ଅକ୍ଟୋବରରେ ମୋଦି-ଜିନପିଙ୍ଗ ଭେଟଘାଟ

ନୂଆଦିଲ୍ଲୀ: ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ଭେଟଘାଟ ହେବ। ଏହି ଭେଟଘାଟ ଭାରତରେ ହେବ। କିନ୍ତୁ ଏହା ପୂର୍ବରୁ ଦୁଇ ଦେଶ ମଧ୍ୟରେ ଥିବା ସୀମା ବିବାଦକୁ ନେଇ ଉଚ୍ଚ ସ୍ତରୀୟ ବୈଠକ ହେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଧାରା ୩୭୦ ଉଚ୍ଛେଦକୁ ନେଇ ବିବାଦ ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ପାକିସ୍ତାନ ଚାଇନାର ଶରଣରେ ପଶିଥିବା ବେଳେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ […]

modi xing ping

modi xing ping

Subhransu Sekhar
  • Published: Wednesday, 14 August 2019
  • Updated: 14 August 2019, 02:10 PM IST

Sports

Latest News

ନୂଆଦିଲ୍ଲୀ: ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ଭେଟଘାଟ ହେବ। ଏହି ଭେଟଘାଟ ଭାରତରେ ହେବ। କିନ୍ତୁ ଏହା ପୂର୍ବରୁ ଦୁଇ ଦେଶ ମଧ୍ୟରେ ଥିବା ସୀମା ବିବାଦକୁ ନେଇ ଉଚ୍ଚ ସ୍ତରୀୟ ବୈଠକ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଧାରା ୩୭୦ ଉଚ୍ଛେଦକୁ ନେଇ ବିବାଦ ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ପାକିସ୍ତାନ ଚାଇନାର ଶରଣରେ ପଶିଥିବା ବେଳେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଚାଇନା ଗସ୍ତ କରିଥିଲେ। ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୁ ଲଦାଖ ପ୍ରସଙ୍ଗରେ ସୀମା ବିବାଦକୁ ନେଇ ଜୟଶଙ୍କରଙ୍କୁ ଆପତ୍ତି ଜଣାଇଥିଲେ। ହେଲେ ଜୟଶଙ୍କର ତାଙ୍କର ପ୍ରତିପକ୍ଷଙ୍କୁ କହିଥିଲେ, ଭାରତ ସୀମା ବାବଦରେ କୌଣସି ପଦକ୍ଷେପ ନେଇ ନାହିଁ। ଏଥିପାଇଁ ଚାଇନା ସୁନିଶ୍ଚିତ ରହୁ। ଭାରତର ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ତା'ର ଆଭ୍ୟନ୍ତରୀଣ ବ୍ୟାପାର।

ବୈଦେଶିକ ମନ୍ତ୍ରଣାଳୟ ଏଭଳି ମନ୍ତବ୍ୟ ରଖି ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଜିନପିଙ୍ଗଙ୍କ ବୈଠକକୁ ସଫଳ କରାଇବା ପାଇଁ ଚେଷ୍ଟା କରୁଛି ବୋଲି ଜଣାପଡ଼ିଛି। ଏହା ପୂର୍ବରୁ କିନ୍ତୁ ଦୁଇ ଦେଶର ପ୍ରତିନିଧି ସୀମା ବିବାଦ ବାବଦରେ ବୈଠକ କରି ସଫଳ କରାଇବା ଉପରେ ଗୁରୁତ୍ୱ ଦେବେ।

ଚାଇନା ପକ୍ଷରୁ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୁ ଏବଂ ଷ୍ଟେଟ କାଉନସେଲର ଓ୍ୱାଙ୍ଗ ୟି ସ୍ୱତନ୍ତ୍ର ପ୍ରତିନିଧି ରହିଥିବା ବେଳେ ଭାରତ ପକ୍ଷରୁ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ପ୍ରତିନିଧିତ୍ୱ କରୁଛନ୍ତି। ଏହି ଦୁଇ ପକ୍ଷ ଅକ୍ଚୋବର ପୂର୍ବରୁ ବୈଠକ କରି ସୀମା ବିବାଦ ବାବଦରେ ଆଲୋଚନା କରିବେ। ତେବେ ଡୋଭାଲ ଏବଂ ଓ୍ୱାଙ୍ଗ ୟୁଙ୍କ ମଧ୍ୟରେ ବୈଠକ ତାରିଖ ସ୍ଥିର ହୋଇ ନାହିଁ।

ଏହା ପୂର୍ବରୁ ଚାଇନାରେ ଗତ ବର୍ଷ ନଭେମ୍ୱର ୨୪ରେ ସୀମା ବିବାଦକୁ ନେଇ ଦୁଇ ଦେଶର ବିଶେଷ ପ୍ରତିନିଧିଙ୍କ ମଧ୍ୟରେ ବୈଠକ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story