ପାକିସ୍ତାନ ନିଜେ ନିଜର ଶତ୍ରୁ!

ନୂଆଦିଲ୍ଲୀ: ଭାରତ ତରଫରୁ ପାକିସ୍ତାନକୁ ବିପଦ ନାହିଁ ବରଂ ନିଜ ଦେଶରେ ଥିବା କନ୍ଦଳ ହେଉଛି ମୁଖ୍ୟ ସମସ୍ୟା। ଯାହାକି ପାକିସ୍ତାନ ପାଇଁ ସବୁଠୁ ବଡ଼ ବିପଦ। ପାକିସ୍ତାନର ପୂର୍ବତନ ପ୍ରମୁଖ ଗୁଇନ୍ଦା ଅଧିକାରୀ ଦୁରାନି ଏହା କହିଛନ୍ତି। ବିବିସି ଉର୍ଦ୍ଦୁକୁ ସାକ୍ଷାତକାର ଦେଇ ଦୁରାନି ଆଉ ଏକ କଥା ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନରେ ସରକାର ଚଳାଇବାରେ ସେନା ଗୋଟିଏ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଏହା ସତ। ୧୯୯୮ରେ ପାକିସ୍ତାନର ମିଲିଟାରୀ ଇଣ୍ଟେଲିଜେନ୍ସ ଡିରେକ୍ଟର […]

FORMOR-PAK-ISIS-CHIEF

FORMOR-PAK-ISIS-CHIEF

Subhransu Sekhar
  • Published: Thursday, 03 December 2020
  • Updated: 03 December 2020, 01:35 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ତରଫରୁ ପାକିସ୍ତାନକୁ ବିପଦ ନାହିଁ ବରଂ ନିଜ ଦେଶରେ ଥିବା କନ୍ଦଳ ହେଉଛି ମୁଖ୍ୟ ସମସ୍ୟା। ଯାହାକି ପାକିସ୍ତାନ ପାଇଁ ସବୁଠୁ ବଡ଼ ବିପଦ। ପାକିସ୍ତାନର ପୂର୍ବତନ ପ୍ରମୁଖ ଗୁଇନ୍ଦା ଅଧିକାରୀ ଦୁରାନି ଏହା କହିଛନ୍ତି।

ବିବିସି ଉର୍ଦ୍ଦୁକୁ ସାକ୍ଷାତକାର ଦେଇ ଦୁରାନି ଆଉ ଏକ କଥା ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନରେ ସରକାର ଚଳାଇବାରେ ସେନା ଗୋଟିଏ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଏହା ସତ। ୧୯୯୮ରେ ପାକିସ୍ତାନର ମିଲିଟାରୀ ଇଣ୍ଟେଲିଜେନ୍ସ ଡିରେକ୍ଟର ଜେନେରେଲା ଥିଲେ। ଏବଂ ୧୯୯୦ରେ ଆଇଏସଆଇର ପ୍ରମୁଖ ଅଧିକାରୀ ଭାବରେ ନିୟୋଜିତ ହୋଇଥିଲେ। ଏହାବାଦ ପାକିସ୍ତାନର ଏହି ପୂର୍ବତନ ଅଧିକାରୀ ସାଉଦି ଆରବ ଏବଂ ଜର୍ମାନୀରେ ପାକିସ୍ତାନର ରାଜଦୂତ ରହି ସାରିଛନ୍ତି।

ଦ ସ୍ପାୟ କ୍ରୋନିକିଲ୍ସ: ‘ର, ଆଇଏସଆଇଏ ଆଣ୍ଡ ଦ ଏଲ୍ୟୁଜନ ଅଫ୍ ପିସ’ ନାମକ ଏକ ବହି ଲେଖି ପୂର୍ବରୁ ବିବାଦରେ ରହିଛନ୍ତି ପାକିସ୍ତାନର ଏହି ପୂର୍ବତନ ଅଧିକାରୀ। କାରଣ ଭାରତର ଗୁଇନ୍ଦା ସଂସ୍ଥା ‘ର’ର ପୂର୍ବତନ ମୁଖ୍ୟ ଏଏସ୍ ଦୌଲତଙ୍କ ସହିତ ମିଶି ସେ ଏହି ବହି ଲେଖିଥିଲେ। ୧୯୯୦ରୁ ୧୯୯୩ ଯାଏ ଦୁରାନି ପାକିସ୍ତାନ ଆଇଏସଆଇର ମୁଖ୍ୟ ଥିଲେ।

ପାକିସ୍ତାନ ପାଇଁ ଭାରତ ବିପଦ ନୁହେଁ। ହେଲେ ଅନ୍ୟ ଦେଶ ଯେମିତିକି ସାଉଦି ଆରବ, ତୁର୍କି ଏବଂ ଇରାନ ସହିତ ବିଭିନ୍ନ ପ୍ରସଙ୍ଗରେ ଛନ୍ଦି ହୋଇଛି। ଆଉ ଏହି ଦେଶ ହିଁ ପାକିସ୍ତାନ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ବୋଲି ସାକ୍ଷାତକାର ବେଳେ ସିଧାସିଧା କହିଛନ୍ତି ଦୁରାନି।

ତେବେ ବିଦେଶୀ ଦେଶ ଯେତିକି ବଡ଼ ଚ୍ୟାଲେଞ୍ଜ ନୁହଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାକିସ୍ତାନ ଭିତରର କନ୍ଦଳ। ପାକିସ୍ତାନ ଏବେ ଆର୍ଥିକ, ସାମାଜିକ ଏବଂ ରଣନୀତି ପ୍ରସ୍ତୁତର ସାମ୍ନା କରୁଛି। ମୁଖ୍ୟତଃ ଏହି ତିନି ପ୍ରସଙ୍ଗ ପାକିସ୍ତାନକୁ ନିଜ ଦେଶରେ ସବୁଠୁ ବଡ଼ ଚ୍ୟାଲେଞ୍ଜ। ବେଲୁଚିସ୍ତାନରେ କିଛି ଅଞ୍ଚଳ ରହିଛି ଯେଉଁଠି ଲୋକଙ୍କ ଆକ୍ରୋଶ ରହିଛି। ରାଜନୀତିକ ଦୃଷ୍ଟିକୋଣରୁ ଏହି ବ୍ୟକ୍ତିମାନେ ପାକିସ୍ତାନ ପାଖରୁ ନିଜକୁ ଅଲଗା ରଖିବା ପାଇଁ ଚାହୁଁଛନ୍ତି। ଦେଶର ଆର୍ଥିକ ସ୍ଥିତି ଶୋଚନୀୟ ଅବସ୍ଥାରେ ରହିଛି। ସରକାରର ଛବି ଖରାପ ହୋଇଛି। କାରଣ ଲୋକମାନେ ବୁଝିଛନ୍ତି ଯେ ସେନା ହିଁ ସରକାର ବାଛୁଛି ବା ଚଳାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story