ଭତ୍ତା ବାଣ୍ଟୁ ବାଣ୍ଟୁ ହୋଇଗଲେ ସୁପର ସ୍ପ୍ରେଡର, ଜଣଙ୍କ ପାଇଁ ୧୦୦ରୁ ଅଧିକ ଆକ୍ରାନ୍ତ

ହାଇଦ୍ରାବାଦ: ଲୋକଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ଭତ୍ତା ବାଣ୍ଟିବା କାର୍ଯ୍ୟରେ ନିୟୋଜିତ ଜଣେ ପୋଷ୍ଟମ୍ୟାନ ଏବେ କରୋନା ସୁପର ସ୍ପ୍ରେଡର ସାଜିଛନ୍ତି। ସେ ଯେଉଁମାନଙ୍କୁ ଭତ୍ତା ଟଙ୍କା ବାଣ୍ଟିଥିଲେ ସେମାନଙ୍କୁ ମିଶାଇ ୧୦୦ରୁ ଅଧିକ ଲୋକ ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ତେଲେଙ୍ଗାନାର ୱାନାପାରର୍ଥୀ ଜିଲ୍ଲାର ଗୋଟିଏ ଛୋଟିଆ ଗାଁରେ ଏପରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଗତ ୧୦ ଦିନ ମଧ୍ୟରେ Chinnambavi zoneରୁ ପ୍ରାୟ ୧୦୨ ଜଣ ଲୋକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ […]

x

x

Hemant Lenka
  • Published: Wednesday, 26 August 2020
  • Updated: 26 August 2020, 05:07 PM IST

Sports

Latest News

ହାଇଦ୍ରାବାଦ: ଲୋକଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ଭତ୍ତା ବାଣ୍ଟିବା କାର୍ଯ୍ୟରେ ନିୟୋଜିତ ଜଣେ ପୋଷ୍ଟମ୍ୟାନ ଏବେ କରୋନା ସୁପର ସ୍ପ୍ରେଡର ସାଜିଛନ୍ତି। ସେ ଯେଉଁମାନଙ୍କୁ ଭତ୍ତା ଟଙ୍କା ବାଣ୍ଟିଥିଲେ ସେମାନଙ୍କୁ ମିଶାଇ ୧୦୦ରୁ ଅଧିକ ଲୋକ ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି।

ତେଲେଙ୍ଗାନାର ୱାନାପାରର୍ଥୀ ଜିଲ୍ଲାର ଗୋଟିଏ ଛୋଟିଆ ଗାଁରେ ଏପରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଗତ ୧୦ ଦିନ ମଧ୍ୟରେ Chinnambavi zoneରୁ ପ୍ରାୟ ୧୦୨ ଜଣ ଲୋକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ୧୦ ଦିନ ତଳେ ଜିଲ୍ଲା ମୁଖ୍ୟାଳୟରୁ ଜଣେ ପୋଷ୍ଟମ୍ୟାନ ଗାଁକୁ ଆସିଥିଲେ।

ସେ ଗାଁ ଲୋକଙ୍କୁ ଭତ୍ତା ଟଙ୍କା ପ୍ରଦାନ କରିଥିଲେ। ପୋଷ୍ଟମ୍ୟାନଙ୍କ ଠାରୁ ଗାଁରେ କରୋନା ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଥିଲା। ପ୍ରଥମେ ପୋଷ୍ଟମ୍ୟାନ ଜଣଙ୍କ ଭତ୍ତା ଦେଇଥିବା ଲୋକମାନେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି।

ଜିଲ୍ଲାରେ ବି ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ପ୍ରଶାସନର ଚିନ୍ତା ବଢ଼ିଛି। ଏଥିପାଇଁ ପୂରା ଜିଲ୍ଲାରେ ବିଶାଳ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂ ବ୍ୟବସ୍ଥା କରାଯାଇଛି। ସେହିପରି ସଂପୃକ୍ତ ଗାଁର ଲୋକମାନେ ନିଜ ଆଡ଼ୁ ପୂରା ଅଞ୍ଚଳକୁ ଲକଡାଉନ କରି ଦେଇଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାର ୨୧ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story