ବଡ଼ ବିପଦରୁ ରକ୍ଷା କରିଛନ୍ତି ସୁରକ୍ଷାବଳ, ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ନାଗରୋଟାରେ ଚାରିଜଣ ଆତଙ୍କବାଦୀଙ୍କୁ ନିପାତ କରି ବଡ଼ ବିପଦର ଆଶଙ୍କାକୁ ଭଣ୍ଡୁର କରିଛନ୍ତି ସୁରକ୍ଷାବଳ। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରକ୍ଷାବଳକୁ ଧନ୍ୟବାଦ ଦେଇଛନ୍ତି। ଗୁରୁବାର ନାଗରୋଟରେ ସୁରକ୍ଷାବଳ ଏନକାଉଣ୍ଟର କରି ଚାରି ଆତଙ୍କବାଦୀକୁ ନିପାତ କରିଥିଲେ। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏହି ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଏବଂ ବୈଦେଶିକ ସଚିବ […]

modi1

modi1

Subhransu Sekhar
  • Published: Friday, 20 November 2020
  • Updated: 20 November 2020, 07:18 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ନାଗରୋଟାରେ ଚାରିଜଣ ଆତଙ୍କବାଦୀଙ୍କୁ ନିପାତ କରି ବଡ଼ ବିପଦର ଆଶଙ୍କାକୁ ଭଣ୍ଡୁର କରିଛନ୍ତି ସୁରକ୍ଷାବଳ। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରକ୍ଷାବଳକୁ ଧନ୍ୟବାଦ ଦେଇଛନ୍ତି। ଗୁରୁବାର ନାଗରୋଟରେ ସୁରକ୍ଷାବଳ ଏନକାଉଣ୍ଟର କରି ଚାରି ଆତଙ୍କବାଦୀକୁ ନିପାତ କରିଥିଲେ।

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏହି ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଏବଂ ବୈଦେଶିକ ସଚିବ ମଧ୍ୟ ଉପସ୍ଥିତ ଥିଲେ।

https://twitter.com/narendramodi/status/1329728143653965825

ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି ଯେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସହ ଜଡିତ ୪ ଆତଙ୍କବାଦୀଙ୍କୁ ସୁରକ୍ଷାବଳ ନିପାତ କରିଛନ୍ତି। ସେମାନଙ୍କ ପାଖରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇଛି। ଜବତ ବିସ୍ଫୋରକ ସାମଗ୍ରୀରୁ ବଡ଼ ଧରଣର ଆକ୍ରମଣ ଆଶଙ୍କା ଥିଲା ବୋଲି ଜଣାପଡ଼ିଛି। ଯାହାକୁ ଦେଶର ଯବାନ ଭଣ୍ଡୁର କରିଛନ୍ତି ବୋଲି ମୋଦି କହିଛନ୍ତି।

ଦେଶର ସୁରକ୍ଷା ବାହିନୀ ପୁଣି ଥରେ ସାହସ ପ୍ରଦର୍ଶନ କରିଛନ୍ତି। ସେନାର ସଜାଗ ପାଇଁ ଏହା ସଫଳ ହୋଇଛି। ଏଥିପାଇଁ ସେନାକୁ ଧନ୍ୟବାଦ ଦେଇଛନ୍ତି ମୋଦି।

ଅନ୍ୟପଟେ ମୁମ୍ୱାଇରେ ହୋଇଥିବା ୨୬/୧୧ଆତଙ୍କବାଦୀ ଆକ୍ରମଣକୁ ୧୨ ବର୍ଷ ପୂରଣ ହେବାକୁ ଯାଉଛି। ତେଣୁ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଛି। ସେହିପରି ଆଗକୁ ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଜିଲ୍ଲା ପରିଷଦ ନିର୍ବାଚନ ହେବାକୁ ଯାଉଛି। ଏହି ସମୟରେ ଦୁଇ ବିଜେପି କର୍ମୀ ମଧ୍ୟ ହତ୍ୟାର ଶିକାର ହୋଇଛନ୍ତି। ତେଣୁ ନିର୍ବାଚନ ବେଳେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଥିବା ମଧ୍ୟ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story