ଧାରଣାରେ ବସିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଆଜି ପୁଲିସ୍‌ର କାର୍ଯ୍ୟାନୁଷ୍ଠାନ ବିରୋଧରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଧାରଣାରେ ବସିଛନ୍ତି। ଲକ୍ଷ୍ନୌ ଏୟାରପୋର୍ଟରେ ତାଙ୍କୁ ନେବା ପାଇଁ ଆସିଥିବା ତାଙ୍କର ସମର୍ଥକମାନଙ୍କୁ ପୁଲିସ୍‌ ଗିରଫ କରିଥିଲା। ଏହାକୁ ବିରୋଧ କରି ପ୍ରାୟ ଦେଢ଼ ଘଣ୍ଟା ଯାଏ ମୋଦି ଏୟାରପୋର୍ଟରେ ହିଁ ଧାରଣା ବସି ରହିଥିଲେ। ପ୍ରହ୍ଲାଦ ମୋଦି କହିଛନ୍ତି, ଆଜି ମୋତେ ପ୍ରୟାଗରାଜ ଯିବାର ଥିଲା। ସେଠାରେ ଗତକାଲି ଠାରୁ ମୋ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। […]

cv

cv

Hemant Lenka
  • Published: Wednesday, 03 February 2021
  • Updated: 04 February 2021, 12:13 PM IST

Sports

Latest News

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଆଜି ପୁଲିସ୍‌ର କାର୍ଯ୍ୟାନୁଷ୍ଠାନ ବିରୋଧରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଧାରଣାରେ ବସିଛନ୍ତି। ଲକ୍ଷ୍ନୌ ଏୟାରପୋର୍ଟରେ ତାଙ୍କୁ ନେବା ପାଇଁ ଆସିଥିବା ତାଙ୍କର ସମର୍ଥକମାନଙ୍କୁ ପୁଲିସ୍‌ ଗିରଫ କରିଥିଲା। ଏହାକୁ ବିରୋଧ କରି ପ୍ରାୟ ଦେଢ଼ ଘଣ୍ଟା ଯାଏ ମୋଦି ଏୟାରପୋର୍ଟରେ ହିଁ ଧାରଣା ବସି ରହିଥିଲେ।

ପ୍ରହ୍ଲାଦ ମୋଦି କହିଛନ୍ତି, ଆଜି ମୋତେ ପ୍ରୟାଗରାଜ ଯିବାର ଥିଲା। ସେଠାରେ ଗତକାଲି ଠାରୁ ମୋ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମୋ ସହଯୋଗୀମାନେ ଜେଲରେ ଥିବା ବେଳେ ମୁଁ ବେଶ ଆରାମରେ ବାହାରେ ବୁଲିବା ଆଦୌ ଠିକ ନୁହେଁ। ଏହି କାରଣରୁ ମୁଁ ଏଠାରେ ଅନଶନରେ ଆରମ୍ଭ କରିଛି।

ମୁଁ ପାଣି କି ଖାଦ୍ୟ ଖାଉନାହିଁ। ଜୀବନ ଚାଲିଗଲେ ବି ମୁଁ ଏଠାରୁ ଉଠିବିନି। ମୋ ସହଯୋଗୀଙ୍କୁ କାହିଁକି ଗିରଫ କରାଗଲା ବୋଲି ମୁଁ ପୁଲିସ୍‌କୁ ପଚାରିଥିଲି। ସେମାନେ ମୋତେ ପିଏମଓର ନିର୍ଦ୍ଦେଶକ୍ରମେ ଏପରି କରାଯାଇଥିବା କହିଛନ୍ତି। ମୁଁ ତାଙ୍କୁ ନିର୍ଦ୍ଦେଶର କପି ମାଗିଥିଲି। ହେଲେ ସେମାନେ ମୋତେ କିଛି ବି କାଗଜ ଦେଖାଇଲେନି। ସେମାନେ ପିଏମକୁ ବଦନାମ କରିବାକୁ ଚାହୁଁଛନ୍ତି ନଚେତ ସେମାନଙ୍କ ପାଖରେ କୌଣସି ପ୍ରକାରର କପି ନାହିଁ ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ, ଏୟାରପୋର୍ଟର ହାଇ ସିକ୍ୟୁରିଟି ଜୋନ୍‌ରେ ୧୪୪ ଧାରା ଜାରି କରାଯାଇଥିଲେ ହେଁ ପ୍ରହ୍ଲାଦ ମୋଦିଙ୍କ ସମର୍ଥକମାନେ ପ୍ରବେଶ କରିଥିଲେ। ଏଥିପାଇଁ ସେମାନଙ୍କୁ ଗିରଫ କରାଯାଇଥିଲା। କିଛି ସମୟ ଗିରଫ କରି ରଖାଯିବା ପରେ ବର୍ତ୍ତମାନ ସେମାନଙ୍କୁ ଛାଡ଼ି ଦିଆଯାଇଛି।

ପ୍ରହ୍ଲାଦ ମୋଦିଙ୍କୁ ଏୟାରପୋର୍ଟରେ ସ୍ୱାଗତ କରିବା ପାଇଁ ୧୦୦ରୁ ଅଧିକ ଲୋକ ଆସିଥିଲେ। ସେ ଓ ଭୂପିନ୍ଦର ସିଂହ ଇଣ୍ଡିଗୋ ବିମାନ ଯୋଗେ ଅପରାହ୍ନ ୪ଟାରେ ଲକ୍ଷ୍ନୌ ଏୟାରପୋର୍ଟରେ ପହଞ୍ଚିଥିଲେ।

ଅଧିକ ପଢ଼ନ୍ତୁ >> ଏଭଳି ପୋଷ୍ଟର ପଛରେ ଅସଲ ଉଦ୍ଦେଶ୍ୟ କ’ଣ?

ତେବେ ଏୟାରପୋର୍ଟ କର୍ତ୍ତୃପକ୍ଷ ତାଙ୍କ ସମର୍ଥକମାନଙ୍କୁ ସ୍ୱାଗତ ପାଇଁ ନ ଛାଡ଼ିବାରୁ ସେ ଏୟାରପୋର୍ଟ ଭିତରେ ହିଁ ଧାରଣା ଆରମ୍ଭ କରିଥିଲେ। ପ୍ରାୟ ଦେଢ଼ ଘଣ୍ଟା ଧରି ସେ ଧାରଣାରେ ବସିବା ପରେ ଏୟାରପୋର୍ଟ ଛାଡ଼ିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story