ପଠାନକୋଟ ଏୟାରବେସ୍ ଆକ୍ରମଣରେ ପାକିସ୍ତାନର ହାତ ଥିଲା

ନୂଆଦିଲ୍ଲୀ: ପଞ୍ଜାବର ପଠାନକୋଟ ସ୍ଥିତ ଏୟାରବେସ ଉପରେ ହୋଇଥିବା  ଆତଙ୍କବାଦୀ ଆକ୍ରମଣ ବିଷୟରେ ଆମେରିକା ଭାରତକୁ କିଛି ପ୍ରମାଣ ଦେଇଛି। ପାକିସ୍ତାନ ଏହି ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଏଥିରେ ଉଲ୍ଲେଖ ଅଛି। ଆତଙ୍କୀ ସଂଗଠନ ଜୈଶ-ଏ–ମହମ୍ମଦର ମୁଖ୍ୟ ମସୁଦ ଅଜହର ବିରୋଧରେ  ଏନଆଇଏ ଚାଜସିଟ୍‌ ଦାଖଲ କରିବା  ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଆମେରିକା ଏହି ପ୍ରମାଣ ଭାରତକୁ ଦେଇଛି। ଟାଇମ୍ସ ଅଫ ଇଣ୍ଡିଆ ଛାପିଥିବା ଏହି ଖବର ଅନୁଯାୟୀ, ପଠାନକୋଟ ସ୍ଥିତ ଏୟାରବେସ […]

pathankot-attack

pathankot-attack

Rakesh Mallick
  • Published: Monday, 29 August 2016
  • Updated: 29 August 2016, 03:30 PM IST

Sports

Latest News

ନୂଆଦିଲ୍ଲୀ: ପଞ୍ଜାବର ପଠାନକୋଟ ସ୍ଥିତ ଏୟାରବେସ ଉପରେ ହୋଇଥିବା  ଆତଙ୍କବାଦୀ ଆକ୍ରମଣ ବିଷୟରେ ଆମେରିକା ଭାରତକୁ କିଛି ପ୍ରମାଣ ଦେଇଛି। ପାକିସ୍ତାନ ଏହି ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଏଥିରେ ଉଲ୍ଲେଖ ଅଛି। ଆତଙ୍କୀ ସଂଗଠନ ଜୈଶ-ଏ–ମହମ୍ମଦର ମୁଖ୍ୟ ମସୁଦ ଅଜହର ବିରୋଧରେ  ଏନଆଇଏ ଚାଜସିଟ୍‌ ଦାଖଲ କରିବା  ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଆମେରିକା ଏହି ପ୍ରମାଣ ଭାରତକୁ ଦେଇଛି।

ଟାଇମ୍ସ ଅଫ ଇଣ୍ଡିଆ ଛାପିଥିବା ଏହି ଖବର ଅନୁଯାୟୀ, ପଠାନକୋଟ ସ୍ଥିତ ଏୟାରବେସ ଉପରେ ହୋଇଥିବା  ଆତଙ୍କୀ  ଆକ୍ରମଣର ମାଷ୍ଟରମାଇଣ୍ଡର ଫେସବୁକ ଆକାଉଣ୍ଟର ଆଇପି ଆଡ୍ରେସ ଓ ଅଲ୍‌ ରେହମତ ଟ୍ରଷ୍ଟର  ଆର୍ଥିକ କାରବାର ହିସାବ ରଖୁଥିବା  ଆଇପି ଆଡ୍ରେସ ପାକିସ୍ତାନର ବୋଲି ଆମେରିକାର ଏନଆଇଏକୁ  କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos