ମୋଦିଙ୍କୁ ‘ଗୋଲ୍ଡେନ୍‌ ଟ୍ୱିଟ୍‌’ ୨୦୧୯

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଆଉ ଏକ ମାଇଲ ଖୁଣ୍ଟ ଛୁଇଁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୯ ମସିହାରେ ବିଜେପିର ବିଜୟ ପରେ ସେ କରିଥିବା ଟ୍ୱିଟ୍‌ ବର୍ଷର ସବୁଠାରୁ ଅଧିକ ଲାଇକ୍‌ ପାଇଥିବା ଏବଂ ଅଧିକ ରିଟ୍ୱିଟ୍‌ ପାଇଥିବା ଟ୍ୱିଟ୍‌ର ମାନ୍ୟତା ପାଇଛି। ଟ୍ୱିଟର ୨୦୧୯ ମସିହାର ‘ଗୋଲ୍ଡେନ୍‌ ଟ୍ୱିଟ୍‌’ କହୁଥିବା ମୋଦିଙ୍କ ଟ୍ୱିଟ୍‌ ୨୦୧୯ ମସିହା ମେ’ ୨୩ରେ ପୋଷ୍ଟ ହୋଇଥିଲା। ଏଥିରେ ଲେଖାଥିଲା, “ସବ୍‌କା ସାଥ + ସବ୍‌କା ବିକାଶ + ସବ୍‌କା ବିଶ୍ୱାସ= […]

modi

modi

Subrat Kumar Nayak
  • Published: Tuesday, 10 December 2019
  • Updated: 10 December 2019, 04:50 PM IST

Sports

Latest News

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଆଉ ଏକ ମାଇଲ ଖୁଣ୍ଟ ଛୁଇଁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୯ ମସିହାରେ ବିଜେପିର ବିଜୟ ପରେ ସେ କରିଥିବା ଟ୍ୱିଟ୍‌ ବର୍ଷର ସବୁଠାରୁ ଅଧିକ ଲାଇକ୍‌ ପାଇଥିବା ଏବଂ ଅଧିକ ରିଟ୍ୱିଟ୍‌ ପାଇଥିବା ଟ୍ୱିଟ୍‌ର ମାନ୍ୟତା ପାଇଛି।

ଟ୍ୱିଟର ୨୦୧୯ ମସିହାର ‘ଗୋଲ୍ଡେନ୍‌ ଟ୍ୱିଟ୍‌’ କହୁଥିବା ମୋଦିଙ୍କ ଟ୍ୱିଟ୍‌ ୨୦୧୯ ମସିହା ମେ’ ୨୩ରେ ପୋଷ୍ଟ ହୋଇଥିଲା। ଏଥିରେ ଲେଖାଥିଲା, “ସବ୍‌କା ସାଥ + ସବ୍‌କା ବିକାଶ + ସବ୍‌କା ବିଶ୍ୱାସ= ବିଜୟୀ ଭାରତ। ଆମେ ଏକାଠି ବଢ଼ୁ, ଆମେ ଏକାଠି ସମୃଦ୍ଧି କରୁ। ଆମେ ଏକାଠି ଦୃଢ଼ ଭାରତ ଗଠନ କରିବା। ଭାରତର ପୁଣି ବିଜୟ ହୋଇଛି।”

ଚଳିତ ବର୍ଷ ବିଭିନ୍ନ ହ୍ୟାଶ୍‌ଟ୍ୟାଗ୍‌ ମଧ୍ୟରେ #loksabhaelections2019 ସବୁଠାରୁ ଅଧିକ ବ୍ୟବହୃତ ହୋଇଛି। କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଜନ୍ମଦିନରେ ଶୁଭେଚ୍ଛା ଦେଇ କରିଥିବା ଟ୍ୱିଟ୍‌ ସବୁଠାରୁ ଅଧିକ ଲୋକପ୍ରିୟ ହୋଇଥିଲା। ଏଥିରେ ଉଭୟ ବିରାଟ ଏବଂ ଧୋନି ହସ ହସି ପ୍ୟାଭିଲଅନ୍‌ ଫେରୁଥିବାର ଗୋଟିଏ ଫଟୋ ମଧ୍ୟ ରହିଥିଲା।

‘ଗୋଲ୍ଡେନ୍‌ ଟ୍ୱିଟ୍‌’ ପାଇଁ ବିଭିନ୍ନ ନ୍ୟୁଜ୍‌ମେକର ଟ୍ୱିଟ୍‌ ନିଆଯାଇଥିଲା। ଚଳିତ ବର୍ଷ ଚନ୍ଦ୍ରଯାନ୨ ମିଶନ୍‌ ମଧ୍ୟ ବେଶ ଚର୍ଚ୍ଚିତ ଥିଲା। ଏହା ମହାକାଶ କ୍ଷେତ୍ରରେ ଭାରତ ପାଇଁ ବଡ଼ ଉପଲବ୍ଧି ହୋଇଥିଲା। ତେବେ ଏହି ଅବସରକୁ ନେଇ ଭାରତୀୟ ମାନେ ବେଶ୍‌ ଉତ୍ସାହିତ ଥିଲେ। ଆମେରିକାର ମହାକାଶ ସଂସ୍ଥା ନାସା ଏବଂ ବେଶ କିଛି ବୈଜ୍ଞାନିକ ଏହାର ଭୁରିଭୁରି ପ୍ରଶଂସା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story