ପାକିସ୍ତାନକୁ ଗୋଟିଏ ବୁନ୍ଦା ପାଣି ଦେବନି ଭାରତ: ମୋଦି

ନୂଆଦିଲ୍ଲୀ: ଭାରତ ଅଧିନରେ ଥିବା ପାଣି ପାକିସ୍ତାନ ପାଇବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିଆନାରେ ନିର୍ବାଚନୀ ପ୍ରଚାର କରିବା ବେଳେ ଏଭଳି କହିଛନ୍ତି। ଏହା ଦେଶର ପାଣି ତେଣୁ ଦେଶବାସୀ ବ୍ୟବହାର କରିବେ ବୋଲି ସେ କହିଛନ୍ତି। ହରିଆନା ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହେଉଥିବାବେଳେ ଏଭଳି କିଛି କହି ହରିଆନା ଚାଷୀଙ୍କ ମନ ଜିଣିବାକୁ ଚେଷ୍ଟା କରିଛନ୍ତି ମୋଦି। ଏହାସହ ପୂର୍ବ ସରକାର ତଥା ବିରୋଧୀଙ୍କୁ ସମାଲୋଚନା କରିଛନ୍ତି ମୋଦି। ସେ କହିଛନ୍ତି […]

modi

modi

Subhransu Sekhar
  • Published: Saturday, 19 October 2019
  • Updated: 19 October 2019, 03:23 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଅଧିନରେ ଥିବା ପାଣି ପାକିସ୍ତାନ ପାଇବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିଆନାରେ ନିର୍ବାଚନୀ ପ୍ରଚାର କରିବା ବେଳେ ଏଭଳି କହିଛନ୍ତି। ଏହା ଦେଶର ପାଣି ତେଣୁ ଦେଶବାସୀ ବ୍ୟବହାର କରିବେ ବୋଲି ସେ କହିଛନ୍ତି।

ହରିଆନା ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହେଉଥିବାବେଳେ ଏଭଳି କିଛି କହି ହରିଆନା ଚାଷୀଙ୍କ ମନ ଜିଣିବାକୁ ଚେଷ୍ଟା କରିଛନ୍ତି ମୋଦି। ଏହାସହ ପୂର୍ବ ସରକାର ତଥା ବିରୋଧୀଙ୍କୁ ସମାଲୋଚନା କରିଛନ୍ତି ମୋଦି। ସେ କହିଛନ୍ତି ପୂର୍ବ ସରକାର ବେଳେ ଏଠିକାର ପାଣି ପାକିସ୍ତାନ ଯାଉଥିଲା। ହରିଆନାରେ ଚାଷୀ ଜମି ଖୁଖିଲା ରହୁଥିବାବେଳେ ପାକିସ୍ତାନ ଚାଷ ଜମିରେ ପାଣି ମାଡୁଥିଲା। ହେଲେ ପୂର୍ବ ସରକାର ଗୋଟିଏ ବନ୍ଧ ମଧ୍ୟ ବାନ୍ଧିପାରିଲେନି।

ଆଗାମୀ ଦିନରେ ହରିଆନାରେ ପ୍ରତି ଘରେ କିଭଳି ପାଣି ମିଳିବ ସେ ନେଇ ସରକାର ସାଢ଼େ 3 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ତେବେ ଏହି ପ୍ରସଙ୍ଗରେ ପାକିସ୍ତାନ ୧୭ତାରିଖ ଦିନ ପ୍ରତିକ୍ରିୟା ରଖିସାରିଛି। ଯଦି ଭାରତ ସରକାର ତିନୋଟି ନଦୀର ପାଣିକୁ ପାକିସ୍ତାନକୁ ନଛାଡ଼ିବ ତାହେଲେ ଏହା ଆକ୍ରମଣାତ୍ମକ ବୋଲି ବୁଝାଯିବ। ତିନୋଟି ନଦୀର ପାଣି ପାଇବାକୁ ପାକିସ୍ତାନର ସ୍ୱତନ୍ତ୍ର ଅଧିକାର ରହିଛି ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମହମ୍ମଦ ଫଇଜଲ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story