କେମିତି ଦିଆଯିବ କରୋନା ଟିକା, କହିଲେ ମୋଦି

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଏକ ହେବା ପାଇଁ କହିଛନ୍ତି। କେହି ନିଜ ନିଜର ବିଚାରଧାରା ରଖିପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ହେଲେ ମୁକାବିଲା ପାଇଁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ମତାମତ ମାଗିଛନ୍ତି ମୋଦି। ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ ମୃତ୍ୟୁ ହାର ଏବଂ ସଂକ୍ରମିତ ହାର ବହୁଲ ଭଲ ରହିଛି ବୋଲି ସେ କହିଛନ୍ତି। କରୋନା ଟିକା ବିତରଣ ନେଇ […]

VACCINE

VACCINE

Subhransu Sekhar
  • Published: Tuesday, 24 November 2020
  • Updated: 24 November 2020, 04:30 PM IST

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଏକ ହେବା ପାଇଁ କହିଛନ୍ତି। କେହି ନିଜ ନିଜର ବିଚାରଧାରା ରଖିପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ହେଲେ ମୁକାବିଲା ପାଇଁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ମତାମତ ମାଗିଛନ୍ତି ମୋଦି। ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ ମୃତ୍ୟୁ ହାର ଏବଂ ସଂକ୍ରମିତ ହାର ବହୁଲ ଭଲ ରହିଛି ବୋଲି ସେ କହିଛନ୍ତି।

କରୋନା ଟିକା ବିତରଣ ନେଇ ବ୍ଲକଠୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ସବୁଠି ପରିଚଳାନ କମିଟି ଗଠନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି। କରୋନା ସଂକ୍ରମିତ ହେବା ପାଖରୁ ଦେଶ ସମସ୍ତଙ୍କ ଜୀବନ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଛି। ଏବେ ଟିକାକୁ କିଭଳି ସମସ୍ତ ଲୋକଙ୍କ ପାଖରେ ପହଞ୍ଚାଯିବ ସେ ବାବଦରେ ମଧ୍ୟ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ବୈଠକରେ ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ଟିକା ଉତ୍ପାଦନକାରୀ ବିଭିନ୍ନ ସଂସ୍ଥା ସହ ସରକାର ଯୋଗାଯୋଗରେ ରହିଛନ୍ତି। ଟିକା ଏବେ ବୈଜ୍ଞାନିକଙ୍କ ହାତରେ ରହିଛି। ଟିକାର ଟିକିନିଖି ଅଗ୍ରଗତି ଉପରେ ଭାରତ ନଜର ରଖିଛି। ଟିକାର ଗୋଟିଏ, ଦୁଇଟି ବା ତିନିଟି ଡୋଜ୍ ଦିଆଯିବ, ସ୍ଥିର ହୋଇନି। ଟିକାର ଦର ମଧ୍ୟ କେତେ ରହିବ, ଏଯାଏ ସ୍ଥିର କରାଯାଇନି। ପ୍ରତି ଲୋକଙ୍କୁ ଟିକାକରଣ କରିବା ଏକ ଜାତୀୟ ପ୍ରତିଶ୍ରୁତି ବୋଲି ମୋଦି ଏହି ଅବସରରେ କହିଛନ୍ତି। ଲୋକଙ୍କୁ ଦିଆଯିବାକୁ ଥିବା ଟିକା ସବୁ ଦୃଷ୍ଟିରୁ ସୁରକ୍ଷିତ ବାଞ୍ଛନୀୟ। ରାଜ୍ୟ ସହ ସମନ୍ୱୟ ରକ୍ଷା କରାଯାଇ ଟିକା ଆବଣ୍ଟନ କରାଯିବ। ଟିକା ସଂରକ୍ଷଣ ପାଇଁ କୋଲ୍ଡ ଷ୍ଟୋରେଜ ବ୍ୟବସ୍ଥା କରିବା ଦରକାର ବୋଲି ମୋଦି କହିଛନ୍ତି।

ଦେଶରେ ଏତେ ବଡ ଟିକାକରଣ ଅଭିଯାନ ସୁଗମ, ବ୍ୟବସ୍ଥିତ ଏବଂ ସୁଚାରୁରୂପେ ଚାଲିବା ଉଚିତ, ଏହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story