ପେଶାୱରରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୧୬ମୃତ,୨୫ ଆହତ

ପେଶାୱର: ପାକିସ୍ତାନର ପେଶାୱର ସହରର ସୁନହରି ମସଜିଦ୍ ନିକଟରେ ଏକ ବସରେ ବୁଧବାର ସକାଳେ ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୧୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ବେଳେ ବସରେ  ସିଭିଲ ସେକ୍ରେଟେରିଏଟର କର୍ମଚାରୀ  ଯାଉଥିଲେ। କାଣ୍ଟନମେଣ୍ଟ ଏସପି ମହମ୍ମହ କାସିଫ୍ କହିଛନ୍ତି, “ବସରେ ବିସ୍ଫୋରକ ରଖାଯାଇ ଏହି ବିସ୍ଫୋରଣ କରାଯାଇଛି। ବିସ୍ଫୋରଣରେ ୧୬  ଜଣ  ଯାତ୍ରୀଙ୍କର […]

pakistan-s

pakistan-s

Rakesh Mallick
  • Published: Wednesday, 16 March 2016
  • Updated: 04 May 2017, 03:44 PM IST

Sports

Latest News

ପେଶାୱର: ପାକିସ୍ତାନର ପେଶାୱର ସହରର ସୁନହରି ମସଜିଦ୍ ନିକଟରେ ଏକ ବସରେ ବୁଧବାର ସକାଳେ ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୧୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି।

ବିସ୍ଫୋରଣ ବେଳେ ବସରେ  ସିଭିଲ ସେକ୍ରେଟେରିଏଟର କର୍ମଚାରୀ  ଯାଉଥିଲେ।

କାଣ୍ଟନମେଣ୍ଟ ଏସପି ମହମ୍ମହ କାସିଫ୍ କହିଛନ୍ତି, “ବସରେ ବିସ୍ଫୋରକ ରଖାଯାଇ ଏହି ବିସ୍ଫୋରଣ କରାଯାଇଛି। ବିସ୍ଫୋରଣରେ ୧୬  ଜଣ  ଯାତ୍ରୀଙ୍କର ମୃତ୍ୟୁ  ହୋଇଛି।”

’ପାକିସ୍ତାନ ପ୍ରଧାନମନ୍ତ୍ରୀ  ନୱାଜ ଶରିଫ  ଏହି ଘଟଣାକୁ ନେଇ ନିନ୍ଦା କରିଛନ୍ତି।  ମୃତକଙ୍କ ପରିବାରକୁ  ଶାନ୍ତ୍ୱନା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story