ଆତଙ୍କବାଦ ପ୍ରତି ସହାନୁଭୂତି ଦେଖାଉଥିବା ବ୍ୟକ୍ତି ଧାରା ୩୭୦ ହଟାଇବା ନିଷ୍ପତ୍ତିକୁ ବିରୋଧ କରୁଛନ୍ତି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବା ପରେ କେନ୍ଦ୍ରର ଏହି ନିଷ୍ପତ୍ତିକୁ କେହି କେହି ଐତିହାସିକ କହୁଥିବା ବେଳେ ଅନ୍ୟ କେହି କେନ୍ଦ୍ରର ଏପରି ନିଷ୍ପତ୍ତି ଅସାମ୍ୱିଧାନିକ ବୋଲି କହୁଛନ୍ତି। ଏବେ ଧାରା ୩୭୦ର ଉଚ୍ଛେଦକୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଖବର ସରବରାହ ସଂସ୍ଥା ଆଇଏଏନଏସକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଧାରା ୩୭୦ ଉଚ୍ଛେଦକୁ ବିରୋଧ କରୁଥିବା ବ୍ୟକ୍ତି ଆତଙ୍କବାଦକୁ ସହାନୁଭୂତି ଦେଖାଉଛନ୍ତି ଏବଂ ପାକିସ୍ତାନକୁ […]

narendra modi

narendra modi

Subhransu Sekhar
  • Published: Wednesday, 14 August 2019
  • Updated: 14 August 2019, 10:50 AM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବା ପରେ କେନ୍ଦ୍ରର ଏହି ନିଷ୍ପତ୍ତିକୁ କେହି କେହି ଐତିହାସିକ କହୁଥିବା ବେଳେ ଅନ୍ୟ କେହି କେନ୍ଦ୍ରର ଏପରି ନିଷ୍ପତ୍ତି ଅସାମ୍ୱିଧାନିକ ବୋଲି କହୁଛନ୍ତି। ଏବେ ଧାରା ୩୭୦ର ଉଚ୍ଛେଦକୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଖବର ସରବରାହ ସଂସ୍ଥା ଆଇଏଏନଏସକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଧାରା ୩୭୦ ଉଚ୍ଛେଦକୁ ବିରୋଧ କରୁଥିବା ବ୍ୟକ୍ତି ଆତଙ୍କବାଦକୁ ସହାନୁଭୂତି ଦେଖାଉଛନ୍ତି ଏବଂ ପାକିସ୍ତାନକୁ ସମର୍ଥନ କରୁଛନ୍ତି।

ସେ କହିଛନ୍ତି ଜମ୍ମୁ କଶ୍ମୀର ଓ ଲଦାଖକୁ ଦୁଇଟି ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ କେନ୍ଦ୍ର ସରକାର ପରିଣତ କରିଛନ୍ତି। ଯାହାକୁ ସାଧାରଣ ଲୋକ ମଧ୍ୟ ସମର୍ଥନ କରୁଛନ୍ତି। ଯେଉଁ ଅଳ୍ପ କିଛି ବିରୋଧ କରୁଛନ୍ତି ସେମାନେ ଦେଶର ସ୍ୱାର୍ଥ ଅପେକ୍ଷା ନିଜର ବ୍ୟକ୍ତିଗତ ସ୍ୱାର୍ଥ ପ୍ରତି ଅଧିକ ସଚେତନ। ବିରୋଧ କରୁଥିବା ଦଳ ଏବଂ ବ୍ୟକ୍ତି ସବୁବେଳେ ସରକାରଙ୍କ ସମସ୍ତ କଥାକୁ ବିରୋଧ କରି ଆସୁଛନ୍ତି। ଏଭଳି କିଛି ବ୍ୟକ୍ତି ଅଛନ୍ତି ଯିଏ କେବଳ ଆତଙ୍କବାଦ ଏବଂ ନକ୍ସଲଙ୍କ ସ୍ୱାର୍ଥ କଥା ଚିନ୍ତା କରୁଛନ୍ତି। ଆଜି ସମସ୍ତ ଦେଶବାସୀ ଜମ୍ମୁ କଶ୍ମୀର ଏବଂ ଲଦାଖ ବାସୀଙ୍କ ସହିତ ରହିଛନ୍ତି। ଆଗାମୀ ଦିନରେ ଏହି ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ଶାନ୍ତି ବଜାୟ ରହିବ ଏବଂ ଏହି ଅଞ୍ଚଳରେ ବିକାଶ ହେବ ବୋଲି ସେ କହିଛନ୍ତି।

ଏବେ ଜମ୍ମୁ କଶ୍ମୀରରେ ଯେଉଁ ସ୍ଥିତି ଉପୁଜିଛି ସେଥିପାଇଁ ଅନେକ ଲୋକ କ୍ଷତି ସହିଛନ୍ତି। କେବଳ କିଛି ବ୍ୟକ୍ତି ହିଁ ଏହାର ଫାଇଦା ଉଠାଇଛନ୍ତି। ଏହି ଅବସରରେ ଜମ୍ମୁ କଶ୍ମୀରବାସୀଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେ କହିଛନ୍ତି ସରକାର ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଆଗାମୀ ଦିନରେ ସ୍ଥାନୀୟ ବାସିନ୍ଦାଙ୍କ ଆଶା ଆଙ୍କାକ୍ଷା ପୂରଣ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story