲାଏକୁ ବଢ଼ାଇବାର ଥିଲା ଏହାର ଉଦ୍ଦେଶ୍ୟ।

world-bank

world-bank

Rakesh Mallick
  • Published: Monday, 19 December 2016
  • Updated: 04 May 2017, 03:44 PM IST

Sports

Latest News

ଇସଲାମାବାଦ୍‌: ପାକିସ୍ତାନକୁ ବିଶ୍ୱ ବ୍ୟାଙ୍କ ଏକ ବଡ଼ ଝଟକା ଦେଇଛି। ୧୦୦ ମିଲିୟନ ଡଲାରର ‘ନାଚୁରାଲ ଗ୍ୟାସ୍‌ ଏଫିସିଏନ୍ସି ପ୍ରୋଜେକ୍ଟ’ ପାଇଁ ଦିଆଯିବାକୁ ଥିବା ଋଣକୁ ଖାରଜ କରିଛି ବିଶ୍ୱ ବ୍ୟାଙ୍କ।

କରାଚୀରେ ସଦର୍ଣ୍ଣ ଗ୍ୟାସ୍‌ ନାମକ କମ୍ପାନୀ ଆରମ୍ଭର ଯୋଜନା କରିଥିଲା ପାକିସ୍ତାନ। ପାଇପଲାଇନ୍‌ ଜରିଆରେ ନଷ୍ଟ ହୋଇଯାଉଥିବା ଗ୍ୟାସକୁ କମ୍‌ କରିବା ସହ ପ୍ରାକୃତିକ ଗ୍ୟାସ ସପ୍ଲାଏକୁ ବଢ଼ାଇବାର ଥିଲା ଏହାର ଉଦ୍ଦେଶ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story