ପିଏମ୍ଓ ଉପରେ ଚାଲୁଥିଲା ସୋନିଆଙ୍କ ଅସାମ୍ବିଧାନିକ ହୁକୁମ୍: ମୋଦି

ନୂଆଦିଲ୍ଲୀ: ଉପା ଶାସନ କାଳରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଉପରେ ଚାଲୁଥିଲା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଅସାମ୍ବିଧାନିକ ହୁକୁମ୍। ତାଙ୍କ ନିଷ୍ପତ୍ତି ଥିଲା ଚୂଡ଼ାନ୍ତ। ତାଙ୍କ ନିଷ୍ପତ୍ତି ପ୍ରକାରେ କାର୍ଯ୍ୟ କରୁଥିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ। ପିଏଓର ନିଷ୍ପତ୍ତି ତାଙ୍କ ନିଷ୍ପତ୍ତି ଆଗରେ କାଟ୍ ଖାଇ ଯାଉଥିଲା। କିନ୍ତୁ ଏବେ ତାହା ହେଉ ନାହିଁ। ପୂରା ସାମ୍ବିଧାନିକ ବିଦ୍ଧି ଅନୁଯାୟୀ କାର୍ଯ୍ୟ କରୁଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ। ବୁଧବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଆକ୍ରମଣ କରି ଏହା […]

modi

modi

Rakesh Mallick
  • Published: Wednesday, 27 May 2015
  • Updated: 27 May 2015, 12:11 PM IST

Sports

Latest News

ନୂଆଦିଲ୍ଲୀ: ଉପା ଶାସନ କାଳରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଉପରେ ଚାଲୁଥିଲା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଅସାମ୍ବିଧାନିକ ହୁକୁମ୍। ତାଙ୍କ ନିଷ୍ପତ୍ତି ଥିଲା ଚୂଡ଼ାନ୍ତ। ତାଙ୍କ ନିଷ୍ପତ୍ତି ପ୍ରକାରେ କାର୍ଯ୍ୟ କରୁଥିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ। ପିଏଓର ନିଷ୍ପତ୍ତି ତାଙ୍କ ନିଷ୍ପତ୍ତି ଆଗରେ କାଟ୍ ଖାଇ ଯାଉଥିଲା। କିନ୍ତୁ ଏବେ ତାହା ହେଉ ନାହିଁ। ପୂରା ସାମ୍ବିଧାନିକ ବିଦ୍ଧି ଅନୁଯାୟୀ କାର୍ଯ୍ୟ କରୁଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ। ବୁଧବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଆକ୍ରମଣ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ତ୍ତମାନର ଏନଡିଏ ସରକାର ଖୁବ୍ ଅହଂକାରୀ ଓ ଏହା କେବଳ ଜଣେ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ହେଉଛି ବୋଲି ସୋନିଆ ଦେଇଥିବା ମନ୍ତବ୍ୟର ପ୍ରତିକ୍ରିୟା ରଖି ମୋଦି ଏହା କହିଥିଲେ।

ମୋଦି କହିଥିଲେ, ଆମ ସରକାର ସମ୍ବିଧାନ ଅନୁଯାୟୀ ଚାଲିଛି। ଯଦି ଅଭିଯାଗ ଆସୁଛି ଯେ ଆମେ କେବଳ ସମ୍ବିଧାନ ଅନୁଯାୟୀ କାମ କରୁଛୁ ଓ ଅନ୍ୟ କୌଣସି ଅତିରିକ୍ତ ସାମ୍ବିଧାନିକ ଅଥରିଟିଙ୍କ କଥାକୁ ଶୁଣୁ ନାହୁଁ, ତା’ହେଲ ଏହାକୁ ମୁଁ ସ୍ୱୀକାର କରୁଛି। ଆଉ ଆଗକୁ ବି ଏହା ଜାରି ରହିବ। ଆମ ସରକାର କେବଳ ସମ୍ବିଧାନକୁ ଅନୁକରଣ କରିବ। ପୂର୍ବ ସରକାର ଭଳି ଅସାମ୍ବିଧାନିକ ହୁକୁମ୍ ଶୁଣିବୁ ନାହିଁ।

ସେହିପରି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ବାରମ୍ବାର ତାଙ୍କ ସରକାରକୁ ’ସୁଟ୍ ବୁଟର ସରକାର’ ବୋଲି କହୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦି ଏହାର ଜବାବ ରଖିଥିଲେ। ମୋଦି କହିଥିଲେ ଯେ ସାଧାରଣ ନିର୍ବାଚନର ବର୍ଷେ ପରେ ବି କଂଗ୍ରେସ ପରାଜୟକୁ ଗ୍ରହଣ କରି ପାରି ନାହିଁ। ସେମାନେ କରିଥିବା ପାପ ପାଇଁ ଲୋକେ ଦଣ୍ଡ ଦେଇଛନ୍ତି। କିନ୍ତୁ ଏଥିରୁ କିଛି ଶିକ୍ଷାଲାଭ କରିବା ପରିବର୍ତ୍ତେ ସେମାନେ ଯାହା କରି ଆସୁଥିଲେ ତାହା ଠିକ୍ ବୋଲି ପ୍ରମାଣ କରିବାକୁ ଚାହୁଁଛନ୍ତି। ଯଦି ’କୋନ୍’ ହେଉଛି ’ପ୍ରୋ’ର ବିପରୀତ, ତା’ହେଲେ କଂଗ୍ରେସ ବିକାଶ ବା ଉନ୍ନତୀର ବିପରୀତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story