ଦୁଇ ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ୧୩ ଓ ୧୪ରେ ବ୍ରାଜିଲରେ ଆୟୋଜିତ ହେଉଛି ବ୍ରିକ୍ସ ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁଇ ଦିନିଆ ସମ୍ମିଳନୀରେ ଯୋଗ ଦେବେ। ଆଜି ଏ ନେଇ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି। ଭାରତ ସମେତ ଆୟୋଜକ ଦେଶ ବ୍ରାଜିଲ୍, ଋଷିଆ, ଚୀନ ଏବଂ ଦକ୍ଷିଣ ଆଫ୍ରିକା ଏହି ସମ୍ମିଳନୀରେ ରହିଛନ୍ତି। ଏହି ଅବସରରେ ଭାରତ ବ୍ରିକ୍ସରେ ସାମିଲ ଥିବା ଅନ୍ୟ ଦେଶମାନଙ୍କ ସହ ସହଭାଗିତା ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିବ ବୋଲି […]

modi

modi

Subhransu Sekhar
  • Published: Thursday, 07 November 2019
  • Updated: 07 November 2019, 07:12 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ୧୩ ଓ ୧୪ରେ ବ୍ରାଜିଲରେ ଆୟୋଜିତ ହେଉଛି ବ୍ରିକ୍ସ ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁଇ ଦିନିଆ ସମ୍ମିଳନୀରେ ଯୋଗ ଦେବେ। ଆଜି ଏ ନେଇ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି। ଭାରତ ସମେତ ଆୟୋଜକ ଦେଶ ବ୍ରାଜିଲ୍, ଋଷିଆ, ଚୀନ ଏବଂ ଦକ୍ଷିଣ ଆଫ୍ରିକା ଏହି ସମ୍ମିଳନୀରେ ରହିଛନ୍ତି।

ଏହି ଅବସରରେ ଭାରତ ବ୍ରିକ୍ସରେ ସାମିଲ ଥିବା ଅନ୍ୟ ଦେଶମାନଙ୍କ ସହ ସହଭାଗିତା ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିବ ବୋଲି ବୈଦେଶିକ ମନ୍ତ୍ରଣାଳୟର ସଚିବ ଟିଏସ୍ ତ୍ରିମୂର୍ତ୍ତି କହିଛନ୍ତି। ସୂଚନାଯୋଗ୍ୟ, ବ୍ରାଜିଲ୍ ଏବେ ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story