ଟ୍ରମ୍ପଙ୍କ ଥାଳିରେ ଆଳୁ ଟିକ୍କି ଓ ମାଲପୁଆ ରାବେଡି ରୋଲ

ନୂଆଦିଲ୍ଲୀ: ଆମେରିକାର ପ୍ରଥମ ନାଗରିକ ଡୋନାଲ୍ଡ ଟ୍ରମ୍ପ ଓ ପ୍ରଥମ ଲେଡି ମେଲାନିଆ ଟ୍ରମ୍ପଙ୍କ ପାଇଁ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୈଶ ଭୋଜିର ଆୟୋଜନ କରିଥିଲେ। ଡିନର ମେନ୍ୟୁରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟର ବ୍ୟବସ୍ଥା କରାଯାଇଛି। ଭାରତୀୟ ଖାଦ୍ୟର ସ୍ୱାଦ ସହ ଏଥିରେ ଆମେରିକା ଛୁଙ୍କ ମଧ୍ୟ ଦିଆଯାଇଥିଲା। ଟ୍ରମ୍ପଙ୍କ ଥାଳିରେ କାଜୁନ ମସଲା ସାମନ, ଆଳୁ ଟିକ୍କି ଓ ଏକାଧିକ ସୁପ ପ୍ରଥମେ ରଖାଯାଇଥିଲା। ଏହାବାଦ କମଳାରେ ତିଆରି […]

fx

fx

Hemant Lenka
  • Published: Tuesday, 25 February 2020
  • Updated: 25 February 2020, 10:29 PM IST

Sports

Latest News

ନୂଆଦିଲ୍ଲୀ: ଆମେରିକାର ପ୍ରଥମ ନାଗରିକ ଡୋନାଲ୍ଡ ଟ୍ରମ୍ପ ଓ ପ୍ରଥମ ଲେଡି ମେଲାନିଆ ଟ୍ରମ୍ପଙ୍କ ପାଇଁ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୈଶ ଭୋଜିର ଆୟୋଜନ କରିଥିଲେ। ଡିନର ମେନ୍ୟୁରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟର ବ୍ୟବସ୍ଥା କରାଯାଇଛି। ଭାରତୀୟ ଖାଦ୍ୟର ସ୍ୱାଦ ସହ ଏଥିରେ ଆମେରିକା ଛୁଙ୍କ ମଧ୍ୟ ଦିଆଯାଇଥିଲା।

ଟ୍ରମ୍ପଙ୍କ ଥାଳିରେ କାଜୁନ ମସଲା ସାମନ, ଆଳୁ ଟିକ୍କି ଓ ଏକାଧିକ ସୁପ ପ୍ରଥମେ ରଖାଯାଇଥିଲା। ଏହାବାଦ କମଳାରେ ତିଆରି ଏକ ଖାଦ୍ୟ ମଧ୍ୟ ଟ୍ରମ୍ପଙ୍କୁ ଦିଆଯାଇଛି।

ଟ୍ରମ୍ପଙ୍କୁ ରାଇସିନା ହିଲର ପ୍ରସିଦ୍ଧ ଡାଲି ବି ଦିଆଯାଇଥିଲା। ଟ୍ରମ୍ପ ମାଂସ ଖାଇବାକୁ ଭଲ ପାଉଥିବାରୁ ତାଙ୍କ ଡିନରରେ ମଧ୍ୟ  ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଟ୍ରମ୍ପଙ୍କ ପାଇଁ ଦମ ମଟନ ବିରିୟାନୀ ଓ ମଟନ ରାନ ଡିସ୍‌ ଦିଆଯାଇଥିଲା। ଛତୁ ଓ ଗ୍ରୀନ ମଟର ପକା ଯାଇ ଏକ ଦମ ତରକାରୀ କରାଯାଇଥିଲା।

ସେଓର କେକ, ସଲଟି କାରାମଲ ସସ ଓ ମାଲପୁଆ ରାବେଡି ରୋଲ ମଧ୍ୟ ଟ୍ରମ୍ପଙ୍କୁ ଦିଆଯାଇଛି। ଟ୍ରମ୍ପଙ୍କ ସହ ତାଙ୍କ ଅଧିକାରୀମାନେ ମଧ୍ୟ ଡିନର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story