ବଜାରକୁ ଆସିଲା ନୂଆ ସ୍ମାର୍ଟଫୋନ, ମୂଲ୍ୟ ୭୪୯୦

ନୂଆଦିଲ୍ଲୀ:  ପାନାସୋନିକ୍‌ ଇଣ୍ଡିଆ ଗୁରୁବାର ‘P’ ସିରିଜର ସମ୍ପ୍ରସାରଣ କରିଛି। ଏହାସହ P99 ସ୍ମାର୍ଟଫୋନ୍‌ ଲଞ୍ଚ କରିଛି। ଏଥିରେ 16 GB ROM, 8 MP ଅଟୋ ଫୋକସ୍‌ ବ୍ୟାକ୍‌ କ୍ୟାମେରା ରହିଛି। ଫ୍ରଣ୍ଟ କ୍ୟାମେରା 5 MP ରହିଛି। ଏହାର ବଜାର ମୂଲ୍ୟ ୭୪୯୦ ଟଙ୍କା ରଖାଯାଇଛି। ଡୁଆଲ ସିମ୍‌ ଯୁକ୍ତ ଏହି ସ୍ମାର୍ଟଫୋନ୍‌ ଗୋଲ୍ଡ, ବ୍ଲାକ ଓ ବ୍ଲୁ ରଙ୍ଗରେ ଉପଲବ୍ଧ ହେଉଛି। ପାନାସୋନିକ ଇଣ୍ଡିଆ ମୋବିଲିଟି ଡିଭିଜନ ବିଜନେସ୍‌ ହେଡ ପଙ୍କଜ ରାଣା […]

Rakesh Mallick
  • Published: Thursday, 28 September 2017
  • Updated: 28 September 2017, 01:25 PM IST

Sports

Latest News

ନୂଆଦିଲ୍ଲୀ:  ପାନାସୋନିକ୍‌ ଇଣ୍ଡିଆ ଗୁରୁବାର ‘P’ ସିରିଜର ସମ୍ପ୍ରସାରଣ କରିଛି। ଏହାସହ P99 ସ୍ମାର୍ଟଫୋନ୍‌ ଲଞ୍ଚ କରିଛି। ଏଥିରେ 16 GB ROM, 8 MP ଅଟୋ ଫୋକସ୍‌ ବ୍ୟାକ୍‌ କ୍ୟାମେରା ରହିଛି। ଫ୍ରଣ୍ଟ କ୍ୟାମେରା 5 MP ରହିଛି। ଏହାର ବଜାର ମୂଲ୍ୟ ୭୪୯୦ ଟଙ୍କା ରଖାଯାଇଛି।

ଡୁଆଲ ସିମ୍‌ ଯୁକ୍ତ ଏହି ସ୍ମାର୍ଟଫୋନ୍‌ ଗୋଲ୍ଡ, ବ୍ଲାକ ଓ ବ୍ଲୁ ରଙ୍ଗରେ ଉପଲବ୍ଧ ହେଉଛି।

ପାନାସୋନିକ ଇଣ୍ଡିଆ ମୋବିଲିଟି ଡିଭିଜନ ବିଜନେସ୍‌ ହେଡ ପଙ୍କଜ ରାଣା କହିଛନ୍ତି- “ଆମକୁ କହିବାକୁ ଖୁସି ଲାଗୁଛି P99 ଉନ୍ନତମାନର ଡିସ୍‌ପ୍ଲେ, ଫ୍ରଣ୍ଟ ଓ ବ୍ୟାକ୍‌ କ୍ୟାମେରା ମୁଡ ସହ ବଜାରକୁ ଆସିଛି। ଏହା ମୋବାଇଲ ବ୍ୟବହାରକାରୀଙ୍କ ପସନ୍ଦ ହେବ ବୋଲି ଆମେ ଆଶା ରଖିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story